ଆମାଜନ୍ ଲ଼ଞ୍ଚ କଲା ହିନ୍ଦି ପୋର୍ଟାଲ

Published By : Prameya-News7 Bureau | September 05, 2018 IST

ନୂଆଦିଲ୍ଲୀ ୫/୯: ଫ୍ଲିପକାର୍ଟ,ପେଟିଏମ୍ ଏବଂ ଅନ୍ୟ କମ୍ପାନୀକୁ ମାତ୍ ଦେଇ ଆମାଜନ୍ ଇଣ୍ଡିଆର ଇ-ବାଣିଜ୍ୟ ପୋର୍ଟାଲ୍ ସର୍ବପ୍ରଥମ ହିନ୍ଦୀ ସଂସ୍କରଣ ଆରମ୍ଭ କରିଛି।ଛୋଟ ଛୋଟ ସହର, ଯେଉଁଠାରେ ଇଂରାଜୀ ଭାଷା ବିଶେଷ ଭାବେ ପ୍ରଚଳିତ ନାହିଁ ସେ ସବୁ ଅଂଚଳରେ ଶହେ ନିୟୁତ ହିନ୍ଦୀ ଭାଷୀ ଇ-ବାଣିଜ୍ୟ ଗ୍ରାହକ ସୃଷ୍ଟି କରିବା ହେଉଛି ଆମାଜନର ଲକ୍ଷ୍ୟ। ଆମାଜନର ହିନ୍ଦୀ ସଂସ୍କରଣ ବର୍ତ୍ତମାନ ମୋବାଇଲରେ ମଧ୍ୟ ଉପଲବ୍ଧ।ହିନ୍ଦୀ ପରେ, ଆମାଜନ୍ ଇଣ୍ଡିଆ ତାମିଲ୍ ଏବଂ ବଙ୍ଗାଳୀ ଭାଷାରେ ସେବା ଆରମ୍ଭ କରିବାକୁ ଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.