Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗତ ୨୪ ଘଣ୍ଟାରେ କରୋନାରୁ ଆରୋଗ୍ୟ ହେଲେ ୨୦୧୦ ସଂକ୍ରମିତ
  • ||
  • ମୋଦୀ ସରକାରଙ୍କ ବଡ ନିଷ୍ପତ୍ତି: ଜାମ୍ମୁ-କାଶ୍ମୀରରେ ଯେ କେହି ବି ଜାଗା କିଣି ପାରିବେ, ବିଜ୍ଞପ୍ତି ଜାରି କଲା ଗୃହ ମନ୍ତ୍ରଣାଳୟ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୨୭୨ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୧୨୪୭ କରୋନା ସଂକ୍ରମିତ, ୨୮୩୯୪୨ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : କେନାଲରୁ ମୃତଦେହ ଉଦ୍ଧାର, ଶୌଚ ହେବାକୁ ଯାଇ ବୁଡିଯାଇଥିବା ସନ୍ଦେହ
  • ||
  • ଢେଙ୍କାନାଳ : ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ଠେଙ୍ଗାରେ ପିଟି ପିଟି ମାରିଦେଲା, ଅଭିଯୁକ୍ତ ସ୍ବାମୀ ଫେରାର
  • ||
  • ଅନୁଗୋଳ : ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ, ବିଷାକ୍ତ ମଦ ପିଇ ମୃତ୍ୟୁ ଅଭିଯୋଗ
  • ||
  • କଳାହାଣ୍ଡି : ଯୁବକଙ୍କ କ୍ଷତ ବିକ୍ଷତ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ
  • ||
  • ଜଲାପୁଟ ଜଳ ଭଣ୍ଡାରରେ ମାଛଧରା ଡଙ୍ଗା ବୁଡି ୩ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ପାକିସ୍ତାନ : ପେଶାଓ୍ୱାରରେ ବୋମା ବିସ୍ଫୋରଣରେ ୭ ମୃତ, ୫୫ ଆହତ
  • ||

ଅପ୍ରେଲ୍ ୨୬,ରବିବାର ପବିତ୍ର ଅକ୍ଷୟ ତୃତୀୟା : ରାଶି ଅନୁସାରେ ଜପ କରନ୍ତୁ ଏହି ସବୁ ମନ୍ତ୍ର,ପୂର୍ଣ୍ଣ ହେବ ସମସ୍ତ ମନୋସ୍କାମନା

23/04/2020 at 1:27 PM

ରବିବାର,ଅପ୍ରେଲ୍ ୨୬ତାରିଖରେ ବୈଶାଖ ମାସର ଶୁକ୍ଳପକ୍ଷ ତୃତୀୟା ତିଥି। ଏହି ତିଥିରେ ଦାନ କରିବାର ମହତ୍ତ୍ବ ବହୁତ ଅଧିକ। ଏବେ ଦେଶବ୍ୟାପି କରୋନା ଭାଇରସ୍ ଯୋଗୁଁ ଲକଡାଉନ୍ ଚାଲୁଛି,ଏପରି ସ୍ଥିତିରେ ଘରେ ରହି ପୂଜାପାଠ କରିବା ଉଚିତ୍ ଏବଂ ଅଭାବୀ ଲୋକଙ୍କୁ ଦାନ କରିବା ଉଚିତ୍।

ଲକଡାଉନରେ ତ ବାହାରକୁ ଯାଇ ପାରିବେ ନାହିଁ। ତେଣୁ ଆପଣ ଯଦି ବାହାରକୁ ଯିବାକୁ ଚାହୁଁଛନ୍ତି ତେବେ ଏହାର ସଙ୍କଳ୍ପ କରନ୍ତୁ। ଏହି ଦାନ ପରେ ମଧ୍ୟ କରି ପାରିବେ। ଏହି ଦିନ ଜଳ ଭର୍ତ୍ତି କଳସ,ଜୋତା,ଛତା,ଭୂମି,ସୁନା ଦାନ କରିବା ଉଚିତ୍। ତେବେ ଆସନ୍ତୁ ଜାଣିବା କିପରି ପୂଜା-ପାଠ କରିବା

ମେଷ- ଘରେ ଶିବଲିଙ୍ଗରେ କ୍ଷୀର ମିଶ୍ରିତ ଜଳରେ ସ୍ନାନ କରାନ୍ତୁ। ଓଁ ନମଃ ଶିବାୟ ମନ୍ତ୍ର ଜପ କରନ୍ତୁ।

ବୃଷ : ବିଷ୍ଣୁଙ୍କ ସ୍ବରୂପକୁ ପୂଜା କରନ୍ତୁ। ଓଁ ନମଃ ଭଗବତେ ବାସୁଦେବାୟ ନମଃ ମନ୍ତ୍ର ଜପ କରନ୍ତୁ।

ମିଥୁନ : ଶ୍ରୀକୃଷ୍ଣଙ୍କ ମନ୍ତ୍ର ଜପ କରନ୍ତୁ।

କର୍କଟ : ଶ୍ରୀରାମ ନାମ ମନ୍ତ୍ର ଜପ କରନ୍ତୁ।

ସିଂହ : ଶ୍ରୀରାମରକ୍ଷା ସ୍ରୋତ ପାଠ କରନ୍ତୁ।

କନ୍ୟା : ଶ୍ରୀ ବିଷ୍ଣୁ ସହସ୍ରନାମ ପାଠ କରନ୍ତୁ।

ତୁଳା : ଶ୍ରୀ ଗୋପାଳ ସହସ୍ରନାମ ପାଠ କରନ୍ତୁ।

ବିଛା : ଶ୍ରୀ ଶିବ ଚାଳିଶା ପାଠ କରନ୍ତୁ।

ଧନୁ : ଶ୍ରୀ ବିଷ୍ଣୁ ସହସ୍ରନାମ ପାଠ କରନ୍ତୁ।

ମକର : ଶ୍ରୀଦୁର୍ଗା ଚାଳିଶା କିମ୍ବା ସପ୍ତଶତୀ ପାଠ କରନ୍ତୁ।

କୁମ୍ଭ : ଶ୍ରୀରାମ ରକ୍ଷା ସ୍ତୋତ୍ର ପାଠ କରନ୍ତୁ।

ମୀନ : ଶ୍ରୀ ବିଷ୍ଣୁ ସହସ୍ରନାମ ପାଠ କରନ୍ତୁ।

   Related Posts