Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୫ ବର୍ଷ ପରେ ଦୁର୍ଲଭ ନାଗାର୍ଜୁନ ବେଶରେ ସଜେଇ ହେବେ ଶ୍ରୀଜିଉ, ଆରମ୍ଭ ହେଲା ପ୍ରସ୍ତୁତି
  • ||
  • କୋଇଲା ଖଣି ଆବଣ୍ଟନ ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ମିଳିଲା ଜାମିନ
  • ||
  • ମାଲକାନଗିରି : ମାଟି ତଳୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ସହ ବିସ୍ଫୋରକ ସାମଗ୍ରୀ ଜବତ
  • ||
  • ରାଜନଗର : ଭୋଗ ଖାଇ ୧୫୦ ଅସୁସ୍ଥ, ୩୦ ଜଣଙ୍କ ଅବସ୍ଥା ଗୁରୁତର
  • ||
  • ପାରାଦୀପ : ସମୁଦ୍ରରେ ବୁଡିଗଲା ମାଛଧରା ଟ୍ରଲର, ୫ ମତ୍ସ୍ୟଜୀବୀ ଉଦ୍ଧାର, ୪ ନିଖୋଜ
  • ||
  • ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଆଉ ୧୪୮୦କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରେନ୍‌ରେ କଟି ବାପା-ଝିଅ-ପୁଅର ମୃତ୍ୟୁ, ଆତ୍ମହତ୍ୟା ସନ୍ଦେହ
  • ||
  • ବାଇକ୍‌କୁ ଧକ୍କାଦେଲା ହାଇଓ୍ୱା ଟ୍ରକ, ଆରୋହୀ ମୃତ
  • ||

ଜାମ୍ମୁ କାଶ୍ମୀରରେ ଧୀରେ ଧୀରେ ସୁଧୁରୁଛି ସ୍ଥିତି : ଜାତୀୟ ସୁରକ୍ଷା କାର୍ଯ୍ୟକ୍ରମରେ କହିଲେ ଅମିତ ଶାହା

30/09/2019 at 9:00 AM

ଶ୍ରୀନଗର ୩୦/୯: କାଶ୍ମୀରରେ କର୍ଫ୍ୟୁ ଜାରି ରହିଥିବା ପ୍ରସଙ୍ଗକୁ ଖଣ୍ଡନ କରିଛନ୍ତି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା । କାଶ୍ମୀର ଅଞ୍ଚଳରେ ଧାରା ୩୭୦ଉଚ୍ଛେଦ ପରେ ଜୀବନଯାତ୍ରା ସ୍ୱାଭାବିକ ହୋଇଛି। ଜାମ୍ମୁ କାଶ୍ମୀରରେ ମୋଟ ୧୦୫ଟି ଥାନା ଅଞ୍ଚଳରୁ ଧାରା ୧୪୪ ଉଠାଇ ଦିଆଯାଇଛି । ସେଠାରେ ପରିସ୍ଥିତି ଧୀରେ ଧୀରେ ସ୍ୱାଭାବିକ ହେବାରେ ଲାଗିଛି ।

ଶ୍ରୀନଗରରେ ଜନସାଧାରଣ ଜୀବନ ଯାତ୍ରା ସ୍ୱାଭାବିକ ହୋଇଥିବାବେଳେ ବେସରକାରୀ ଯାନବାହନ ମଧ୍ୟ ଚଳାଚଳ କରୁଛି। କ୍ୟାବ, ଆମ୍ବୁଲାନ୍ସ, ଚିକିତ୍ସାଳୟର ଗାଡି ଏବଂ ତିନି ଚକିଆ ଗାଡିଗୁଡିକ ଜିଲ୍ଲାର ବିଭିନ୍ନ ସ୍ଥାନକୁ ଯାତାୟତ କରିଛି। କୁପୱାଡା ଏବଂ ହିନ୍ଦୱାଡା ଜିଲ୍ଲାରେ ମୋବାଇଲ ଫୋନ କାର୍ଯ୍ୟକ୍ଷମ ହେବା ସହ ସମସ୍ତ ଲ୍ୟାଣ୍ଡଫୋନ୍ ଏବେ କାର୍ଯ୍ୟକ୍ଷମ ହୋଇଛି । ନିଜର ଚିକିତ୍ସା ପାଇଁ ସ୍ୱାସ୍ଥ୍ୟକେନ୍ଦ୍ର ଯାଇପାରୁଛନ୍ତି ଏବଂ ସେମାନଙ୍କର ଦୈନନ୍ଦିନ କାର୍ଯ୍ୟ ମଧ୍ୟ କରୁଛନ୍ତି। ନୂଆଦିଲ୍ଲୀଠାରେ ଜାତୀୟ ସୁରକ୍ଷା ସମ୍ପର୍କୀତ ଏକ କାର୍ଯ୍ୟକ୍ରମରେ  ଅମିତ ଶାହା କହିଛନ୍ତି ।

   Related Posts