Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୦୫ କରୋନା ସଂକ୍ରମିତ, ୧୦୫୦୩୫୪ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୩କୁ ବୃଦ୍ଧି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୧୧ ମୃତ
  • ||
  • ଗୁଜୁରାଟରେ ଓମିକ୍ରନ ଗଞ୍ଜାମକୁ ବିପଦ : ବଢିବ ସଂକ୍ରମଣ ! ସତର୍କ କଲା ପ୍ରଶାସନ
  • ||
  • ଡ୍ରାଇଭରଙ୍କୁ ମାଗିଲେ ଲାଞ୍ଚ, ନଦେବାରୁ ଆକ୍ରମଣ କରି କଲେ ଲହୁଲୁହାଣ
  • ||
  • ଆଉ ବର୍ଷା ନାହିଁ, ବଦଳିବ ପାଗ : ୧୧ରୁ କମିଯିବ ଶୀତ
  • ||
  • ଆସୁଛନ୍ତି ପୁଟିନ : ମୋଦୀଙ୍କୁ ଭେଟିବେ, ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ହେବ ଆଲୋଚନା
  • ||

ରାସ୍ତାରେ ଫାଟିଲା ଆମ୍ବୁଲାନ୍ସ ଚକା, ଡ୍ରାଇଭରଙ୍କ ସମେତ ଦୁଇ ଆହତ

10/01/2020 at 10:54 AM

ନୀଳଗିରି ୧୦।୧: ବାଲେଶ୍ଵର ଜିଲ୍ଲା ନୀଳଗିରିରୁ ଯମୁନା ଅଞ୍ଚଳକୁ ରୋଗୀ ଆଣିବାକୁ ଯାଉଥିବାବେଳେ ଚକା ଫାଟି ଯିବାରୁ ଏକ ଆମ୍ବୁଲାନ୍ସ ଗଛରେ ପିଟିହୋଇ ଦୁର୍ଘଟଣାଗ୍ରସ୍ତ ହୋଇଛି।

ଆଜି ସକାଳ ୮ଟା ସମୟରେ ଓଡ଼ି୦୧ଏଡି-୬୩୩୬ ନମ୍ବର ବିଶିଷ୍ଟ ଏକ ୧୦୮ ଆମ୍ବୁଲାନ୍ସ ରୋଗୀ ଆଣିବାକୁ ଜାମୁନା ଅଞ୍ଚଳକୁ ଯାଉଥିଲା । ହଠାତ୍ ଗାଡିର ଆଗ ଚକା ଫାଟିଯିବାରୁ ଭାଲୁକାଶୁଣି ତିନିକୋଶିଆ ଜଙ୍ଗଲରେ ଥିବା ଏକ ଗଛକୁ ଯାଇ ପିଟିହୋଇଥିଲା । ଫଳରେ ଡ୍ରାଇଭର ସଂଜୟ ଦାସଙ୍କ ଛାତିରେ ଆଘାତ ଲାଗିଛି । ବସିଥିବା ଅନ୍ୟଜଣେ ଆହତ ହୋଇଛନ୍ତି ।

   Related Posts