ଆଲିୟା ଭଟ୍ଟଙ୍କ ଭାଇଙ୍କୁ ଘୃଣା କରେ ପୂରା ଭଟ୍ଟ ପରିବାର, ଜାଣନ୍ତୁ କାହିଁକି

Published By : Prameya-News7 Bureau | July 03, 2019 IST

ମୁମ୍ବାଇ୧|୭: ଅଧିକାଂଶ ସମୟରେ ଆଲିୟା ଭଟ୍ଟଙ୍କ ସହ ତାଙ୍କ ପୂରା ପରିବାର ଥାଏ। ଆଲିୟା ପୋଷ୍ଟ କରୁଥିବା ଫଟୋ ଗୁଡିକରେ ମଧ୍ୟ ତାଙ୍କ ମା, ବାପା ଓ ଭଉଣୀ ନଜର ଆସନ୍ତି। କିନ୍ତୁ ଆଲିୟାଙ୍କର ରାହୁଲ ଭଟ୍ଟ ନାମକ ଜଣେ ଭାଇ ମଧ୍ୟ ଅଛନ୍ତି। ରାହୁଲ ଆଲିୟାଙ୍କର ସାବତ ଭାଇ।

{"id":130112}

ଆଲିୟାଙ୍କ ପିତା  ମହେଶ ଭଟ୍ଟ ୨ ଥର ବିବାହ କରିଥିଲେ। ପ୍ରଥମେ ସେ ଲୋରେନ୍‌ ବ୍ରାଇଟ୍‌ଙ୍କୁ ବିବାହ କରିଥିଲେ ଯିଏ ଏବେ କରିନ ଭଟ୍ଟ ନାଁରେ ପରିଚିତ। ମହେଶ ଭଟ୍ଟ ଓ କିରନ ଭଟ୍ଟଙ୍କର ୨ଟି ସନ୍ତାନ ଅଛନ୍ତି। ଜଣଙ୍କ ନାଁ ପୂଜା ଭଟ୍ଟ ଓ ଆଉ ଜଣେ ହେଲେ ରାହୁଲ ଭଟ୍ଟ।

{"id":130114}

ରାହୁଲଙ୍କର ନିଜ ବାପା ମହେଶ ଭଟ୍ଟଙ୍କ ସହ ଭଲ ସଂପର୍କ ନାହିଁ। ଏବେ ରାହୁଲ ଜଣେ ଫିଟ୍‌ନେସ ଟ୍ରେନର ଓ ସେ ଭଟ୍ଟ ପରିବାର ସହ ରୁହନ୍ତି ନାହିଁ। କାରଣ ମହେଶ ଭଟ୍ଟ ତାଙ୍କୁ ପସନ୍ଦ କରନ୍ତି ନାହିଁ।  ଆମେରିକା ଆତଙ୍କବାଦୀ ଡେଭିଡ ହେଡଲିଙ୍କ ସହ ସମ୍ପର୍କ ଯୋଗୁଁ ସେ ଚର୍ଚ୍ଚାରେ ଥିଲେ। ୨୦୦୨ ମସିହାରେ ପୂଜାଙ୍କ ସାଥି ରଣବୀର ସୌରୀଙ୍କ ସହ ରାହୁଲ ମାରପିଟ କରିବା ଅଭିଯୋଗରେ ଗିରଫ ମଧ୍ୟ ହୋଇଥିଲେ।    

wp:heading {"level":1}

 

/wp:heading

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.