Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ଆସିଲା ଅନଲକ୍ ୬.୦ ଗାଇଡ଼ଲାଇନ୍‌
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ଭୁବନେଶ୍ୱର : ରାଜ୍ୟରେ ୧୪୭୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ୧୬ତାରିଖରେ ଖୋଲିବ ସ୍କୁଲ, ନବମରୁ ଦ୍ୱାଦଶ ଶ୍ରେଣୀ ଯାଏଁ ପିଲା ପଢିବାକୁ ଆସିବେ
  • ||
  • ଝରକା ତାଡ଼ି ବ୍ୟାଙ୍କରୁ ଲୁଟ୍ ! ପୋଲିସର ତଦନ୍ତ ଜାରି
  • ||
  • ଭୟଙ୍କର ଭୂକମ୍ପରେ ଥରିଲା ତୁର୍କୀ ଓ ଗ୍ରୀସ : ମୃତ୍ୟୁ ସଂଖ୍ୟା ୧୭କୁ ବୃଦ୍ଧି, ୭ ଶହରୁ ଅଧିକ ଆହତ
  • ||
  • ସାଲେପୁର : ଟ୍ରକକୁ ଧକ୍କାଦେଲା ଆଉ ଏକ ଟ୍ରକ, ଜଣେ ମୃତ
  • ||

ଆଲିଆ ଭଟ୍ଟ ଅଭିନୀତ ସଡକ୍-୨କୁ ଦର୍ଶକଙ୍କ ନାପସନ୍ଦ ରିଭ୍ୟୁରେ ମିଳିଲା ଓ୍ବାନ୍ ଷ୍ଟାର୍

2/09/2020 at 5:00 PM

ନୂଆଦିଳ୍ଲୀ ୦୨/୦୯- ବଲିଉଡ୍ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ଫିଲ୍ମ ‘ସଡକ୍୨’ ଅଗଷ୍ଟ ୨୮ରେ ଡିଜନି+ ହଟ ଷ୍ଟାରରେ ରିଲିଜ୍ ହୋଇଥିଲା। କିନ୍ତୁ ଫିଲ୍ମ ଦର୍ଶକଙ୍କ ମନୋରଞ୍ଜନ କରିବାରେ ବିଫଳ ହୋଇଛି। ମହେଶ ଭଟ୍ଟ ଏହାର ନିଦ୍ଦେର୍ର୍ଶକ ରହିଥିଲେ ହେଁ ରିଭ୍ୟୁ ମଧ୍ୟ ଭଲ ମିଳିପାରି ନାହିଁ। ଏହା ସହ ଓ୍ବାନ୍ ଷ୍ଟାର୍ ସହ ଆଏମବିଡିରେ ସବୁଠୁ କମ୍ ରେଟ୍ ମିଳିଛି ସଡକ୨କୁ।

ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ତଥା ନିପୋଟିଜମ୍ ବିତର୍କ ଚାଲିଥିବା ବେଳେ ଏହା ରିଲିଜ୍ ହୋଇଥିଲା। ନେଟିଜେନ୍ ମାନେ ମଧ୍ୟ ଫିଲ୍ମ ରିଲିଜକୁ ନେଇ ସେତେଟା ଖୁସି ନ ଥିଲେ। ଏହା ଛଡ଼ା ଫିଲ୍ମର ଟ୍ରେଲର୍ ରିଳିଜ୍ ବେଳେ ମଧ୍ୟ ସମାନ ଦୃଶ୍ୟ ଦେଖିବାକୁ ମିଳିଥିଲା। ଅର୍ଥାତ୍ ସେତେେବେଳ ଏହା ୟୁଟ୍ୟୁବରେ ସବୁଠୁ ଡିସଲାଇକ ଭିଡିଓର ଆଗରେ ରହିଥିଲା।

ସୁଶାନ୍ତ ମୃତ୍ୟୁ ମାମଲାରେ ରିୟା ମୁଖ୍ୟ ଅଭିଯୁକ୍ତ ହୋଇଥିବା ବେଳେ ରିୟାଙ୍କ ସମ୍ପର୍କ ଥିଲା ମହେଶ ଭଟ୍ଟଙ୍କ ସହ। ଯାହାକୁ ଲୋକମାନେ ଗ୍ରହଣ କରିପାରି ନ ଥିଲେ। ମହେଶ ଭଟ୍ଟଙ୍କ ଯୋଗୁ ଆଲିଆଙ୍କ ଅଭିନୀତ ସଡକ୨କୁ ଦର୍ଶକ ନାପସନ୍ଦ କରିଥିବା ଆଲୋଚନା ହେଉଛି।

   Related Posts