Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଜେଡିରେ ମିଶିବେ ପ୍ରଦୀପ ମାଝୀ, କହିଲେ ନବୀନଙ୍କ ହାତମୁଠା ଟାଣ କରିବି
  • ||
  • ଆଇଆଇଟି ଜମ୍ମୁର ନୂତନ ଗୃହ ଲୋକାର୍ପଣ କରିବେ ଗୃହମନ୍ତ୍ରୀ ଅମିତ ଶାହ, ଉପସ୍ଥିତ ରହିବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୭ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୫ ହଜାରରୁ ଅଧିକ କରୋନା ପଜିଟିଭ୍, ୫୬୧ ମୃତ
  • ||
  • ଚିଲିକାକୁ ଆସିଲେଣି ବିଦେଶୀ ପକ୍ଷୀ, ସୁରକ୍ଷା ପାଇଁ ବନ ବିଭାଗ ପ୍ରସ୍ତୁତ
  • ||
  • ଲକ୍ଷ୍ମୀପୁର ହିଂସାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ ଡେଙ୍ଗୁ, ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି
  • ||
  • କମୁଛି ତାପମାତ୍ରା, ଦାରିଙ୍ଗିବାଡିରେ ୧୧ ଡିଗ୍ରୀକୁ ଖସିଲା ପାରଦ
  • ||
  • ସୁପର ସଣ୍ଡେରେ ସୁପର ମୁକାବିଲା : ଟି୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ହାଇଭୋଲଟେଜ୍ ଫାଇଟ୍
  • ||

ସ୍ୱିଡେନରେ ବିମାନ ଦୁର୍ଘଟଣା: ୮ ସ୍କାଏଡାଇଭର ସହ ପାଇଲଟଙ୍କ ମୃତ୍ୟୁ

9/07/2021 at 8:21 AM

ସ୍ୱିଡେନ ୯/୭: ସ୍ୱିଡେନର ରେବ୍ରୋ ସହରରେ ବଡ ଧରଣର ବିମାନ ଦୁର୍ଘଟଣାଗ୍ରସ୍ତ । ତେବେ ଏହି ବିମାନରେ ଥିବା ପାଇଲଟଙ୍କ ସମେତ ୮ ସ୍କାଏଡାଇଭରଙ୍କ ମୃତ୍ୟୁ । ସ୍ୱିଡେନର ମିଳିତ ଉଦ୍ଧାର କାର୍ଯ୍ୟ ସମନ୍ୱୟ କେନ୍ଦ୍ର (JRCC) ଅନୁଯାୟୀ ଏହା ଏକ ଛୋଟ ଚାଳକ ବିମାନ ଯାହା ରେବ୍ରୋ ବିମାନବନ୍ଦର ନିକଟରେ ଷ୍ଟକହୋମଠାରୁ ୧୬୦କିଲୋମିଟର ପଶ୍ଚିମ ଦିଗରେ ଖସିପଡିଥିଲା ।

ବିମାନଟି ରନୱେରେ ପାଇଥିବା ଜେଆରସିସି କହିଛି । ବିମାନଟି ଉଡ଼ାଣ ଭରିବା ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ବିମାନରେ ସମୁଦାୟ ୯ ଜଣ ଲୋକ ଥିଲେ ।
ପୋଲିସର ମୁଖପାତ୍ର ଲାର୍ସ ହେଡେଲିନ୍ କହିଛନ୍ତି ଯେ ଅନେକ ଲୋକଙ୍କର ମୃତ୍ୟୁ ହୋଇଛି । ଯଦିଓ ସେ ପ୍ରକୃତ ସଂଖ୍ୟା ଦେଇନାହାଁନ୍ତି । ମୁଖପାତ୍ର କହିଛନ୍ତି ଯେ ଗୁରୁତର ଆହତ ହୋଇଥିବା ଜଣେ ବ୍ୟକ୍ତିଙ୍କୁ ଡାକ୍ତରଖାନା ନିଆଯାଇଛି । ୨୦୧୯ରେ ମଧ୍ୟ ଉତ୍ତର ପୂର୍ବ ସ୍ୱିଡେନର ଉମେ ସହରରେ ସମାନ ବିମାନ ଦୁର୍ଘଟଣା ଘଟି ୯ଜଣଙ୍କ ମୃତ୍ୟୁ ହୋଇଥିଲା ।

   Related Posts