ବ୍ରହ୍ମଗିରି ଅଲାରନାଥ ମନ୍ଦିର ବେଢାରେ ପାଣି

Published By : Prameya-News7 Bureau | July 21, 2018 IST

ପୁରୀ ଜିଲା ର ବ୍ରହ୍ମଗିରି ଅଂଚଳ ବେହାଲ ହୋଇଛି |ବର୍ଷ ପାଣିରେ ଅଲାରନାଥ ମନ୍ଦିର ବେଢାରେ ୪ ଫୁଟର ପାଣି ଜମି ରହିଛି | ଗର୍ଭଗୃହରେବି ଆଣ୍ଠୁଏ ଉଞ୍ଚାର ପାଣି ଜମିଛି | ରତ୍ନ ସିଂହାସନକୁ ପାଣି ଲାଗିଛି , ପାଣି ନିଷ୍କାସନ ପାଇଁ ୩ଟି ପୁଂପ୍ର ବ୍ୟବସ୍ଥା ମଧ୍ୟ କରାଯାଇଛି

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.