Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମହାରାଷ୍ଟ୍ର : ଭାରସାମ୍ୟ ହରାଇ ୩୦ ଫୁଟ ଖାଇକୁ ଖସିଲା ବସ୍, ୫ ଜଣଙ୍କ ମୃତ୍ୟୁ, ୩୫ ଆହତ
  • ||
  • କାର୍ଯ୍ୟରେ ଅବହେଳା ପାଇଁ ନିଲମ୍ବିତ ହେଲେ ଗୁଣୁପୁର ତହସିଲଦାର
  • ||
  • ଚେନ୍ନାଇ ସୁପରକିଙ୍ଗ୍ସକୁ ବଡ ଝଟକା, ଆହତ କାରଣରୁ ଆଇପିଏଲ୍‌ର ବାକି ମ୍ୟାଚ୍‌ରୁ ବାଦ୍ ପଡିଲେ ଡ୍ଵେନ ବ୍ରାଭୋ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୯୩୧ କରୋନା ସଂକ୍ରମିତ ଚିହ୍ନଟ
  • ||
  • ୧୨କୋଟି ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗ, ବିଭାଗ ପକ୍ଷରୁ ଛାନ୍‌ଭିନ୍‌ ଆରମ୍ଭ
  • ||
  • ବିଜାପୁରରେ ଏନ୍‌କାଉଣ୍ଟର : ଜଣେ ନକ୍ସଲ ନିହତ, ୨ ଯବାନ ଆହତ
  • ||
  • ମାଓବାଦୀଙ୍କ ବର୍ବର କାଣ୍ଡ , ପୋଲିସ ଇନଫର୍ମର ସନ୍ଦେହରେ ଘରୁ ଡାକି ନେଇ ହତ୍ୟା
  • ||

ବେଆଇନ ବ୍ଲାଷ୍ଟିଂ ଭୟ : ପଥର ମାଫିଆଙ୍କ ବିରୋଧରେ ଜୟପାଟଣା ଥାନାରେ ଏତଲା

28/10/2019 at 1:20 PM

କଳାହାଣ୍ଡି ୨୮/୧୦: କଳାହାଣ୍ଡି ଜୟପାଟଣା ତହସିଲ ରଣମାଲ ପଞ୍ଚାୟତ ଲାଣ୍ଡିମୁଣ୍ଡି ପାହାଡରେ ବେଆଇନ ବିସ୍ଫୋରଣ ଯୋଗୁ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଦେଖାଦେଇଛି । କାଶୀବାହାଲ ଓ ଆମଗଛପଡା ଅଞ୍ଚଳରେ ଘର ଗୁଡିକରେ ଫାଟ ଦେଖିବାକୁ ମିଳିଛି। ଜୟପାଟଣା ତହସିଲଦାର ଏହା ସ୍ବୀକାର କରିଛନ୍ତି ।

ବେଆଇନ ପଥର ଖାଦାନକୁ ସିଲ କରାଯାଉଥିବା ତହସିଲଦାର କହିଛନ୍ତି । ସେପଟେ ସ୍ଥାନୀୟ ଗ୍ରାମବାସୀ ପଥର ମାଫିଆ ଶମ୍ଭୁ ପଣ୍ଡାଙ୍କ  ବିରୋଧରେ ଜୟପାଟଣା ଥାନାରେ ଏତଲା ଦେଇଛନ୍ତି । ସବୁଠୁ ବଡ କଥା ପୋଲିସ ଏବଂ ପ୍ରଶାସନ ନାକତଳେ ଗତ ୩ ବର୍ଷ ହେବ ବେଆଇନ ଭାବରେ ପଥର ଉତ୍ତୋଳନ କରି ଚାଲିଛନ୍ତି ପଥର ମାଫିଆ ।

   Related Posts