Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଯାଜପୁର ରୋଡ୍ : ଉପ-କାରାଗାରରେ ବିଚାରାଧୀନ କଏଦୀଙ୍କ ଆତ୍ମହତ୍ୟା, କାରଣ ଅସ୍ପଷ୍ଟ
  • ||
  • ଢେଙ୍କାନାଳ : ଜଙ୍ଗଲୀ ଜନ୍ତୁକୁ ମାରି ମାଂସ ଭାଗବଣ୍ଟା କଲେ, ଭାଗ ଛିଡିଲାନି ବୋଲି ଜଣଙ୍କୁ ମାରିଦେଲେ, ଅଭିଯୁକ୍ତ ଫେରାର
  • ||
  • ଚଣ୍ଡିଖୋଲ : କ୍ୟାବିନରୁ ୨ଶହ ଲିଟର ଡିଜେଲ ଜବତ, ଜଣେ ଗିରଫ
  • ||
  • ପଟ୍ଟାମୁଣ୍ଡାଇ : ନଦୀରେ ଭାସୁଛି କୁମ୍ଭୀରର ମୃତଦେହ, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||
  • ଭଦ୍ରକ : ଗାଁ ମୁହାଁ ହାତୀ ପଲ, ଭୟଭୀତ ଗ୍ରାମବାସୀ, ପଡିଲା ତାଟି କବାଟ
  • ||
  • ମନ୍ଦିର ନିକଟରେ ପଡିଛି ଅଜଣା ଯୁବକ ମୃତଦେହ, ହତ୍ୟା ନା ଆଉ କିଛି ?
  • ||
  • କମୁଛି ମୃତ୍ୟୁସଂଖ୍ୟା : ରାଜ୍ୟରେ ଗତ ୨୪ଘଣ୍ଟାରେ କରୋନା ନେଲା ୩୮ ଜଣଙ୍କ ଜୀବନ
  • ||
  • କମୁଛି ସଂକ୍ରମଣ, ରାଜ୍ୟରେ ୨୪ ଘଣ୍ଟାରେ ୨୯୫୭ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||
  • ଅମାନବୀୟ : ଗୋଡାଇବାରୁ କୁକୁରକୁ ହତ୍ୟା, ଜଣେ ଗିରଫ
  • ||
  • ସ୍ନାନ ପୂର୍ଣ୍ଣିମା ପାଇଁ ପୁରୀରେ ୧୪୪ ଧାରା, ଆସନ୍ତାକାଲି ରାତି ୧୦ଟାରୁ ୨୫ ତାରିଖ ଭୋର ୨ଟା ପର୍ଯ୍ୟନ୍ତ କଟକଣା ଲାଗୁ
  • ||

ଷ୍ଟେଜ ଉପରେ ସର୍ବସମ୍ମୁଖରେ ଆଲିଆ ଭଟ୍ଟ ଦେଲେ ଏପରି ଗାଳି, କରଣ ଜୋହର ଦେଲେ ଏମିତି ଉତ୍ତର- ଦେଖନ୍ତୁ ଭିଡିଓ

14/10/2019 at 8:19 PM

ନୂଆଦିଲ୍ଲୀ୧୪|୧୦: ନିକଟରେ ବଲିଉଡ୍‌ ଅଭିନେତ୍ରୀ ଆଲିଆ ଭଟ୍ଟ ଓ କରୀନା କପୂର ଜିଓ ଫେଷ୍ଟିଭାଲରେ ପହଞ୍ଚି ଥିଲେ। ଷ୍ଟେଜ୍‌ରେ ସର୍ବସମ୍ମୁଖରେ ଆଲିଆ ଭଟ୍ଟ ଏମିତି କଥା କହି ଥିଲେ ଯେ ଯାହାକୁ ନେଇ ଏବେ ଚର୍ଚ୍ଚା ଚାଲିଛି।

ଷ୍ଟେଜରେ ବସିଥିବା ସମୟରେ ଆଲିଆ କରୀନା କପୂରଙ୍କ ପ୍ରଂଶସା କରୁଥିଲେ। ହଠାତ୍‌ ଆଲିଆଙ୍କ ମୁହଁରୁ ଗାଳି ବାହାରି ଯାଇଥିଲା। ଆଲିଆ ତୁରନ୍ତ ମୁହଁରୁ ଫୋନ ବାହାର କରି ନେଇଥିଲେ। ଆଲିଆଙ୍କ ମୁହଁରୁ ବାହାରି ଥିବା ଗାଳି ଉପସ୍ଥିତ ଥିବା ଲୋକ ଶୁଣି ହସିଥିଲେ।

ଏହି ଦୁଇ ଅଭିନେତ୍ରୀଙ୍କ ସହ ଷ୍ଟେଜରେ ବସିଥିବା କରନ ଜୋହର ଆଲିଆଙ୍କ କଥା ଶୁଣି ପାରି ନଥିଲେ। ଆଲିଆ କଣ କହିଲେ ବୋଲି କରୀନଙ୍କୁ କରନ ପଚାରିଥିଲେ। ଆଲିଆ ଗାଳି ଦେଲେ ବୋଲି କରୀନା କହିଥିଲେ। ଏହି କଥା ଶୁଣିବା ପରେ କରନ କହିଥିଲେ ମୁଁ ତୁମର କଣ ଏଭଳି ବଡ଼ କରିଥିଲି। ଏହାପରେ ଉପସ୍ଥିତ ଥିବା ଲୋକମାନେ ହସିଥିଲେ।

   Related Posts