Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକଣା କଡାକଡି କଲା ହଙ୍ଗକଙ୍ଗ, ବାହାର ଦେଶର ନାଗରିକଙ୍କ ପ୍ରବେଶ ଉପରେ ରୋକ୍
  • ||
  • ଟଳିଗଲା ମୃତ୍ୟୁ, ଅଳ୍ପକେ ମରଣ ମୁହଁରୁ ବର୍ତ୍ତିଲେ କଲେଜ ଛାତ୍ରୀ ଓ ସ୍କୁଟି ଚାଳକ : ସିସିଟିଭିରେ ଛାତିଥରା ଦୃଶ୍ୟ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୧କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୨୮ କରୋନା ସଂକ୍ରମିତ, ୧୦୪୯୧୦୮ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୬ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୦ ମୃତ
  • ||
  • ହଠାତ ହେଲା ବରଫ ଝଡ, ପବ୍‌ରେ ଫସିଗଲେ ୬୧ ଗ୍ରାହକ : ୩ ଦିନ ପରେ ଉଦ୍ଧାର
  • ||
  • ମା’ ସୁରେଶ୍ୱରୀ ମନ୍ଦିରରୁ ଚୋରି, ନେଇଗଲେ ଦେବୀଙ୍କ ରୁପା ମୁକୁଟ
  • ||
  • ବୁଧବାରଠୁ କମ୍ପିବ ବିଧାନସଭା, ଅଧିବେଶନ ପୂର୍ବରୁ ରଣନୀତି ପ୍ରସ୍ତୁତ କରିବେ ଶାସକ ଓ ବିରୋଧି
  • ||
  • ଆସୁଛି ବାତ୍ୟା ‘ଜଓ୍ୱାଦ’, ୪ ତାରିଖରେ କରିବ ଲ୍ୟାଣ୍ଡଫଲ
  • ||
  • ଜଗତସିଂହପୁରରେ ‘ସାଗର କବଚ ଓଡି-୨୧’, ସମରାଭ୍ୟାସରେ ସାମିଲ ଭାରତୀୟ ତଟରକ୍ଷୀ ବାହିନୀ ଓ ମେରାଇନ୍ ପୋଲିସ
  • ||

ଆମ୍ବୁଲାନ୍ସରେ ଯାତ୍ରୀଙ୍କୁ ବୋହିବା ପଡିଲା ମହଙ୍ଗା: ଟାଉନ ଥାନାରେ ୫ ଅଟକ

3/04/2020 at 5:58 PM

ଭଦ୍ରକ୩/୪: ଲକଡାଉନ୍ ସମୟରେ ଆମ୍ବୁଲାନ୍ସରେ ଯାତ୍ରୀ ବୋହିବା ପଡିଲା ମହଙ୍ଗା। ୫ ଜଣଙ୍କ ସହ ଆମ୍ବୁଲାନ୍ସକୁ ଜବତ କରିଛି ପୋଲିସ୍‌। ଆନ୍ଧ୍ରପ୍ରଦେଶରୁ ଏକ ଆମ୍ବୁଲାନ୍ସ ରୋଗୀ ନେଇ କୋଲକତା ଯାଇଥିଲା। କୋଲକାତାରୁ ଫେରିବା ସମୟରେ ଭଦ୍ରକର ୧୬ନଂ ଜାତୀୟ ରାଜପଥର ସାହାପୁର ଛକ ନିକଟରେ ଏହି ଆମ୍ବୁଲାନ୍ସଟି ୩ଜଣ ଯାତ୍ରୀଙ୍କୁ ଉଠାଇଥିଲା ।

ତେବେ ଟାଉନ ପୋଲିସର ପେଟ୍ରୋଲିଂ ସମୟରେ ଏହି ଆମ୍ବୁଲାନ୍ସଟିକୁ ଅଟକା ଯାଇଥିଲା । ସମସ୍ତ ଯାଞ୍ଚ ପରେ ଏହି ଆମ୍ବୁଲାନ୍ସକୁ ଜବତ କରିଥିଲା ପୋଲିସ । ଏହି ଆମ୍ବୁଲାନ୍ସର ଡ୍ରାଇଭର ଓ ହେଲପର ସମେତ ଏଥିରେ ଥିବା ୩ଜଣ ଯାତ୍ରୀଙ୍କୁ  ଅଟକ ରଖିଛି ଟାଉନ ପୋଲିସ। ପ୍ରଥମରେ ଏହି ତିନିଜଣଙ୍କୁ କ୍ବାରେନଣ୍ଟାଇନ ରୁମକୁ ପଠାଇଥିବା ସୂଚନା ମିଳିଛି। ଏଥି ସହ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି  ଭଦ୍ରକ ଟାଉନ ପୋଲିସ୍‌।

   Related Posts