Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭାରତୀୟ ଶିକ୍ଷୟିତ୍ରୀଙ୍କ ପାକିସ୍ତାନ ପ୍ରେମ, ଷ୍ଟାଟସ୍ ଦେଲେ ‘ଆମେ ମ୍ୟାଚ୍ ଜିତିଗଲୁ’
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍ : କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୩୩ କୋଭିଡ୍ ପଜିଟିଭ୍
  • ||
  • ନୂଆଦିଲ୍ଲୀ ସୀମାପୁରୀରେ ଅଭାବନୀୟ ଘଟଣା : ଘରେ ଲାଗିଲା ନିଆଁ, ୪ ମୃତ
  • ||
  • ଏବର୍ଷ ରାଜ୍ୟରେ ହାଡଭଙ୍ଗା ଶୀତ, ଅଧିକ ଦିନ ଥରାଇବ
  • ||
  • ସିଆରପିଏଫ କ୍ୟାମ୍ପରେ ରାତି ବିତାଇଲେ ଶାହ, ଯବାନଙ୍କ ସହ କଲେ ରାତ୍ରି ଭୋଜନ
  • ||
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ, ସେପଟେ ଡିଜିପି ଅଫିସ ଘେରାଉ କରିବ କଂଗ୍ରେସ
  • ||

ଆମେରିକା ଗଟ୍ ଟ୍ୟାଲେଣ୍ଟରେ ନିଜ ପ୍ରତିଭା ଦେଖାଇଲେ ରାଜସ୍ଥାନୀ ଭାଇ : ଜଜ ମଧ୍ୟ ଠିଆ ହୋଇ ବଜାଇଲେ ତାଳି

12/06/2020 at 6:42 PM

ମୁମ୍ବାଇ ୧୨/୦୬ : ଦେଶରେ ଟ୍ୟାଲେଣ୍ଟର ଅଭାବ ନାହିଁ | ଦୁନିଆର ଅନେକ ବଡ ବଡ ପ୍ଲାଟଫର୍ମରେ ନିଜ ଟ୍ୟାଲେଣ୍ଟ ପ୍ରଦର୍ଶନ କରୁଥିବା ଭାରତ ଆମେରିକା ଗଟ୍ ଟ୍ୟାଲେଣ୍ଟରେ ଜଜମାନଙ୍କୁ ଇମ୍ପ୍ରେସ କରିଛନ୍ତି | ରାଜସ୍ତାନ ସିକର ଜିଲ୍ଲାର ଦୁଇ ଭାଇ ରେହାନ ଓ ସାକିରଙ୍କ ଡ୍ୟାନ୍ସ ଆମେରିକା ଗଟ୍ ଟ୍ୟାଲେଣ୍ଟର ଜଜମାନଙ୍କୁ ଏତେ ପସନ୍ଦ ଆସିଥିଲା ଯେ ସେମାନେ ଛିଡା ହୋଇ ଦୁଇ ଭାଇଙ୍କ ପାଇଁ ତଳି ବଜାଇଥିଲେ |

ଆମେରିକା ଗଟ୍ ତଳେଣତ ୟୁଟ୍ୟୁବ ଚାନେଲ ରେହାନ ଓ ସାକିରଙ୍କ ଡ୍ୟାନ୍ସ ଭିଡିଓ ରିଲିଜ କରିଛି | ଦୁଇ ଭାଇ ଜଯମାନଙ୍କ ସାମ୍ନାରେ ପରଫର୍ମ କରୁଠା ଭିଡିଓରେ ଦେଖିବାକୁ ମିଳିଛି | ଦୁଇ ଭାଇ ମଧ୍ୟ ଏତେ ବଡ ପ୍ଲାଟଫର୍ମରେ ଡ୍ୟାନ୍ସ କୄଟ୍ଗହିବା ହେତୁ ବହୁତ ଖୁସି ଥିବା ଜଣାପଡିଛି | ପାଖାପାଖି ୫ ମିନିଟର ଏହି ଭିଡିଓରେ ୯ ବର୍ଷ ବୟସ୍କ ରୀହାନ ଓ ୨୧ ବର୍ଷ ବୟସ୍କ ସାକିରଙ୍କ ମଧ୍ୟରେ ଦମଦାର କେମିଷ୍ଟ୍ରି ଦେଖିବାକୁ ମିଳିଛି | ସେଠାରେ ଉପସ୍ଥିତ ଅଡ଼ିଏନ୍ସ ମଧ୍ୟ ଛିଡା ହୋଇ ତାଳି ବଜାଇଥିଲେ |

ରୀହାନ ଓ ସାକିର ସମ୍ପର୍କୀୟ ଭାଇ କିନ୍ତୁ ଉଭୟଙ୍କ ସମ୍ପର୍କ ବହୁତ ମଧୁର  ଉଭୟ ପରସ୍ପର ପୁରା ଯତ୍ନ ନିଅନ୍ତି |

   Related Posts