Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୫୪୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଡିସେମ୍ବର ୩୧ପୂର୍ବରୁ ବସିବ ବିଧାନସଭାର ଶୀତ ଅଧିବେଶନ
  • ||
  • କରୋନାର ଦୈନିକ ସଂକ୍ରମଣରେ ବୃଦ୍ଧି, ୨୪ଘଣ୍ଟାରେ ୪୩୮୯୩ ନୂଆ ଆକ୍ରାନ୍ତ ଚିହ୍ନଟ
  • ||
  • ଅପରେସନ ଅଲ୍ଆଉଟ୍ : ସେନା ଗୁଳିରେ ୨ ଆତଙ୍କୀ ନିହତ, ବନ୍ଧୁକ ଓ ଗୁଳି ଜବତ
  • ||
  • ବିହାର ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ, ୭୧ଟି ଆସନରେ ଚାଲିଛି ଭୋଟିଂ
  • ||

ସଫଳ ହୋଇଛି ‘‘ଆମ ଗାଁ ଆମ ବିକାଶ’’ କାର୍ଯ୍ୟକ୍ରମ

22/01/2019 at 2:34 PM

ଭୁବନେଶ୍ବର ୨୨/୧: ସଫଳ ହୋଇଛି ‘‘ଆମ ଗାଁ ଆମ ବିକାଶ’’ କାର୍ଯ୍ୟକ୍ରମ । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ୩୧୪ଟି  ବ୍ଲକ୍ ଉପକୃତ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି। ଏଥିପାଇଁ ୧୫ ଶହ କୋଟି ଟଙ୍କା ଦିଆଯାଇଛି। ଟେକନୋଲୋଜି, ଟିମ୍‌ ୱାର୍କ, ଟ୍ରାନ୍ସପାରେନ୍ସିର ଏହା ଭଲ ଉଦାହରଣ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବିଭିନ୍ନ ବିକାଶ ମୂଳକ କାର୍ଯ୍ୟ ପାଇଁ ବ୍ଲକମାନଙ୍କୁ ଅର୍ଥ ବରାଦ କରାଯାଉଥିଲା।

ଏହି କାର୍ଯ୍ୟକ୍ରମ ଜରିଆରେ ସରକାର ସିଧାସଳଖ ପଞ୍ଚାୟତ ପ୍ରତିନିଧି ଏବଂ ଜନସାଧାରଣଙ୍କ ସହ କଥା ହେଉଥିଲେ।

   Related Posts