Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଳାହାଣ୍ଡି : ମମିତା ମେହେର ହତ୍ୟା ଘଟଣା : ମହାଲିଙ୍ଗ୍ ଷ୍ଟାଡିୟମ୍‌ରେ ଅନୁଧ୍ୟାନ କଲେ ମହିଳା କମିଶନ ଅଧ୍ୟକ୍ଷା
  • ||
  • ଭୁବନେଶ୍ବର : ପୁରୀ ନୀଳାଚଳ ହୋଟେଲ ବିକ୍ରି ପାଇଁ ଚାଲିଥିଲା ଯୋଜନା, ୫୦ଲକ୍ଷ ଟଙ୍କା ହେରଫେର ଅଭିଯୋଗରେ ଜଣେ ଗିରଫ
  • ||
  • ଭୁବନେଶ୍ବର : ଶସ୍ତା ରାଜନୀତି କରୁଛି ବିଜେପି, ମମିତା ମେହେର ପ୍ରସଙ୍ଗକୁ ରାଜନୀତିର ରୂପ ଦିଆଯାଉଛି : ବିଜେଡି
  • ||
  • ଭଦ୍ରକ : ଏକତରଫା ପ୍ରେମ : ନାବାଳିକା ଯାଉଥିବା ବାଇକ୍‌କୁ ଗୋଇଠା ମାରି ଗଡାଇଦେଲେ ଯୁବକ, ଏସ୍‌ପିଙ୍କ ଦ୍ବାରସ୍ଥ ହେଲେ ମା’
  • ||
  • ବାରଙ୍ଗ : ନନ୍ଦନକାନନରେ ବିରଳ ହିମାଳୟ ଅଣ୍ଡିରା ଭାଲୁ ‘ମୋତି’ର ମୃତ୍ୟୁ, ୫କୁ ଖସିଲା ସଂଖ୍ୟା
  • ||
  • ଫୁଲବାଣୀ : କନ୍ଧମାଳକୁ ଛୁଇଁଲା ପହିଲି ଶୀତ, କୁହୁଡି ଚାଦରରେ ଢାଙ୍କି ହେଲାଣି ସହର
  • ||
  • କେନ୍ଦୁଝର : ଶିଶୁ କନ୍ୟାର ଉଲଗ୍ନ ମୃତଦେହ ଉଦ୍ଧାର, ବୁଧବାରଠୁ ଝୁମର ନାଚ ଦେଖିବାକୁ ଯାଇ ନିଖୋଜ ଥିଲେ
  • ||
  • ପାକିସ୍ତାନ ବିପକ୍ଷରେ ଭାରତ ଫେଭରେଟ୍, ବିଜୟ ସମ୍ଭାବନା ଅଧିକ : ଅନୁମାନ ଲଗାଇଲେ ମହମ୍ମଦ ଅମିର
  • ||
  • କଣ୍ଟାବାଞ୍ଜି : ଝରଣୀ ଗାଁରେ ମମିତା ମେହେରଙ୍କ ପରିବାରକୁ ଭେଟିଲେ ରାଜ୍ୟ ମହିଳା ଆୟୋଗ ଅଧ୍ୟକ୍ଷାଙ୍କ ସହ ୪ଜଣିଆ ଟିମ୍
  • ||
  • ପନିପରିବା ଖାଇଦେଉଛନ୍ତି ବାର୍‌ହା, ଚିନ୍ତାରେ ଚାଷୀ
  • ||

