ଏପ୍ରିଲ ୧ରେ ଅମିତ ଶାହା, ୨ରେ ଆସିବେ ନରେନ୍ଦ୍ର ମୋଦି

Published By : Prameya-News7 Bureau | March 27, 2019 IST

ଭୁବନେଶ୍ବର ୨୭|୩ : ପାଖେଇ ଆସୁଛି ନିର୍ବାଚନ । ନିର୍ବାଚନ ପାଇଁ ପ୍ରଚାର ମଧ୍ୟ ଜୋରସୋରରେ ଆରମ୍ଭ ହୋଇସାରିଛି । ଏହି ପରିପ୍ରେକ୍ଷୀରେ ଏପ୍ରିଲ ୧ ତାରିଖରେ ଓଡିଶାରେ ପ୍ରଚାର କରିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ । ବିଜେପିର ପାରଳାଖେମୁଣ୍ଡି ଓ ଉମରକୋଟ ସଭାରେ ଯୋଗଦେବେ ଅମିତ ଶାହା । ସେହିପରି ଏପ୍ରିଲ ୨ ତାରିଖରେ ଓଡିଶା ଆସିବେ ପ୍ରଧାନମନ୍ତ୍ରୀ ମୋଦି । ଭାବନୀପାଟଣା ସଭାରେ ଯୋଗଦେବେ ପ୍ରଧାନମନ୍ତ୍ରୀ ମୋଦି । ମାର୍ଚ୍ଚ ୩୧ତାରିଖରେ ମୋଦିଙ୍କ ମେଁ ଭି ଚୌକିଦାର କାର୍ଯ୍ୟକ୍ରମ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.