କରୋନା ବିରୋଧରେ ଏକାଠି ଅଛନ୍ତି ବିଶ୍ୱବାସୀ: ବିଭିନ୍ନ ସ୍ମାରକିରେ ଘରେ ରହିବାକୁ ଦିଆଯାଉଛି ସନ୍ଦେଶ, ଦେଖନ୍ତୁ କିଛି ଝଲକ

Published By : Prameya-News7 Bureau | April 04, 2020 IST

ନୂଆଦିଲ୍ଲୀ, ୦୪|୦୪:  କରୋନା ଭାଇରସ ଏବେସୁଦ୍ଧା ସାରା ବିଶ୍ୱରେ ୫୯ ହଜାରରୁ ଅଧିକ ଜୀବନ ନେଲାଣି । ସଂକ୍ରମିତଙ୍କ ସଂଖ୍ୟା ୧୧ ଲକ୍ଷ ଅତିକ୍ରମ କରିଛି । କୋଟିକୋଟି ଲୋକ ଘରେ ମଧ୍ୟରେ ବନ୍ଦୀ ହୋଇ ରହିଛନ୍ତି । ଆମେରିକା, ଇଟାଲୀ, ଇରାନ, ସ୍କଟଲାଣ୍ଡ, ପ୍ୟାରିସ, ଇଂଲଣ୍ଡ, ଦୁବାଇରୁ ବ୍ରାଜିଲ ଯାଏଁ ସମସ୍ତଙ୍କୁ ଘରେ ରହିବା ପାଇଁ ଅପିଲ କରାଯାଉଛି । ଗତ କିଛି ଦିନ ଧରି ବିଭିନ୍ନ ସ୍ଥାନରେ ଘରେ ରହିବା ପାଇଁ ଲୋକଙ୍କୁ ପୋଷ୍ଟର ମାଧ୍ୟମରେ ମରାମର୍ଶ ଦିଆଯିବା ସହ ସଚେତନ ମଧ୍ୟ କରାଯାଉଛି । ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ରବିବାର ରାତି ୯ଟାରେ ଦୀପ ଜାଳି ଏକତା ପ୍ରଦର୍ଶନ କରିବାକୁ ଅପିଲ କରିଛନ୍ତି ।  ଆସନ୍ତୁ ଦେଖିବା କରୋନା ମୁକାବିଲା ମଧ୍ୟରେ ବିଶ୍ୱବାସୀଙ୍କ ଏକତାର କିଛି ଝଲକ ।

ଗୀଜା ପିରାମିଡ୍, ମିଶର

{"id":248947,"width":748,"height":561,"sizeSlug":"large"}

ବେଜିଂ, ଚୀନ

{"id":248951,"width":754,"height":566,"sizeSlug":"large"}

ବ୍ଲାକପୁଲ୍ ଟାଓ୍ୱାର, ଇଂଲଣ୍ଡ

{"id":248954,"width":749,"height":562,"sizeSlug":"large"}

ହାୟାତ ହୋଟେଲ, ଓ୍ୱାଶିଂଟନ

{"id":248955,"width":745,"height":559,"sizeSlug":"large"}

ଏଫିଲ୍ ଟାଓ୍ୱାର, ପ୍ୟାରିସ୍

{"id":248958,"width":751,"height":563,"sizeSlug":"large"}

କ୍ରାଇଷ୍ଟ୍ ଦି ରେଡେମର୍ ଷ୍ଟାଚ୍ୟୁ, ବ୍ରାଜିଲ

{"id":248959,"width":751,"height":563,"sizeSlug":"large"}

ଆଜାଦୀ ଟାଓ୍ୱାର ତେହରାନ

{"id":248960,"width":746,"height":560,"sizeSlug":"large"}

ବୁର୍ଜ ଖଲିପା ଦୁବାଇ

{"id":248961,"width":747,"height":560,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.