ରାସ୍ତାରେ ଫାଟିଲା ଆମ୍ବୁଲାନ୍ସ ଚକା, ଡ୍ରାଇଭରଙ୍କ ସମେତ ଦୁଇ ଆହତ

Published By : Prameya-News7 Bureau | January 10, 2020 IST

ନୀଳଗିରି ୧୦।୧: ବାଲେଶ୍ଵର ଜିଲ୍ଲା ନୀଳଗିରିରୁ ଯମୁନା ଅଞ୍ଚଳକୁ ରୋଗୀ ଆଣିବାକୁ ଯାଉଥିବାବେଳେ ଚକା ଫାଟି ଯିବାରୁ ଏକ ଆମ୍ବୁଲାନ୍ସ ଗଛରେ ପିଟିହୋଇ ଦୁର୍ଘଟଣାଗ୍ରସ୍ତ ହୋଇଛି।

{"id":209288,"sizeSlug":"large"}

ଆଜି ସକାଳ ୮ଟା ସମୟରେ ଓଡ଼ି୦୧ଏଡି-୬୩୩୬ ନମ୍ବର ବିଶିଷ୍ଟ ଏକ ୧୦୮ ଆମ୍ବୁଲାନ୍ସ ରୋଗୀ ଆଣିବାକୁ ଜାମୁନା ଅଞ୍ଚଳକୁ ଯାଉଥିଲା । ହଠାତ୍ ଗାଡିର ଆଗ ଚକା ଫାଟିଯିବାରୁ ଭାଲୁକାଶୁଣି ତିନିକୋଶିଆ ଜଙ୍ଗଲରେ ଥିବା ଏକ ଗଛକୁ ଯାଇ ପିଟିହୋଇଥିଲା । ଫଳରେ ଡ୍ରାଇଭର ସଂଜୟ ଦାସଙ୍କ ଛାତିରେ ଆଘାତ ଲାଗିଛି । ବସିଥିବା ଅନ୍ୟଜଣେ ଆହତ ହୋଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.