ପ୍ରିଣ୍ଟେଡ ମୋନୋକନି ପିନ୍ଧି ବୋଲ୍ଡ ଫଟୋ ସେୟାର କଲେ ଏହି ଅଭିନେତ୍ରୀ : ଫଟୋ ଭାଇରାଲ୍

Published By : Prameya-News7 Bureau | January 17, 2020 IST

ମୁମ୍ବାଇ ୧୭/୧: ଅଭିନେତ୍ରୀ ଅମିରା ଦସ୍ତୁର ସବୁବେଳେ ନିଜର ବୋଲ୍ଡ ଲୁକ୍ ପାଇଁ ସୋଶିଆଲ ମିଡିଆରେ ଚର୍ଚ୍ଚାରେ ରୁହନ୍ତି। ସେ ଅଧିକାଂଶ ସମୟରେ ନିଜ ହଟ୍ ଫଟୋ ସେୟାର କରି ଫ୍ୟାନଙ୍କୁ ଅପଡେଟ୍ କରାଉଥାଆନ୍ତି। ସେଥିପାଇଁ ସୋଶିଆଲ ମିଡିଆରେ ତାଙ୍କର ଅନେକ ଫ୍ୟାନ୍ ଫଲୋଇଙ୍ଗ୍ ଅଛନ୍ତି।

{"id":212536,"width":590,"height":443,"sizeSlug":"large"}

ନିକଟରେ ପୁଣି ଥରେ ଅଭିନେତ୍ରୀଙ୍କ କିଲର୍ ଲୁକ୍ ସୋଶିଆଲ ମିଡିଆରେ ଭାଇରାଲ୍ ହୋଇଛି ଯାହାକୁ ଫ୍ୟାନମାନେ ଅଧିକ ସଂଖ୍ୟାରେ ଲାଇକ୍ କରୁଛନ୍ତି। ଅମିରା ଏହି ଫଟୋ ତାଙ୍କ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି। ଏହି ଫଟୋ ସେୟାର ହେଉ ହେଉ ଭାଇରାଲ ହେବାରେ ଲାଗିଛି।

{"id":212537,"sizeSlug":"large"}

ଭାଇରାଲ୍ ଫଟୋରେ ଅଭି​‌ନେତ୍ରୀଙ୍କ ଖୁବ୍ ହଟ୍ ଅବତାର ଦେଖିବାକୁ ମିଳୁଛି। ଏହି ଫଟୋରେ ଅମୀରା ପ୍ରିଣ୍ଟେଡ ସେକ୍ସି ଆଉଟଫିଟରେ ନଜର ଆସିଛନ୍ତି।

{"id":212538,"sizeSlug":"large"}

ଅମୀରା ୨୦୧୩ମସିହାରେ ଫିଲ୍ମ ‘ଇସ୍କ’ ଜରିଆରେ ବଲିଉଡରେ ପାଦ ଥାପିଥିଲେ। ଏହା ପରେ ତାଙ୍କୁ ଅନେକ ଅଭିନେତାଙ୍କ ସହ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିଥିଲା।

{"id":212539,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.