ସୋପୋରରେ ସିଆରପିଏଫ ଯବାନଙ୍କ ଉପରକୁ ଆତଙ୍କବାଦୀଙ୍କ ଗ୍ରେନେଡ଼ ହମଲା, ୪ ଆହତ

Published By : Prameya-News7 Bureau | July 30, 2021 IST

ଶ୍ରୀନଗର ୩୦/୦୭ : ଉତ୍ତର କାଶ୍ମୀରର ସୋପୋର ଅଞ୍ଚଳରେ ଆତଙ୍କବାଦୀ ସିଆରପିଏଫ ଯବାନଙ୍କ ଉପରକୁ ଗ୍ରେନେଡ ହମଲା କରିଛନ୍ତି। ଏହି ହମଲାରେ ତିନି ଜଣ ସିଆରପିଏଫ ଯବାନ ଏବଂ ଜାମ୍ମୁ କାଶ୍ମୀରର ଜଣେ ପୋଲିସ କର୍ମଚାରୀ ଆହତ ହୋଇଥିବା ଜଣାପଡିଛି। ହମଲା ପରେ ଆହତମାନଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଏହା ସହ ଏହି ଅଞ୍ଚଳକୁ ଘେରାଉ କରାଯାଇଛି ଏବଂ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.