Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରହ୍ମପୁର : ଗଞ୍ଜାମର ସବୁ ଧର୍ମାନୁଷ୍ଠାନ ୭ଦିନ ବନ୍ଦ, ସର୍ବସାଧାରଣରେ ମେରୁ ଯାତ୍ରା ଓ ପଣା ସଂକ୍ରାନ୍ତି ପାଳନ ବାରଣ
  • ||
  • ନୟାଗଡ : ପ୍ରେମରେ ପ୍ରତାରଣା, ପ୍ରେମିକ ଦୁଆରେ ପ୍ରେମିକା, ନ୍ୟାୟ ପାଇଁ ଦେଇଛି ଧାରଣା
  • ||
  • କଟକ : ଗିରଫ ହେଲା ହାଇଦରର ସହଯୋଗୀ ୟାକୁବ୍, ସୋମବାର ଚାଉଳିଆଗଞ୍ଜ ଥାନାରେ କରିଥିଲା ଆତ୍ମସମର୍ପଣ
  • ||
  • ସୋର : ଘରେ କେହି ନଥିବା ବେଳେ ଭାଙ୍ଗିଲେ ତାଲା, ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା-ରୂପା ଅଳଙ୍କାର ସହ ଲକ୍ଷାଧିକ ଟଙ୍କା
  • ||
  • କଳାହାଣ୍ଡି : ଜାଲ୍ ସାର୍ଟିଫିକେଟ୍ ଦେଇ ୨୫ ଶିକ୍ଷକ ବହିଷ୍କୃତ
  • ||
  • ଚାନ୍ଦବାଲି : ଭଡା ଘରୁ ମିଳିଲା ପ୍ରବାସୀ ଶ୍ରମିକଙ୍କ ମୃତଦେହ, ମୃତ୍ୟୁ ପାଇଁ କମ୍ପାନୀ କର୍ତ୍ତୃପକ୍ଷ ଦାୟୀ ଅଭିଯୋଗ
  • ||
  • ଭୁବନେଶ୍ବର : ରାଜ୍ୟରେ କରୋନା ନେଲା ଆଉ ୨ ଜଣଙ୍କ ଜୀବନ, ୧୯୩୦ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ମହାକାଳପଡା : ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଅଗ୍ନିକାଣ୍ଡ, କର୍ମଚାରୀଙ୍କ ଉପସ୍ଥିତ ବୁଦ୍ଧି ପାଇଁ ଟଳିଗଲା ବଡ ବିପଦ
  • ||
  • କରଞ୍ଜିଆ : ଏକାଠି ଶୋଇଥିଲେ ସ୍ତ୍ରୀ ଓ ପ୍ରେମିକ, କଟୁରୀରେ ହାଣିଲା ସ୍ୱାମୀ
  • ||
  • ବଢୁଛି ସଂକ୍ରମଣ : ରାଜ୍ୟରେ ୩୦ଜିଲ୍ଲାରୁ ଚିହ୍ନଟ ହେଲେ ସଂକ୍ରମିତ, ୨୪ ଘଣ୍ଟାରେ ୧୭୮୪ ପଜିଟିଭ୍ ଚିହ୍ନଟ
  • ||

ଆମାଜନ୍ ଲ଼ଞ୍ଚ କଲା ହିନ୍ଦି ପୋର୍ଟାଲ

5/09/2018 at 4:24 PM

ନୂଆଦିଲ୍ଲୀ ୫/୯: ଫ୍ଲିପକାର୍ଟ,ପେଟିଏମ୍ ଏବଂ ଅନ୍ୟ କମ୍ପାନୀକୁ ମାତ୍ ଦେଇ ଆମାଜନ୍ ଇଣ୍ଡିଆର ଇ-ବାଣିଜ୍ୟ ପୋର୍ଟାଲ୍ ସର୍ବପ୍ରଥମ ହିନ୍ଦୀ ସଂସ୍କରଣ ଆରମ୍ଭ କରିଛି।ଛୋଟ ଛୋଟ ସହର, ଯେଉଁଠାରେ ଇଂରାଜୀ ଭାଷା ବିଶେଷ ଭାବେ ପ୍ରଚଳିତ ନାହିଁ ସେ ସବୁ ଅଂଚଳରେ ଶହେ ନିୟୁତ ହିନ୍ଦୀ ଭାଷୀ ଇ-ବାଣିଜ୍ୟ ଗ୍ରାହକ ସୃଷ୍ଟି କରିବା ହେଉଛି ଆମାଜନର ଲକ୍ଷ୍ୟ।
ଆମାଜନର ହିନ୍ଦୀ ସଂସ୍କରଣ ବର୍ତ୍ତମାନ ମୋବାଇଲରେ ମଧ୍ୟ ଉପଲବ୍ଧ।ହିନ୍ଦୀ ପରେ, ଆମାଜନ୍ ଇଣ୍ଡିଆ ତାମିଲ୍ ଏବଂ ବଙ୍ଗାଳୀ ଭାଷାରେ ସେବା ଆରମ୍ଭ କରିବାକୁ ଯାଉଛି।

   Related Posts