Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୯୦୪କରୋନା ସଂକ୍ରମିତ ଚିହ୍ନଟ
  • ||
  • ଚିତ୍ରକୋଣ୍ଡାରେ BSF ଜବାନଙ୍କ କମ୍ବିଂ ଅପରେସନ, ଟିଫିନ୍ ବୋମା ଉଦ୍ଧାର
  • ||
  • ଶ୍ରୀଜଗନ୍ନାଥ ଷ୍ଟାଡିୟମ ନିକଟରେ ଉଚ୍ଛେଦ କାର୍ଯ୍ୟ ଆରମ୍ଭ, ୨ ଫ୍ଲାଟୁନ ଫୋର୍ସ ମୃତୟନ
  • ||
  • ଭିଜିଲାନ୍ସ ଜାଲରେ ଜନସ୍ୱାସ୍ଥ୍ୟ ବିଭାଗ-୨ ସହକାରୀ କାର୍ଯ୍ୟକାରୀ ଯନ୍ତ୍ରୀ, ଏକକାଳୀନ ୬ଟି ସ୍ଥାନରେ ରେଡ୍
  • ||
  • ନୟାଗଡ଼ : ପୋଲିସ କବ୍‌ଜାରେ ୪ ଆନ୍ତଃ ଜିଲ୍ଲା ଡକାୟତ
  • ||

ପ୍ରେମିକାଙ୍କୁ ପ୍ରପୋଜ କରିବାବେଳେ ମୁଦି ନେବାକୁ ଭୁଲିଯାଇଥିଲେ ଅଲି ଫଜଲ୍ : ଜାଣନ୍ତୁ କିଭଳି କଲେ ରିଚା ଚଡ୍ଢାଙ୍କୁ ପ୍ରପୋଜ

24/04/2020 at 8:04 PM

ମୁମ୍ବାଇ ୨୪/୪: ଅଲି ଫଜଲ୍ ଏବଂ ରିଚା ଚଡ୍ଢା ବଲିଉଡର ଚର୍ଚ୍ଚିତ କପଲ୍ସ ମଧ୍ୟରୁ ଜଣେ। ଉଭୟେ ଦୀର୍ଘ ଦିନରୁ ପରସ୍ପରକୁ ଡେଟ୍ କରୁଛନ୍ତି। ଦୁହେଁ ଏବର୍ଷ ଅପ୍ରେଲରେ ବିବାହ କରିଥାନ୍ତେ କିନ୍ତୁ ଲକଡାଉନ୍ ଯୋଗୁଁ ଏପରି ହୋଇପାରିଲା ନାହିଁ। ଏବେ ଦୁହେଁ ପରସ୍ପର ସହ ଭିଡିଓ କଲ୍ ଜରିଆରେ କଥା ହେଉଛନ୍ତି। ଅଲି କହିଛନ୍ତି ଯେ ସେ ରିଚାଙ୍କୁ କିଭଳି ପ୍ରପୋଜ କରିଥିଲେ।

ଅଲି କହିଛନ୍ତି ଯେ ଏହା ହଠାତ୍ ହୋଇଥିଲା। ସତ କଥା କହିଲେ ତାଙ୍କ ପାଖରେ ମୁଦି ମଧ୍ୟ ନଥିଲା। ତାଙ୍କୁ ଲାଗିଥିଲା ଯେ ଏହା ଠିକ୍ ସମୟ,ସୁଯୋଗକୁ ହାତଛଡ଼ା କରିବା ଉଚିତ୍ ନୁହେଁ। ଅଲି ବହୁତ ନର୍ଭସ୍ ଥିଲେ। ସେ ପ୍ରଥମ ଥର ଏହାକୁ ନେଇ କଥା ହୋଇଥିଲେ।

ସେମାନେ ରେଜିଷ୍ଟ୍ରି ମ୍ୟାରେଜ ପାଇଁ ଆବେଦନ କରି ସାରିଥିଲେ।

   Related Posts