ଅକ୍ଷୟ କୁମାରଙ୍କୁ ଟ୍ୱିଟରେ ଟ୍ୟାଗରେ ମୋଦି: ଖିଲାଡୀ କୁମାର ଏଭଳି ରଖିଲେ ଜବାବ…

16/03/2019 at 12:25 PM

ଦିଲ୍ଲୀ ୧୬/୩ : ଲୋକସଭା ନିର୍ବାଚନ ପାଇଁ ପୁରା ଦେଶରେ ପ୍ରସ୍ତୁତି ଜୋରସୋରରେ ଚାଲିଛି | ଏଭଳି ସ୍ଥିତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଧିକାଂଶ ଭୋଟରଙ୍କୁ ନିଜ ଆଡକୁ ଆକୃଷ୍ଟ କରିବାକୁ ପ୍ରୟାସ କରିଛନ୍ତି | ମୋଦି ଫିଲ୍ମ ଅଭିନେତା, ରାଜନୈତିକ ନେତା ତାହା ଖେଳାଳୀଙ୍କୁ ଟ୍ୟାଗ କରି ଭୋଟରଙ୍କୁ ଭୋଟ ଦେବା ପାଇଁ ଉତ୍ସାହିତ କରିବା ପାଇଁ ଟ୍ୱିଟ କରିଛନ୍ତି | କିଛି ନେତା, ଅଭିନେତା ମୋଦି ଟ୍ୱିଟର ଜବାବ ମଧ୍ୟ ଦେଇଛନ୍ତି | ମୋଦି ବଲିଉଡର ଖିଲାଡୀ ଅଭିନେତା ଅକ୍ଷୟ କୁମାରଙ୍କୁ ମଧ୍ୟ ଟ୍ୟାଗ କରିଥିଲେ | ପ୍ୟାଡ଼ମ୍ୟାନ ଏବଂ ଟଏଲେଟ ଭଳି ସୁପରହିଟ ଫିଲ୍ମ ଲୋକଙ୍କୁ ବହୁତ ପସନ୍ଦ ଆସିଥିଲା | ହୋଲିରେ ରିଲିଜ ହେବାକୁ ଯାଉଛି ଅକ୍ଷୟ କୁମାରଙ୍କ ଫିଲ୍ମ ‘କେଶରୀ’ | ଅକ୍ଷୟ କୁମାର ମୋଦିଙ୍କ ଟ୍ୱିଟର ଜବାବ ନିଜ ଅନ୍ଦାଜରେ ଦେଇଛନ୍ତି | ଅକ୍ଷୟ କୁମାରଙ୍କ ଜବାବକୁ ବହୁତ ପସନ୍ଦ କରିଛନ୍ତି ଜନତା |


ମୋଦି ଅକ୍ଷୟ କୁମାର, ଭୂମି ପେଡେନେକର ଏବଂ ଆୟୁସ୍ମାନ ଖୁରାନାଙ୍କୁ ଟ୍ୟାଗ କରି ଲେଖିଥିଲେ ଯେ, “ଭୋଟର ଅପାର ଶକ୍ତି ରହିଛି ଏବଂ ଭୋଟର ମହତ୍ୱକୁ ନେଇ ଲୋକଙ୍କୁ ସଚେତନ କରାଇବା ନିହାତି ଦରକାର | ଟିକେ ଦମ ଲଗାନ୍ତୁ ଏବଂ ଭୋଟିଂକୁ ସୁପରହିଟ କଥା ବନାନ୍ତୁ” | ମୋଦିଙ୍କ ଟ୍ୱିଟର ଜବାବ ଅକ୍ଷୟ କୁମାର ମଧ୍ୟ ତାଙ୍କ ଅନ୍ଦାଜରେ ହିଁ ଦେଇଛନ୍ତି |

Dear @akshaykumar, @bhumipednekar and @ayushmannk,

The power of a vote is immense and we all need to improve awareness on its importance.

Thoda Dum Lagaiye aur Voting ko Ek Superhit Katha banaiye.— Narendra Modi (@narendramodi) March 13, 2019


ମୋଦିଙ୍କ ଟ୍ୱିଟର ଜବାବରେ ଅକ୍ଷୟ କହିଛନ୍ତି, ” ଏକଦମ ଠିକ କଥା କହିଛନ୍ତି ମୋଦିଜୀ | ଗଣତନ୍ତ୍ରର ଅସଲି ମହତ୍ୱ ନିର୍ବାଚନ ପ୍ରକ୍ରିୟାରେ ଜନତାଙ୍କ ଅଂଶୀଦାରରେ ନିହିତ ରହିଛି | ଭୋଟିଂକୁ ଆମ ଦେଶର ଏବଂ ଭୋଟରଙ୍କ ସୁପରହିଟ ପ୍ରେମକଥା କରିବାକୁ ପଡିବ | ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ବହୁତ ଆବଶ୍ୟକ” | ଏହିଭଳି ଅକ୍ଷୟ କୁମାର ମୋଦିଙ୍କ ଟ୍ୱିଟର ଜବାବ ଦେଇଛନ୍ତି |

Well said @narendramodi ji. The true hallmark of a democracy lies in people’s participation in the electoral process. Voting has to be a superhit prem katha between our nation and its voters 🙂 🙏🏻 https://t.co/rwhwdhXj1S— Akshay Kumar (@akshaykumar) March 13, 2019

   Related Posts