Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରୋଞ୍ଚ ପଦକ ସହ ସ୍ଵଦେଶ ଫେରିଲେ ପିଭି ସିନ୍ଧୁ, ଦିଲ୍ଲୀ ଏୟାରପୋର୍ଟରେ ହେଲା ଭବ୍ୟ ସ୍ଵାଗତ
  • ||
  • ପାକିସ୍ତାନ ଉପରେ ଲାଗିଲା ଲଗାମ ! ମାର୍ଚ୍ଚରେ ଘଟିନାହିଁ ଗୋଟିଏ ବି ଅସ୍ତ୍ରବିରତି ଉଲ୍ଲଂଘନ ଘଟଣା, ଜୁନରେ କେବଳ ଦୁଇ
  • ||
  • ବୁଧବାରଠୁ ଭାରତ-ଇଂଲଣ୍ଡ ଟେଷ୍ଟ୍ ସିରିଜ୍ : ଟିମ୍ ଇଣ୍ଡିଆର ଜୋରଦାର ଅଭ୍ୟାସ, ଓପନିଂ ଯୋଡିକୁ ନେଇ ଚିନ୍ତାରେ ବିରାଟ
  • ||
  • କଟକ : କାଲିଠୁ ଖୋଲିବ କଟକ ଜିଲ୍ଲାରେ ସମସ୍ତ ଧର୍ମାନୁଷ୍ଠାନ, ଜିଲ୍ଲାପାଳ ଦେଲେ ସୂଚନା
  • ||
  • ପାଟଣା : ପାଟଣାରେ କଳା ପଲସର୍ ଆତଙ୍କ, ବାଇକ୍ ଡିକି ଭାଙ୍ଗି ଲୁଟିନେଲେ ୪ଲକ୍ଷ ଟଙ୍କା
  • ||
  • ଭୁବନେଶ୍ବର : ନିଜ ବନ୍ଧୁକରୁ ନିଜକୁ ଗୁଳିକଲେ ସିକ୍ୟୁରିଟି ଗାର୍ଡ, ପାରିବାରିକ କଳହ ଯୋଗୁଁ ଆତ୍ମହତ୍ୟା ସନ୍ଦେହ
  • ||
  • ବାଇକକୁ ଧକ୍କା ଦେଲା ଟ୍ରକ୍, ରାସ୍ତାରେ ଛଟଛଟ ହୋଇ ଚାଲିଗଲା ଭଣଜା, ହସ୍ପିଟାଲରେ ଆଖିବୁଜିଲା ମାମୁଁ…
  • ||
  • କଟକ : ତପ୍ତପାଣି ଘାଟିରେ ଦୁର୍ଘଟଣା, ଭାରସାମ୍ୟ ହରାଇ ଓଲଟିଲା ମକା ଓ କପା ବୋଝେଇ ଦୁଇ ଟ୍ରକ୍
  • ||
  • ଭୁବନେଶ୍ବର : ସିବିଏସ୍‌ଇ ଦ୍ବାଦଶ ପରୀକ୍ଷାରେ ଟପ୍ପର ହେଲେ ଓଡିଆ ଝିଅ ଅମ୍ରିତା
  • ||
  • ଆଠଗଡ : ଟିକା ନପାଇ ଫେରିଲେ ଲୋକେ, ୨ ଦିନ ଧରି ଆଠଗଡ ବ୍ଲକ୍ ଅଞ୍ଚଳରେ ଟିକଦାନ ବନ୍ଦ
  • ||

ଦିବ୍ୟାଙ୍ଗ ବାପାଙ୍କ ସବୁ ଦୁଃଖ ଏବେ ହୋଇଗଲା ସୁଖ: ଆଇଏଏସ୍‌ ହୋଇ ନାମ ସାର୍ଥକ କଲେ ଓମ୍‌ ପ୍ରକାଶ

4/08/2020 at 10:24 PM

ଆଠଗଡ଼୪/୮: ଆଜି ୟୁପିଏସ୍‌ସି ରେଜଲ୍ଟ ପ୍ରକାଶ ପାଇଛି। ଏହି ପରୀକ୍ଷାରେ ୨୧ ଜଣ ଓଡ଼ିଆ ପିଲା ନାଁଙ୍କ ଥିବା ସୂଚନା ମିଳିଛି। ଏମାନଙ୍କ ଭିତରେ ଆଠଗଡ଼ର ଓମ୍ ପ୍ରକାଶଙ୍କ ନାଁ ରହିଛି। ଦିବ୍ୟାଙ୍ଗ ବାପାଙ୍କ ସ୍ବପ୍ନ କରିଛନ୍ତି ପୁଅ ଓମ୍ ପ୍ରକାଶ। ପୁଅକୁ କେବେ ତାଗିଦ କରିବା ପାଇଁ ମୁହଁ ଖୋଲି ନାହାନ୍ତି, କି ପୁଅର ଅଲିଅର୍ଦ୍ଦଳି ଶୁଣି ପାରିନାହାନ୍ତି। ହେଲେ ତାଙ୍କ ଆଖିର ସ୍ବପ୍ନ ପୂରଣ କରିଛି ପୁଅ। ଏବେ ଏହି ଦୁଇ ପରିବାର ଖୁସି ଯେମିତି ସାଗର ପରି ଲହଡ଼ି ମାରୁଛି।

ଶ୍ରେଷ୍ଠ ୧୦ଜଣଙ୍କ ମଧ୍ୟରେ ଅଛନ୍ତି ୨ ଓଡ଼ିଆ । ଓଡ଼ିଶାର ଅଭିଷେକ ସରାଫ ଅଷ୍ଟମ ଓ ସଞ୍ଜିତା ମହାପାତ୍ର ଦଶମ ସ୍ଥାନରେ ରହିଛନ୍ତି । ସଞ୍ଜିତାଙ୍କ ଘର ରାଜଗାଙ୍ଗପୁରରେ। ସେ ରାଉରକେଲା SAILରେ କାର୍ଯ୍ୟ କରୁଥିଲେ । ସେହିପରି ୧୨୫ ରାଙ୍କ୍ ରେ ଅଛନ୍ତି ବଲାଙ୍ଗୀର କଣ୍ଟାବାଞ୍ଝିର ନବଲ କୁମାର ଦାସ । କଳାହାଣ୍ଡିର ୨ ଜଣ ସିଭିଲ ସର୍ଭିସରେ ଉନ୍ନିତ ହୋଇଛନ୍ତି । ୧୬୮ ତମ ସ୍ଥାନରେ ଅଛନ୍ତି ରାହୁଲ ଗୋଏଲ୍ । ସେ ଆଆଇଆଇଟି ଖଡଗପୁରରୁ ପାସ୍ ପରେ ପ୍ରଥମଥର ସିଭଲ ସର୍ଭିସ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି । ସେହିପରି ୨୯୪ ରାଙ୍କରେ ଅଛନ୍ତି ଭବାନୀପାଟଣାର ଅଙ୍କିତ ମିଶ୍ର । ମୋଟ୍ ୨୦ଜଣ ଓଡିଆ ଛାତ୍ରଛାତ୍ରୀ ଏଥର ତାଲିକାରେ ଅଛନ୍ତି ।

   Related Posts