Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁଶୁଡିଯିବ ଘାଘରା ପୋଲ ! ବିପଦରେ ଶହଶହ ଯାତ୍ରୀଙ୍କ ଜୀବନ
  • ||
  • ରାଜ୍ୟରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୨୦କୁ ବୃଦ୍ଧି
  • ||
  • ରାଜ୍ୟରେ ଖସୁଛି ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୮୫୨୦ କୋଭିଡ୍ ପଜିଟିଭ୍, ୧୨୦୪୬୬୦ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜଧାନୀରେ କରୋନା ବେଲଗାମ୍ : ଆଉ ୧୩ ଅଞ୍ଚଳ ମାଇକ୍ରୋ କଣ୍ଟେନମେଣ୍ଟ୍ ଜୋନ୍
  • ||
  • ଚର୍ଚ୍ଚାରେ ବଡପୋଖରୀଆ ପଞ୍ଚାୟତ : ପ୍ରତିଦ୍ୱନ୍ଦ୍ୱିତା ହେଲାନି, ନିର୍ଦ୍ୱନ୍ଦ୍ୱରେ ଚୟନ ହେଲେ ସରପଞ୍ଚ ଏବଂ ଓ୍ୱାର୍ଡ ମେମ୍ବର
  • ||
  • ରବିବାରଠୁ ବଢିବ ବର୍ଷା, ଏହି ସବୁ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ
  • ||
  • ପରିବା ମାର୍କେଟରେ ଅଗ୍ନିକାଣ୍ଡ, ଜଳିଗଲା ସବୁ ଦୋକାନ
  • ||

ନୀରବ ମୋଦୀଙ୍କ ସବୁ ସମ୍ପତ୍ତି ଏବେ ସରକାରଙ୍କର, ପଳାତକ ହୀରା ବେପାରୀଙ୍କ ମାଲିକାନା ଦଖଲ ଲାଗି ନିର୍ଦ୍ଦେଶ ଦେଲେ କୋର୍ଟ

8/06/2020 at 9:33 PM

ମୁମ୍ବାଇ, ୦୮|୦୬:   ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ ଠକେଇ ମାମଲାର ମୁଖ୍ୟ ଅଭିଯୁକ୍ତ ତଥା ପଳାତକ ହୀରା ବ୍ୟବସାୟୀ ନୀରବ ମୋଦୀଙ୍କୁ ମୁମ୍ବାଇର ସ୍ୱତନ୍ତ୍ର କୋର୍ଟ ଏକ ବଡ ଝଟକା ଦେଇଛନ୍ତି । କୋର୍ଟ ନୀରବଙ୍କ ସମସ୍ତ ସମ୍ପତ୍ତିକୁ ଆର୍ଥିକ ଅପରାଧି ପଳାତକ ଆଇନ ଅନୁସାରେ ଜବତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ପିଏମଏଲଏ କୋର୍ଟ ନୀରବଙ୍କ ସମସ୍ତ ସମ୍ପତ୍ତି ଜବତ କରିବାକୁ ନିର୍ଦ୍ଦେଶ ଦେବା ପରେ ଏବେ ତାଙ୍କର ସମସ୍ତ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଭାରତ ସରକାରଙ୍କ ଅଧିନକୁ ଚାଲିଆସିଛି ।

ସୂଚନାଯୋଗ୍ୟ, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମଧ୍ୟ ନୀରବଙ୍କ ସମ୍ପତ୍ତି ଜବତ କରିବା ପାଇଁ ପଦକ୍ଷେପ ଗ୍ରହଣ କରିସାରିଛି । ଚଳିତ ବର୍ଷ ମାର୍ଚ୍ଚରେ ନୀରବଙ୍କ ସମ୍ପତ୍ତି ଜବତ କରାଯାଇ ୫୧ କୋଟି ଟଙ୍କା ମିଳିଥିଲା । ଏବେ ନୀରବ ଲଣ୍ଡନର ଓ୍ୱେଷ୍ଟମିଷ୍ଟର୍ ମାଜିଷ୍ଟ୍ରେଟ୍ ଅଦାଲତ ନିଜର ଭାରତ ପ୍ରତ୍ୟାର୍ପଣ ବିରୋଧରେ ମାମଲା ଲଢୁଛନ୍ତି ।

   Related Posts