Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରବିବାର ରାଜ୍ୟରେ ସୁସ୍ଥହେଲେ ଆଉ ୧୦,୮୪୧ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୩୫୩୨ ଜଣ ଡିସଚାର୍ଜ
  • ||
  • ଅଭିଯୁକ୍ତକୁ ଉଠାଇ ଆଣିବାରୁ ଥାନା ପରିସରରେ ତୁମୁଳକାଣ୍ଡ, ଗ୍ରାମବାସୀ ଓ ପୋଲିସ ମାରପିଟ
  • ||
  • ବିପୁଳ ପରିମାଣର ବିଦେଶୀ ମଦ ଜବତ, ଜଣେ ଗିରଫ
  • ||
  • ଭୁଶୁଡିଯିବ ଘାଘରା ପୋଲ ! ବିପଦରେ ଶହଶହ ଯାତ୍ରୀଙ୍କ ଜୀବନ
  • ||
  • ରାଜ୍ୟରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୨୦କୁ ବୃଦ୍ଧି
  • ||
  • ରାଜ୍ୟରେ ଖସୁଛି ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୮୫୨୦ କୋଭିଡ୍ ପଜିଟିଭ୍, ୧୨୦୪୬୬୦ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜଧାନୀରେ କରୋନା ବେଲଗାମ୍ : ଆଉ ୧୩ ଅଞ୍ଚଳ ମାଇକ୍ରୋ କଣ୍ଟେନମେଣ୍ଟ୍ ଜୋନ୍
  • ||
  • ଚର୍ଚ୍ଚାରେ ବଡପୋଖରୀଆ ପଞ୍ଚାୟତ : ପ୍ରତିଦ୍ୱନ୍ଦ୍ୱିତା ହେଲାନି, ନିର୍ଦ୍ୱନ୍ଦ୍ୱରେ ଚୟନ ହେଲେ ସରପଞ୍ଚ ଏବଂ ଓ୍ୱାର୍ଡ ମେମ୍ବର
  • ||
  • ରବିବାରଠୁ ବଢିବ ବର୍ଷା, ଏହି ସବୁ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ
  • ||
  • ପରିବା ମାର୍କେଟରେ ଅଗ୍ନିକାଣ୍ଡ, ଜଳିଗଲା ସବୁ ଦୋକାନ
  • ||

ବିକି-କ୍ୟାଟ୍‌ଙ୍କ ବିବାହ ଉତ୍ସବରେ ସାମିଲ୍ ହେବେ ଅକ୍ଷୟ କୁମାର, ବିମାନ ବନ୍ଦରରେ ନଜର ଆସିଲେ ବଲିଉଡର ଖିଲାଡି

9/12/2021 at 10:20 AM

ନୂଆଦିଲ୍ଳୀ ୦୯।୧୨ : ବଲିଉଡ ଅଭିନେତା ବିକି କୌଶଲ ଏବଂ କ୍ୟାଟ୍ରିନା କୈଫଙ୍କ ବିବାହ ଉତ୍ସବ କାର୍ଯ୍ୟକ୍ରମ ୭ ତାରିଖରୁ ଆରମ୍ଭ ହୋଇସାରିଛି । ଆଉ ମାତ୍ର କିଛି ଘଣ୍ଟା ପରେ ବିବାହ ବନ୍ଧନରେେ ଆବଦ୍ଧ ହେବେ ଭିକି-କ୍ୟାଟ୍ । ଦମ୍ପତିଙ୍କର ଆଜି ହାତଗଣ୍ଠି ପଡିବ । ଦୁହେଁ ଏହି ବିବାହକୁ ବହୁତ ବ୍ୟକ୍ତିଗତ ଭାବେ ରଖାଯାଇଛି। ଯେଉଁଠାରେ ବିବାହ ଚାଲିଛି ସେଠାରେ ବହୁତ କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟ କରାଯାଇଛି ।

ଏଥିରେ ଅନେକ ନାମୀଦାମୀ କଳାକାରଙ୍କ ନାମ ସାମିଲ୍‌ ଥିବା ନେଇ ଶୁଣିବାକୁ ମିଳୁଛି । କିନ୍ତୁ ବର୍ତ୍ତମାନ ଅକ୍ଷୟ କୁମାରଙ୍କୁ ବିମାନ ବନ୍ଦରରରେ ଦେଖିବାକୁ ମିଳିଥିଲା । ଏଥିସହିତ ଇନଷ୍ଟାଗ୍ରାମ୍‌ରେ ବଲିଉଡର ଅଭିନେତା ଅକ୍ଷୟ କୁମାରଙ୍କ ବିଷୟରେ ଏକ ଫଟୋ ସେୟାର କରାଯାଇଛି। ଯେଉଁଥିରେ ଅକ୍ଷୟଙ୍କୁ ୮ଡିସେମ୍ବର ରାତିରେ ଘରୋଇ ବିମାନବନ୍ଦରରେ ଦେଖିବାକୁ ମିଳିଥିଲା। ଖବର ଅନୁଯାୟୀ ସେ ଆଜି କ୍ୟାଟ୍ରିନାଙ୍କ ବିବାହ ଉତ୍ସବରେ ଯୋଗଦେବେ ବୋଲି ଶୁଣିବାକୁ ମିଳୁଛି । ସାମ୍ନାକୁ ଆସିଥିବା ଫୁଟେଜରେ ଅକ୍ଷୟ କୁମାର ତାଙ୍କ କାରରେ ବସିଥିବାର ନଜର ଆସିଛନ୍ତି।

ଅକ୍ଷୟ କୁମାର ଏବଂ କ୍ୟାଟ୍ରିନାଙ୍କ ବନ୍ଧୁତା ବହୁତ ଭଲ ବୋଲି କୁହାଯାଏ। ବଲିଉଡରେ ତାଙ୍କର ବନ୍ଧୁତାର ଉଦାହରଣ ଦିଆଯାଏ। ଉଭୟ ବଲିଉଡକୁ ଅନେକ ସୁପରହିଟ୍ ଫିଲ୍ମ ମଧ୍ୟ ଦେଇଛନ୍ତି। ଉଭୟ ଯୋଡିଙ୍କ ଫିଲ୍ମ ବକ୍ସ ଅଫିସରେ ଅନେକ ଥର ହିଟ୍ ହୋଇଛି।

   Related Posts