Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗତ ୨୪ ଘଣ୍ଟାରେ କରୋନାରୁ ଆରୋଗ୍ୟ ହେଲେ ୨୦୧୦ ସଂକ୍ରମିତ
  • ||
  • ମୋଦୀ ସରକାରଙ୍କ ବଡ ନିଷ୍ପତ୍ତି: ଜାମ୍ମୁ-କାଶ୍ମୀରରେ ଯେ କେହି ବି ଜାଗା କିଣି ପାରିବେ, ବିଜ୍ଞପ୍ତି ଜାରି କଲା ଗୃହ ମନ୍ତ୍ରଣାଳୟ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୨୭୨ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୧୨୪୭ କରୋନା ସଂକ୍ରମିତ, ୨୮୩୯୪୨ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : କେନାଲରୁ ମୃତଦେହ ଉଦ୍ଧାର, ଶୌଚ ହେବାକୁ ଯାଇ ବୁଡିଯାଇଥିବା ସନ୍ଦେହ
  • ||
  • ଢେଙ୍କାନାଳ : ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ଠେଙ୍ଗାରେ ପିଟି ପିଟି ମାରିଦେଲା, ଅଭିଯୁକ୍ତ ସ୍ବାମୀ ଫେରାର
  • ||
  • ଅନୁଗୋଳ : ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ, ବିଷାକ୍ତ ମଦ ପିଇ ମୃତ୍ୟୁ ଅଭିଯୋଗ
  • ||
  • କଳାହାଣ୍ଡି : ଯୁବକଙ୍କ କ୍ଷତ ବିକ୍ଷତ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ
  • ||
  • ଜଲାପୁଟ ଜଳ ଭଣ୍ଡାରରେ ମାଛଧରା ଡଙ୍ଗା ବୁଡି ୩ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ପାକିସ୍ତାନ : ପେଶାଓ୍ୱାରରେ ବୋମା ବିସ୍ଫୋରଣରେ ୭ ମୃତ, ୫୫ ଆହତ
  • ||

କରୋନା ବିରୋଧରେ ଏକାଠି ଅଛନ୍ତି ବିଶ୍ୱବାସୀ: ବିଭିନ୍ନ ସ୍ମାରକିରେ ଘରେ ରହିବାକୁ ଦିଆଯାଉଛି ସନ୍ଦେଶ, ଦେଖନ୍ତୁ କିଛି ଝଲକ

4/04/2020 at 7:04 PM

ନୂଆଦିଲ୍ଲୀ, ୦୪|୦୪:  କରୋନା ଭାଇରସ ଏବେସୁଦ୍ଧା ସାରା ବିଶ୍ୱରେ ୫୯ ହଜାରରୁ ଅଧିକ ଜୀବନ ନେଲାଣି । ସଂକ୍ରମିତଙ୍କ ସଂଖ୍ୟା ୧୧ ଲକ୍ଷ ଅତିକ୍ରମ କରିଛି । କୋଟିକୋଟି ଲୋକ ଘରେ ମଧ୍ୟରେ ବନ୍ଦୀ ହୋଇ ରହିଛନ୍ତି । ଆମେରିକା, ଇଟାଲୀ, ଇରାନ, ସ୍କଟଲାଣ୍ଡ, ପ୍ୟାରିସ, ଇଂଲଣ୍ଡ, ଦୁବାଇରୁ ବ୍ରାଜିଲ ଯାଏଁ ସମସ୍ତଙ୍କୁ ଘରେ ରହିବା ପାଇଁ ଅପିଲ କରାଯାଉଛି । ଗତ କିଛି ଦିନ ଧରି ବିଭିନ୍ନ ସ୍ଥାନରେ ଘରେ ରହିବା ପାଇଁ ଲୋକଙ୍କୁ ପୋଷ୍ଟର ମାଧ୍ୟମରେ ମରାମର୍ଶ ଦିଆଯିବା ସହ ସଚେତନ ମଧ୍ୟ କରାଯାଉଛି । ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ରବିବାର ରାତି ୯ଟାରେ ଦୀପ ଜାଳି ଏକତା ପ୍ରଦର୍ଶନ କରିବାକୁ ଅପିଲ କରିଛନ୍ତି ।  ଆସନ୍ତୁ ଦେଖିବା କରୋନା ମୁକାବିଲା ମଧ୍ୟରେ ବିଶ୍ୱବାସୀଙ୍କ ଏକତାର କିଛି ଝଲକ ।

ଗୀଜା ପିରାମିଡ୍, ମିଶର

ବେଜିଂ, ଚୀନ

ବ୍ଲାକପୁଲ୍ ଟାଓ୍ୱାର, ଇଂଲଣ୍ଡ

ହାୟାତ ହୋଟେଲ, ଓ୍ୱାଶିଂଟନ

ଏଫିଲ୍ ଟାଓ୍ୱାର, ପ୍ୟାରିସ୍

କ୍ରାଇଷ୍ଟ୍ ଦି ରେଡେମର୍ ଷ୍ଟାଚ୍ୟୁ, ବ୍ରାଜିଲ

ଆଜାଦୀ ଟାଓ୍ୱାର ତେହରାନ

ବୁର୍ଜ ଖଲିପା ଦୁବାଇ

   Related Posts