Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକଣା କଡାକଡି କଲା ହଙ୍ଗକଙ୍ଗ, ବାହାର ଦେଶର ନାଗରିକଙ୍କ ପ୍ରବେଶ ଉପରେ ରୋକ୍
  • ||
  • ଟଳିଗଲା ମୃତ୍ୟୁ, ଅଳ୍ପକେ ମରଣ ମୁହଁରୁ ବର୍ତ୍ତିଲେ କଲେଜ ଛାତ୍ରୀ ଓ ସ୍କୁଟି ଚାଳକ : ସିସିଟିଭିରେ ଛାତିଥରା ଦୃଶ୍ୟ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୧କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୨୮ କରୋନା ସଂକ୍ରମିତ, ୧୦୪୯୧୦୮ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୬ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୦ ମୃତ
  • ||
  • ହଠାତ ହେଲା ବରଫ ଝଡ, ପବ୍‌ରେ ଫସିଗଲେ ୬୧ ଗ୍ରାହକ : ୩ ଦିନ ପରେ ଉଦ୍ଧାର
  • ||
  • ମା’ ସୁରେଶ୍ୱରୀ ମନ୍ଦିରରୁ ଚୋରି, ନେଇଗଲେ ଦେବୀଙ୍କ ରୁପା ମୁକୁଟ
  • ||
  • ବୁଧବାରଠୁ କମ୍ପିବ ବିଧାନସଭା, ଅଧିବେଶନ ପୂର୍ବରୁ ରଣନୀତି ପ୍ରସ୍ତୁତ କରିବେ ଶାସକ ଓ ବିରୋଧି
  • ||
  • ଆସୁଛି ବାତ୍ୟା ‘ଜଓ୍ୱାଦ’, ୪ ତାରିଖରେ କରିବ ଲ୍ୟାଣ୍ଡଫଲ
  • ||
  • ଜଗତସିଂହପୁରରେ ‘ସାଗର କବଚ ଓଡି-୨୧’, ସମରାଭ୍ୟାସରେ ସାମିଲ ଭାରତୀୟ ତଟରକ୍ଷୀ ବାହିନୀ ଓ ମେରାଇନ୍ ପୋଲିସ
  • ||

ଶିକ୍ଷୟିତ୍ରୀଙ୍କ ଟିକଟକ ନିଶା : ପାଠ ବଦଳରେ ପିଲାଙ୍କୁ ଦେଖାଉଛନ୍ତି ଟିକଟିକ ଭିଡିଓ !

16/11/2019 at 10:49 AM

ପଟ୍ଟାମୁଣ୍ଡାଇ ୧୬।୧୧: ଶିକ୍ଷୟିତ୍ରୀଙ୍କ ଟିକଟକ ନିଶା । ପିଲାଙ୍କୁ ପାଠ ପଢାଇବା ବଦଳରେ ଦେଖାଉଛନ୍ତି ଟିକଟକ ଭିଡିଓ । ପ୍ରତିବାଦରେ ଆବାସିକ ବିଦ୍ୟାଳୟରେ ତାଲା ପକାଇଲେ ଅଭିଭାବକ ।

ସୂଚନାଯୋଗ୍ୟ ଯେ, କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ କୁଳସାହି ସେବାଶ୍ରମ ବିଦ୍ୟାଳୟର ଶିକ୍ଷୟିତ୍ରୀ ଝରଣା ଦାସଙ୍କ ନାଁରେ ଆସିଛି ଅଭିଯୋଗ । ସେ ପିଲାମାନଙ୍କୁ ପାଠ ନପଢାଇ କୁଶିକ୍ଷା ଦେଉଥିବା ଅଭିଯୋଗରେ ତାଙ୍କ ବଦଳି ଦାବି କରି ବିଦ୍ୟାଳୟରେ ତାଲା ପକାଇଛନ୍ତି ଅଭିଭାବକ । ଫଳରେ ୩୦୦ରୁ ଅଧିକ ପିଲାଙ୍କ ଭବିଷ୍ୟତ ଅନ୍ଧାର ହେବା ଆଶଙ୍କା ଦେଖାଦେଇଛି । ସେପଟେ ଶିକ୍ଷୟିତ୍ରୀପିଲାଙ୍କୁ  ଟିକଟକଭିଡିଓ ଦେଖାଇବା ଅଭିଯୋଗକୁ ଖଣ୍ଡନ କରିଛନ୍ତି । ମୋ ବିରୋଧରେ ଅଭିଯୋଗ ମିଛ । ପୂର୍ବତନ ପ୍ରଧାନଶିକ୍ଷକ ମୋ ବିରୋଧରେ ଏପରି କାଣ୍ଡ ଭିଆଇଥିବା ଶିକ୍ଷୟତ୍ରୀ କହିଛନ୍ତି ।

   Related Posts