Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ବଲପୁର : ଗୋଶାଳା କଲପଡାରେ ଖାଲରେ ଖସିପଡି ୨ ଶିଶୁ ମୃତ
  • ||
  • ଢେଙ୍କାନାଳ : ଭିଜିଲାନ୍ସ ଜାଲରେ ଥାନା ଅଧିକାରୀ, ଯୌତୁକ ମାମଲାରେ ଦଫା କାଟିବାକୁ ନେଉଥିଲେ ୬ହଜାର ଟଙ୍କା
  • ||
  • ନବରଙ୍ଗପୁର : କୁନ୍ଦେଇ ସରପଞ୍ଚ ନିଲମ୍ବିତ, ଭାରତମାଳା ଯୋଜନାକୁ ବିରୋଧ କରିବାରୁ କାର୍ଯ୍ୟାନୁଷ୍ଠାନ
  • ||
  • ୨ ଦିନିଆ କନ୍ଧମାଳ ଗସ୍ତରେ ଶିଶୁ ସୁରକ୍ଷା ଅଧିକାର ଅଧ୍ୟକ୍ଷା
  • ||
  • ବ୍ରହ୍ମପୁର : ବ୍ରହ୍ମପୁର ଫାଷ୍ଟଗେଟ୍ ଅଞ୍ଚଳରୁ ଜଣଙ୍କ ମୃତଦେହ ଠାବ, ହତ୍ୟା ସନ୍ଦେହ
  • ||
  • ନୀଳଗିରି: ହାତୀ ଆତଙ୍କରେ ଅଞ୍ଚଳବାସୀ
  • ||
  • ମାଲକାନଗିରି : ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ, ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ
  • ||
  • କେନ୍ଦୁଝର : ବାଇକ୍ ଧକ୍କାରେ ଜଣେ ଗୁରୁତର, ମେଡିକାଲରେ ଭର୍ତ୍ତି
  • ||

ଯୁବ ସଭାପତି ପଦରୁ ହଟିଲେ ଅବଧୂତ ପ୍ରସାଦ ଦୁର୍ଗା, ନାବାଳିକାଙ୍କୁ ଅସଦାଚରଣ ଓ ଅଶ୍ଳୀଳ ମେସେଜ ପଠାଇ ଗିରଫ

23/01/2021 at 5:29 PM

ମାଲକାନଗିରି ୨୩।୧: ନାବାଳିକାଙ୍କ ସହ ଅସଦାଚରଣ ଓ ଅଶ୍ଳୀଳ ମେସେଜ ପଠାଇବା ଅଭିଯୋଗରେ ବିଜେପି ଯୁବ ସଭାପତି ଗିରଫ । ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ୍ ବିଜେପି ଯୁବ ସଭାପତି ଅବଧୂତ ପ୍ରସାଦ ଦୁର୍ଗାଙ୍କୁ କାଲିମେଳା ଥାନା ପୋଲିସ ଗିରଫ କରିଛି ।

ଗିରଫ ହେବା ପରେ କାଲିମେଳା ମଣ୍ଡଳ ବିଜେପି ସଭାପତି ଅବଧୂତ ପ୍ରସାଦ ଦୁର୍ଗାଙ୍କୁ ଅନିର୍ବାଯ୍ୟ କାରଣ ବଶତଃ ମଣ୍ଡଳ ସଭାପତି ପଦବୀରୁ ଦାୟିତ୍ବମୁକ୍ତ କରାଯାଇଛି । ଏ ନେଇ ମାଲକାନଗିରି ଜିଲ୍ଲା ବିଜେପି ସଭାପତି ତଥା ବିଧାୟକ ଆଦିତ୍ୟ ମଡି ବିଜ୍ଞପ୍ତି ଜରିଆରେ ସୂଚନା ଦେଇଛନ୍ତି । ଏହାସହ ଯଥାଶୀଘ୍ର ପଦବୀ ପୂରଣ କରାଯିବ ବୋଲି ବିଜ୍ଞପ୍ତିରେ ଦର୍ଶାଯାଇଛି ।

   Related Posts