ଅଲାରନାଥଙ୍କ ପୀଠରେ ଚାଲିଛି ଅନବସର ଦର୍ଶନ

Published By : Prameya-News7 Bureau | July 09, 2018 IST

ଅଲାରନାଥଙ୍କ ପୀଠରେ ଚାଲିଛି ଅନବସର ଦର୍ଶନ । ଭକ୍ତଙ୍କ ନାହିଁ ନଥିବା ଭିଡ । ଲମ୍ବାଧାଡିରେ ଅଲାରନାଥଙ୍କ ଦର୍ଶନ ପାଇଁ ଅପେକ୍ଷା କରିଛନ୍ତି ଶ୍ରଦ୍ଧାଳୁ । ଭକ୍ତଙ୍କ ଗହଳିକୁ ଦୃଷ୍ଟି ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.