Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚେନ୍ନାଇ ସୁପରକିଙ୍ଗ୍ସକୁ ବଡ ଝଟକା, ଆହତ କାରଣରୁ ଆଇପିଏଲ୍‌ର ବାକି ମ୍ୟାଚ୍‌ରୁ ବାଦ୍ ପଡିଲେ ଡ୍ଵେନ ବ୍ରାଭୋ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୯୩୧ କରୋନା ସଂକ୍ରମିତ ଚିହ୍ନଟ
  • ||
  • ୧୨କୋଟି ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗ, ବିଭାଗ ପକ୍ଷରୁ ଛାନ୍‌ଭିନ୍‌ ଆରମ୍ଭ
  • ||
  • ବିଜାପୁରରେ ଏନ୍‌କାଉଣ୍ଟର : ଜଣେ ନକ୍ସଲ ନିହତ, ୨ ଯବାନ ଆହତ
  • ||
  • ମାଓବାଦୀଙ୍କ ବର୍ବର କାଣ୍ଡ , ପୋଲିସ ଇନଫର୍ମର ସନ୍ଦେହରେ ଘରୁ ଡାକି ନେଇ ହତ୍ୟା
  • ||

Amazon ରେ Apple ଫୋନ୍‌ରେ ମିଳୁଛି ଡିସ୍‌କାଉଣ୍ଟ ଓ ଅଫର୍‌

14/11/2019 at 4:27 PM

ନୂଆଦିଲ୍ଲୀ ୧୪।୧୧ – ଏବେ ଆମାଜନ୍‌ ଇଣ୍ଡିଆ ଇ କମର୍ସ ପ୍ଲାଟଫର୍ମ ବା ଓ୍ୱେବସାଇଟ୍‌ରେ ଆପଲ୍‌ ଫୋନ୍‌ରେ ରିହାତି ସହ ବିଭିନ୍ନ ଅଫର୍‌ ଦିଆଯାଉଛି । ୧୩ ନଭେମ୍ବରରୁ ୧୭ ନଭେମ୍ବର ପର୍ଯ୍ୟନ୍ତ ଏହି ଡିସ୍‌କାଉଣ୍ଟ ବା ରିହାତି ମିଳିବ । ଲୋକପ୍ରିୟ ଆପଲ୍‌ ପ୍ରଡକ୍ଟସ ଉପରେ ଏହି ଡିସ୍‌କାଉଣ୍ଟ ଦିଆଯାଉଛି ।

୪୨,୯୦୦ ଟଙ୍କାରେ iPhone XR ଏବେ ଆମାଜନ୍‌ରେ ମିଳୁଛି । ଏବେ ଏହା ସବୁଠାରୁ କମ୍‌ ଟଙ୍କାରେ ବିକ୍ରି ହେଉଛି । AirPods Pro କୁ କମ୍ ଟଙ୍କାରେ ସେଲ୍‌ କରାଯାଉଛି ।

ଗତ ବର୍ଷ ଏହାକୁ ୭୬,୯୦୦ ଟଙ୍କାରେ ଆମାଜନ୍‌ ପ୍ଲାଟଫର୍ମରେ ସେଲ୍‌ କରାଯାଉଥିଲା । ଏଥିରେ ଏଲ୍‌ସିଡି ଡିସପ୍ଲେ ସହ ଏ ୧୨ ବାଉନିତ୍‌ ପ୍ରୋସେସର୍‌ ଓ ୧୨ ମେଗା ପିକ୍ସେଲ ଅତି ଉଚ୍ଚ କୋଟୀର କ୍ୟାମେରା ରହିଛି ।

ଆମାଜନ୍‌ରେ ଆଇଫୋନ୍‌ ୧୧ ଏବେ ୬୪, ୬୪ ୯୦୦ ଟଙ୍କାରେ ଉପଲବ୍ଧ ହେଉଛି । ଏଚ୍‌ଡିଏଫ୍‌ସି କ୍ରେଡିଟ୍‌ କାର୍ଡରେ କିଣିଲେ ଏହା ଉପରେ ୬ ହଜାର ଟଙ୍କା ଡିସ୍‌କାଉଣ୍ଟ ମିଳିବ ।

ଆପଲ୍‌ର ଅନ୍ୟ କେତକ ଲୋକପ୍ରିୟ ମଡେଲ୍‌ ଉପରେ ବି ଡିସ୍‌କାଉଣ୍ଟ ଦିଆଯାଉଛି ।

   Related Posts