ଅମିତାଭ ବଚ୍ଚନ କରୋନା ପଜିଟିଭ୍, ନାନାବତୀ ହସ୍ପିଟାଲରେ ଭର୍ତ୍ତି

ମୁମ୍ବାଇ ୧୧।୦୯୭: ବଲିଉଡ ମହାନାୟକ ଅମିତାଭ ବଚ୍ଚନ କରୋନା ସଂକ୍ରମିତ ହୋଇଛନ୍ତି। ତାଙ୍କର ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିଛି। ଏହା ପରେ ତାଙ୍କୁ ମୁମ୍ବାଇର ନାନାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ୭୭ ବର୍ଷୀୟ ଅମିତାଭ ବଚ୍ଚନ ନିଜେ ଏହାର  ସୂଚନା ଦେଇଛନ୍ତି। T 3590 -I have tested CoviD positive .. shifted to Hospital .. hospital informing authorities .. family and staff undergone tests , results awaited ..All … Continue reading ଅମିତାଭ ବଚ୍ଚନ କରୋନା ପଜିଟିଭ୍, ନାନାବତୀ ହସ୍ପିଟାଲରେ ଭର୍ତ୍ତି