ଅମିତ ଶାହ, ରାଜନାଥ ସିଂ ଓ ନିତିନ ଗଡ଼କରୀ ନେଲେ ଶପଥ
30/05/2019 at 6:48 PM

ନୂଆଦିଲ୍ଲୀ ୩୦/୫ : ଦ୍ୱିତୀୟଥର ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦି ଶପଥ ନେବା ପରେ ପରେ ରାଜନାଥ ସିଂ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ, ଅମିତ ଶାହ, ନିତିନ ଗଡ଼କରୀ ଶପଥ ନେଇଛନ୍ତି । ରାଜନାଥ ସିଂ ଗତ ମନ୍ତ୍ରୀମଣ୍ଡଳରେ ଗୃହମନ୍ତ୍ରୀ ଥିବାବେଳେ ନିତିନ ଗଡ଼କରୀ ଭୁପୃଷ୍ଠ ପରିବହନ ମନ୍ତ୍ରୀ ଥିଲେ । ଗଡ଼କରୀଙ୍କ ପରେ ପରେ ଡି. ଭି ସଦାନନ୍ଦ ଗୌଡ଼ ମୋଦିଙ୍କ ମନ୍ତ୍ରୀମଣ୍ଡଳର ସଦସ୍ୟ ଭାବେ ଶପଥ ଗ୍ରହଣ କରିଛନ୍ତି ।

Related Posts
ରେଳ ଧାରଣାରୁ ବୃଦ୍ଧାଙ୍କ ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ
18 January 2021