ଏହି ସୁନ୍ଦରୀ ଓ ହଟ୍ ମଡେଲଙ୍କ ପାଖକୁ ଆସୁଛି ଲକ୍ଷ ଲକ୍ଷ ବିବାହ ପ୍ରସ୍ତାବ : ଜାଣନ୍ତୁ କିଏ

Published By : Prameya-News7 Bureau | April 17, 2019 IST

ସବୁବେଳେ ସୁନ୍ଦରୀ ମହିଳା ଚର୍ଚ୍ଚାରେ ରହିଥାଆନ୍ତି। ସୁନ୍ଦରୀ ହୋଇଥିବାରୁ ତାଙ୍କ ପଛରେ ଅନେକ ପଡ଼ିଥାଆନ୍ତି। ସୁନ୍ଦରୀ ହେବା ଯେତିକି ସୌଭାଗ୍ୟର କଥା ସେତିକି ମଧ୍ୟ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ । ସୁନ୍ଦରୀ ଝିଅଙ୍କୁ ବାହା ହେବା ପାଇଁ େମିତି ଲମ୍ବାଲାଇନ ଲାଗେ ଯେ, ସେ କାହାକୁ ବାହା ହେବ ନିଷ୍ପତ୍ତି ନେବା ମୁସ୍କିଲ ହୋଇପଡିଥାଏ ।

{"id":104271,"width":596,"height":527}

ଆଜି ଆମେ ବିଶ୍ବର ସବୁଠାରୁ ଆକର୍ଷଣୀୟ ଚେହେରା ଥିବା ମଡେଲଙ୍କ ବିଷୟରେ କହିବା। ତାଙ୍କୁ ବିବାହ କରିବା ପାଇଁ ଲକ୍ଷ ଲକ୍ଷ ପ୍ରସ୍ତାବର ଲାଇନ୍ ଲାଗୁଛି। ଏହି ମଡେଲଙ୍କ ନାଁ ହେଉଛି ମର୍ସିଡିଜ ମେରୀ। ଆମେରିକାର ଫ୍ରାନସିସକୋରେ ତାଙ୍କର ଜନ୍ମ ।

{"id":104273,"width":595,"height":472}

ମେରୀ ଅତ୍ୟନ୍ତ ସୁନ୍ଦରୀ ଏବଂ ହଟ୍ ମଡେଲ୍ ଏବଂ ଅଭିନେତ୍ରୀ। ତାଙ୍କ ହଟ୍ ଫିଗର ପାଇଁ ଅନେକ ଯୁବକ ତାଙ୍କ ପଛରେ ପଡ଼ିଥାଆନ୍ତି। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ସେ ଏକ ମଡେଲ ଏବଂ ଅଭିନେତ୍ରୀ ହେବା ସହ ଜଣେ ବ୍ଲଗର ମଧ୍ୟ। ପାଠପଢ଼ା ସରିବା ପରେ ସେ ନ୍ୟୁୟର୍କ ସିଫ୍ଟ ହୋଇଯାଇଥିଲେ।

{"id":104274,"width":593,"height":580}

ଏହାପରେ ମେରୀ ଫ୍ୟାସନ ଦୁନିଆରେ ପାଦ ରଖିବା ପାଇଁ ‘ଫ୍ୟାସନ ଇନଷ୍ଟିଚ୍ୟୁଟ ଅଫ ଡିଜାଇନ ଏବଂ ମର୍ଚେଡାଇଜିଙ୍ଗ’ରୁ ଡିଗ୍ରୀ ପ୍ରାପ୍ତ କରିଥିଲେ। ସେ ତାଙ୍କ ହଟ୍ ଫିଗରର ଫଟୋ ପାଇଁ ସୋଶିଆଲ ମିଡିଆରେ ହଇଚଇ ସୃଷ୍ଟି କରିଛନ୍ତି। ତାଙ୍କ ଗୋଟିଏ ପୋଷ୍ଟରେ ଲକ୍ଷ ଲକ୍ଷ ଲାଇକ୍ ଏବଂ କମେଣ୍ଟ ଆସିଥାଏ। ତାଙ୍କ ଆକର୍ଷଣୀୟ ଫିଗର କାରଣରୁ କମେଣ୍ଟ କରି ଅନେକ ଲୋକ ତାଙ୍କୁ ବିବାହ ପ୍ରସ୍ତାବ ଦେଇଥାଆନ୍ତି।

{"id":104276,"width":594,"height":395}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.