Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଓଏସଏପି ଯବାନଙ୍କ ଆତ୍ମହତ୍ୟା, ଗଛରେ ଝୁଲୁଛି ମୃତଦେହ
  • ||
  • କ୍ଲାସରୁମ୍ ଭିତରକୁ ପଶିଆସିଲା ବାଘ, ଛାତ୍ରଛାତ୍ରୀଙ୍କୁ ଗୋଡାଇ ଗୋଡାଇ କଲା ଘାଇଲା
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୫କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୫୨ କରୋନା ସଂକ୍ରମିତ, ୧୦୪୯୫୯୭ରେ ପହଞ୍ଚିଲା ସଂଖ୍ୟା
  • ||
  • ମାର୍ଗଶିର ଗୁରୁବାରରେ ଲକ୍ଷ୍ମୀ ମନ୍ଦିରରୁ ଚୋରି, ନେଇଗଲେ ହୁଣ୍ଡି ଓ ସୁନା ଗହଣା
  • ||
  • ଗୁଜୁରାଟ ଦଙ୍ଗା ବେଳେ କେଉଁ ସରକାର ଥିଲା ? ସିବିଏସଇର ପ୍ରଶ୍ନକୁ ନେଇ ବିବାଦ ଜୋର
  • ||

ଲକଡାଉନ୍ ଇଫେକ୍ଟ : ଆଲିୟାଙ୍କୁ ଅନେକ କଥା ଶିଖାଇଛି ଏହି ଲକଡାଉନ୍,ଚୁଟି କାଟିବାଠୁ ଆରମ୍ଭ କରି ଶିଖିଲେ ଘରେ ରହି ଓ୍ବାର୍କଆଉଟ୍ କରିବା

18/05/2020 at 3:42 PM

ମୁମ୍ବାଇ ୧୮/୫: ଅଭିନେତ୍ରୀ ଆଲିୟା ଭଟ୍ଟ ରବିବାର ସକାଳେ ସୋସିଆଲ ମିଡିଆରେ ଓ୍ବାର୍କଆଉଟ୍ ପରେ ଏକ ସେଲ୍ଫି ସେୟାର କରିଥିଲେ,ଯାହା ଜରିଆରେ ସେ ନିଜ ବର୍ତ୍ତମାନର ଫିଟନେସ୍ ସ୍ଥିତି ବିଷୟରେ କହିଥିଲେ। ଏହା ସହିତ ଏହି ପୋଷ୍ଟରେ ସେ ଏହା ମଧ୍ୟ କହିଥିଲେ ଯେ ସେ ବଢ଼ିଯାଇଥିବା ନିଜ କେଶ ନିଜେ କାଟି ଦେଇଛନ୍ତି।

ସେଲଫି ସେୟାର କରି ସେ ଲେଖିଥିଲେ ଯେ,‘ ୬୦ଦିନ ପରେ ଅଧିକ ମଜବୁତ,ଅଧିକ ଫିଟ୍,ବୁର୍ପିଜ ଯୋଗୁଁ ଅଧିକ ଲାଭ,ଦଉଡ଼ି ଡେଇଁବାରେ ଅଧିକ ଉନ୍ନତ,ପୁଶଅପରେ ଅଧିକ ଉନ୍ନତ,ରନିଂ ପାଇଁ ଆଗ୍ରହୀ ଏବଂ ଉତ୍ତମ ଖାଦ୍ୟପେୟ ପ୍ରତି ଅଧିକ ଆଗ୍ରହୀ ହୋଇଛନ୍ତି। ଆଗାମୀ ଚ୍ୟାଲେଞ୍ଜ ଆସିବାକୁ ଅପେକ୍ଷା କରିଛନ୍ତି।’

   Related Posts