‘ବନ୍ଦେ ଭାରତ ଏକ୍ସପ୍ରେସ’ର ଶୁଭାରମ୍ଭ କଲେ ଗୃହମନ୍ତ୍ରୀ ଅମିତ ଶାହ : ଦିଲ୍ଲୀରୁ କଟରା ଯିବା ପାଇଁ ଲାଗିବ ମାତ୍ର ୮ ଘଣ୍ଟା

Published By : Prameya-News7 Bureau | October 03, 2019 IST

ନୂଆଦିଲ୍ଲୀ ୩/୧୦: ଗଡିଲା ‘ବନ୍ଦେ ଭାରତ ଏକ୍ସପ୍ରେସ’। ଦିଲ୍ଲୀ ରେଳ ଷ୍ଟେସନରେ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି ଗୃହମନ୍ତ୍ରୀ ଅମିତ ଶାହ ।  ତାଙ୍କ ସହ କେନ୍ଦ୍ର ମନ୍ତ୍ରୀ ପୀୟୁଷ ଗୋୟଲ ମଧ୍ୟ ଉପସ୍ଥିତ ଥିଲେ ।

{"id":165652}

ଅତ୍ୟାଧୁନିକ ବନ୍ଦେ ଭାରତ ଏକ୍ସପ୍ରେସ ଦିଲ୍ଲୀରୁ କଟରା ଯିବା ପାଇଁ ମାତ୍ର ୮ ଘଣ୍ଟା ସମୟ ଲାଗିବ । ପୂର୍ବରୁ ଏହା ୧୨ ଘଣ୍ଟା ଲାଗୁଥିଲା । ଯାତ୍ରା ସମୟ ଆହୁରି ୪ ଘଣ୍ଟା ହ୍ରାସ ପାଇଥିବାରୁ ବୈଷ୍ଣୋଦେବୀ ଯାଉଥିବା ଯାତ୍ରୀଙ୍କ ପାଇଁ ଏହା ଏକ ଶୁଭ ଖବର ।

{"id":165653}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.