Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମହାରାଷ୍ଟ୍ର : ଭାରସାମ୍ୟ ହରାଇ ୩୦ ଫୁଟ ଖାଇକୁ ଖସିଲା ବସ୍, ୫ ଜଣଙ୍କ ମୃତ୍ୟୁ, ୩୫ ଆହତ
  • ||
  • କାର୍ଯ୍ୟରେ ଅବହେଳା ପାଇଁ ନିଲମ୍ବିତ ହେଲେ ଗୁଣୁପୁର ତହସିଲଦାର
  • ||
  • ଚେନ୍ନାଇ ସୁପରକିଙ୍ଗ୍ସକୁ ବଡ ଝଟକା, ଆହତ କାରଣରୁ ଆଇପିଏଲ୍‌ର ବାକି ମ୍ୟାଚ୍‌ରୁ ବାଦ୍ ପଡିଲେ ଡ୍ଵେନ ବ୍ରାଭୋ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୯୩୧ କରୋନା ସଂକ୍ରମିତ ଚିହ୍ନଟ
  • ||
  • ୧୨କୋଟି ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗ, ବିଭାଗ ପକ୍ଷରୁ ଛାନ୍‌ଭିନ୍‌ ଆରମ୍ଭ
  • ||
  • ବିଜାପୁରରେ ଏନ୍‌କାଉଣ୍ଟର : ଜଣେ ନକ୍ସଲ ନିହତ, ୨ ଯବାନ ଆହତ
  • ||
  • ମାଓବାଦୀଙ୍କ ବର୍ବର କାଣ୍ଡ , ପୋଲିସ ଇନଫର୍ମର ସନ୍ଦେହରେ ଘରୁ ଡାକି ନେଇ ହତ୍ୟା
  • ||

ପୋଷା ଜନ୍ତୁମାନଙ୍କ ପାଇଁ ଖୋଲିଗଲା ରାଜ୍ : ଲକଡାଉନରେ ଏକାଠି ରହୁଛନ୍ତି ଲଭବାର୍ଡ଼ସ୍ ରଣବୀର ଏବଂ ଆଲିୟା

29/03/2020 at 10:21 AM

ମୁମ୍ବାଇ ୨୯/୩: ଲକଡାଉନ୍ କେତେକ ଲୋକଙ୍କ ପାଇଁ ବ୍ୟସ୍ତତାର କାରଣ ସାଜିଥିବାବେଳେ କେତେକ ଲୋକ ନିଜ ପାର୍ଟନରଙ୍କ ଭଲ ସମୟ ବିତାଉଛନ୍ତି । କିଛି ଦିନ ତଳେ ରଣବୀର କପୁର ଏବଂ ଆଲିୟା ଭଟ୍ଟଙ୍କ ବ୍ରେକଅପର ଖବର ଆସିଥିଲା,କିନ୍ତୁ ଏବେ ଳାଗୁଛି ତାହା ଏକ ଗୁଜବ ଥିଲା। ଆଲିୟା ନିଜ ପେଟ୍ସଙ୍କ ଫଟୋ ସେୟାର କରି ଇଶାରା ଦେଇଛନ୍ତି ଯେ ସେ ଏହି କ୍ବାରେଣ୍ଟାଇନ୍ ପିରିୟଡ଼ରେ ରଣବୀର କପୁରଙ୍କ ସହ ଅଛନ୍ତି।

ଆଲିୟା ଇନଷ୍ଟାଗ୍ରାମରେ ଫଟୋଗ୍ରାଫି ସ୍କିଲସ୍ ଦେଖାଇ ନିଜ ପେଟ୍ସଙ୍କ ଫଟୋ ସେୟାର କରିଛନ୍ତି।

View this post on Instagram

Look at that face! #lovethypet ☀️☀️

A post shared by Alia Bhatt ☀️ (@aliaabhatt) on

ଏମାନଙ୍କ ମଧ୍ୟରୁ ଦୁଇଟି ମାଷ୍ଟିଭ ପ୍ରଜାତିର କୁକୁର ଏବଂ ତାଙ୍କ ପାର୍ସିୟାନ୍ କ୍ୟାଟ୍ ସାମିଲ ଅଛନ୍ତି। ଏହି ଦୁଇଟି ପେଟ୍ ଡଗ୍ ରଣବୀରଙ୍କର।

View this post on Instagram

like mother like cat 🙎‍♀️🐱

A post shared by Alia Bhatt ☀️ (@aliaabhatt) on

ଆଲିୟା ଅଧିକାଂଶ ସମୟରେ ତାଙ୍କ ପାର୍ସିୟାନ୍ କ୍ୟାଟର ଫଟୋ ସେୟାର କରନ୍ତି। ଆଲିୟାଙ୍କ ସୋସିଆଲ ଆକାଉଣ୍ଟରୁ ଲୋକେ ଅନ୍ଦାଜା ଲଗାଇ ପାରୁଥିବେ ଯେ କ୍ବାରେଣ୍ଟାଇନରେ ଦୁହେଁ ଏକାଠି ରହୁଛନ୍ତି।

ବହୁତ କମ୍ ଲୋକେ ଜାଣିଛନ୍ତି ଯେ ରଣବୀର କପୁରଙ୍କ ଦୁଇଟି ପୋଷା କୁକୁର ଅଛନ୍ତି। ଏଗୁଡ଼ିକ ମଧ୍ୟରୁ ମାଷ୍ଟିଭ ପ୍ରଜାତିର ଗୋଟିଏ ଇଂଲିଶ ଡଗ୍ ଏବଂ ଆଉ ଗୋଟିଏ ଫ୍ରେଞ୍ଚ ଡଗ୍ ରହିଛି। ଏହି କୁକୁରଗୁଡ଼ିକର ନାଁ ଲିୟୋନଲ୍ ଏବଂ ନିଡୋ।

ରଣବୀର-ଆଲିୟାଙ୍କ ବ୍ୟତୀତ ଅର୍ଜ୍ଜୁନ କପୁର ଏବଂ ମଲାୟିକା ଅରୋରା ମଧ୍ୟ ଏବେ ଏକାଠି ସମୟ ବିତାଉଛନ୍ତି। ହ୍ରିତିକ୍ ରୋଶନଙ୍କ ଏକ୍ସ ଓ୍ବାଇଫ ସୁଜାନ ମଧ୍ୟ ତାଙ୍କ ସହ ରହିବାକୁ ଆସିଛନ୍ତି। ସେ କହିଛନ୍ତି ସେ ତାଙ୍କ ପିଲାଙ୍କ ପାଇଁ ଏପରି କରିଛନ୍ତି।

   Related Posts