Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚେତୁନାହାଁନ୍ତି ଅମାନିଆ : ବିଭିନ୍ନ ଆଳ କରି ବଜାରରେ ବୁଲୁଛନ୍ତି, ଫାଇନ୍ ବି ଗଣୁଛନ୍ତି
  • ||
  • ‘ଟିକାରୁ ଜିଏସଟି ଛାଡ କର’ : କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ଅନୁରୋଧ କଲେ ମୁଖ୍ୟମନ୍ତ୍ରୀ
  • ||
  • ଭୟଙ୍କର : ୨୪ ଘଣ୍ଟାରେ ଦେଶରେ ବାହାରିଲେ ୪ ଲକ୍ଷ ୧୪ ହଜାରରୁ ଅଧିକ ପଜିଟିଭ୍, ୩୯୧୫ ମୃତ
  • ||
  • କରୋନା ରୋଗୀଙ୍କୁ ମେଡିସିନ୍ ନେଇ ଜାରି ହେଲା ଏସଓପି : ଆକ୍ରାନ୍ତଙ୍କୁ ଇଞ୍ଜେକ୍ସନ ଦେବା ପୂର୍ବରୁ ଯାଞ୍ଚ ହେବ ସ୍ୱାସ୍ଥ୍ୟାବସ୍ଥା
  • ||
  • ରାଜସ୍ଥାନରେ ୧୪ ଦିନିଆ ଲକ୍‌ଡାଉନ୍‌ ଲଗାଇଲେ ସରକାର, ୩୧ ଯାଏଁ ହୋଇପାରିବନି ବିବାହ
  • ||
  • ପଶୁପକ୍ଷୀଙ୍କୁ ମଧ୍ୟ ହେଉଛି କରୋନା, ଆଗରୁ ଆହୁରି ହେବେ ସଂକ୍ରମିତ ! ଚିନ୍ତାରେ ସରକାର
  • ||
  • ଛୋଟ ପିଲାଙ୍କ ପ୍ରତି ବିପଦ ବେଶୀ, ଦୈନିକ ୫୦୦ ଶିଶୁ ହେଉଛନ୍ତି କୋଭିଡ୍ ପଜିଟିଭ୍
  • ||
  • ରାଜ୍ୟରେ କରୋନା ନେଲା ଆଉ ୧୯ ଜଣଙ୍କ ଜୀବନ, ୨୧୪୦ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ଗାଁ ନିକଟରେ ବୁଲୁଛି ଗୋଠଛଡା ଦନ୍ତା, ଗ୍ରାମବାସୀ ଭୟଭୀତ
  • ||
  • ୧୨ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୨,୨୩୮ ପଜିଟିଭ୍
  • ||

ଭୋଡାଫୋନ-ଆଇଡିଆର ଦମଦାର୍ ପ୍ଲାନ୍, ଦାମ୍ ମାତ୍ର ଏତିକି, ମିଳୁଛି ଆମାଜନ୍ ପ୍ରାଇମ୍ ଫ୍ରି ସବସ୍କ୍ରିପସନ୍

15/11/2020 at 9:37 AM

ନୂଆଦିଲ୍ଲୀ, ୨୫|୧୧  :  ଆଇଡିଆ ଓ ଭୋଡାଫୋନ୍ ପୋଷ୍ଚପେଡ୍ ୟୁଜରଙ୍କ ପାଇଁ ଅନେକ ଦମଦାର୍ ପ୍ଲାନ୍ ଲଞ୍ଚ୍ କରିଥାନ୍ତି । ଏପରି କିଛି ପ୍ଲାନ୍ ଅଛି ଯାହା ସମସ୍ତ ୟୁଜରଙ୍କୁ ଆକୃଷ୍ଚ କରିଥାଏ । ଏହାମଧ୍ୟରେ କମ୍ପାନୀ ୬୯୯ର ଏକ ଆକର୍ଷଣୀୟ ପ୍ଲାନ୍ ଲଞ୍ଚ୍ କରିଛି । ଆସନ୍ତୁ ଜାଣିବା ଏହି ପ୍ଲାନ ବିଷୟରେ ।

ଏହି ପ୍ଲାନର ସବୁଠାରୁ ଖାସ୍ କଥା ହେଉଛି ଯେ, ଏଥିରେ ୟୁଜରଙ୍କୁ ଅଧିକ ଡାଟା ମିଳିଥାଏ ।ଗ୍ରାହକମାନେ ପ୍ରତି ମାସରେ ୧୫୦ ଜିବି ଡାଟା ପାଇପାରିବେ । କେବଳ ଏତିକି ନୁହେଁ ଏହା ସହ ଅନେକ ଅଫର୍ ମଧ୍ୟ ମିଳୁଛି

ଭୋଡାଫୋନ-ଆଇଡିଆର ଏହି ୬୯୯ଟଙ୍କାର ପ୍ଲାନରେ ମାସିକ ୧୫୦ ଜିବି ଡାଟା ମିଳିଥାଏ । ଏହାସହ ଦେଶ ଭିତରେ ଯେକୌଣସି ନେଟଓ୍ୱର୍କକୁ ଅନଲିମିଟେଡ୍ କଲିଂର ସୁବିଧା ମିଳୁଛି । ଏହାସହ ଦୈନିକ ଗ୍ରାହକଙ୍କୁ ୧୦୦ ଏସଏମଏସ ମଧ୍ୟ ପ୍ରଦାନ କରୁଛି କମ୍ପାନୀ ।

ଏହି ପ୍ଲାନକୁ ଏଣ୍ଟରଟେନମେଣ୍ଟ୍ ପ୍ଲସ୍ ମଧ୍ୟ କୁହାଯାଉଛି । କାରଣ ଏଥିରେ ଆମାଜନ ପ୍ରାଇମର ଫ୍ରି ସବସ୍କ୍ରିପସନ୍ ମିଳୁଛି । ଏହାସହ ଜୋମାଟୋ ଫୁଡ୍ ଅର୍ଡର ଉପରେ ୨୦୦ ଟଙ୍କାର ରିହାତି ଓ ଭିଆଇ ମୁଭିଜ୍, ଟିଭିର ମଧ୍ୟ ସବସ୍କ୍ରିପସନ୍ ମିଳୁଛି । ଯଦି ଆପଣ ଡାଟାର ଭରପୁର କୌଣସି ପ୍ଲାନ୍ ଚାହୁଁଛନ୍ତି ତେବେ ଏହା ସବୁଠାରୁ ଉପଯୁକ୍ତ ହେବ ।

   Related Posts