Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୫୭୩ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୨୮୦ ଡିସଚାର୍ଜ
  • ||
  • ଡ୍ରଗ୍ସ ଲିଙ୍କ୍ ମାମଲାରେ NCBରେ ହାଜର ହେଲେ ଅନନ୍ୟା ପାଣ୍ଡେ, ଆର୍ଯ୍ୟନ ସହ ହ୍ବାଟସଆପ୍‌ ଚାଟ୍‌କୁ ନେଇ ମାରାଥନ୍‌ ଜେରା
  • ||
  • ଭୁବନେଶ୍ୱର : STF ପଞ୍ଝାରେ ବ୍ରାଉନସୁଗାର ବେପାରୀ, ୧କୋଟିରୁ ଅଧିକ ଟଙ୍କାର ଧଳାଜହର ଜବତ
  • ||
  • କଳାହାଣ୍ଡି : ମହାଲିଙ୍ଗ୍ ସନସାଇନ୍ ପବ୍ଲିକ୍ ସ୍କୁଲରେ ପ୍ରଶାସନର ତଦନ୍ତ, କାଗଜପତ୍ର ଯାଞ୍ଚ ସହ ଆୟବ୍ୟୟ ଅଟକଳର ଚାଲିଛି ଖୋଳତାଡ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୨୪ କୋଭିଡ୍ ପଜିଟିଭ୍
  • ||
  • ଟି୨୦ ବିଶ୍ୱକପ : ସୁପର-୧୨ରେ ଶ୍ରୀଲଙ୍କା, ୭୦ରନରେ ଆୟରଲ୍ୟାଣ୍ଡକୁ ଦେଲା ମାତ୍
  • ||
  • +୩ରେ ଲକ୍ଷେ ସିଟ୍ ଖାଲି, ଗୁରୁବାର ସ୍ପଟ୍ ଆଡମିଶନ ପାଇଁ ଆବେଦନ
  • ||
  • ରାଜ୍ୟରେ ଖରାଟିଆ ପାଗ, ୨୩ ସୁଦ୍ଧା ଫେରିଯିବ ମୌସୁମୀ
  • ||
  • ରାଜଧାନୀରେ ରହିବନି ମୁକୁଳା ଡ୍ରେନ୍ : ଦୁଇ ପାର୍ଶ୍ୱରେ ଲାଗିବ ତାରଜାଲି, ସମ୍ପ୍ରସାରଣ ହେବ ସଙ୍କୁଚିତ ନାଳ
  • ||

ଆଖଣ୍ଡଳ ମହାଦେବ ମନ୍ଦିରରୁ ଚୋରି, କବାଟ ଭାଙ୍ଗି ନେଇଗଲେ ନଟରାଜ ମୂର୍ତ୍ତି

12/09/2021 at 9:39 AM

କୋଣାର୍କ,୧୨/୦୯: ଶନିବାର ବିଳମ୍ବିତ ରାତ୍ରରେ ପୁରୀ ଜିଲ୍ଲା ଗୋପ ବ୍ଲକ ନିକଟରେ ଥିବା ଆଖଣ୍ଡଳ ମହାଦେବ ମନ୍ଦିରରେ କଳାକନା ବୁଲାଇଛନ୍ତି ଦୁର୍ବୃତ୍ତ । ଲକ୍ଷାଧିକ ଟଙ୍କାର ମୂର୍ତ୍ତି ମଧ୍ୟ ନେଇଯାଇଛନ୍ତି ।

ସୂଚନା ଅନୁସାରେ, ଶନିବାର ରାତ୍ରରେ କିଛି ଦୁର୍ବୃତ୍ତ ମହାଦେବ ମନ୍ଦିରର କବାଟ ଭାଙ୍ଗି ଲକ୍ଷାଧିକ ଟଙ୍କାର ବହୁ ପୁରାତନ ମୂର୍ତ୍ତି ତଥା ଅଷ୍ଟଧାତୁରେ ନିର୍ମିତ ନଟରାଜ ମୂର୍ତ୍ତି, ଚନ୍ଦ୍ରଶେଖର ମୂର୍ତ୍ତି, ପାର୍ବତୀ ମୂର୍ତ୍ତି ଏବଂ ରାଧା କ୍ରିଷ୍ଣା ମୂର୍ତ୍ତି ଚୋରି କରିନେଇଛନ୍ତି l ଗୋପ ଅଞ୍ଚଳରେ ନିଶା କାରବାର ପ୍ରବଳ ହେଉଥିଲା ବେଳେ ଯୁବ ପିଢ଼ି ନିଶା ଖାଇବା ପାଇଁ ଏପରି କାଣ୍ଡ ବାରମ୍ବାର ଘଟlଉଛନ୍ତି ବୋଲି ସ୍ଥାନୀୟ ଲୋକେ କହିଛନ୍ତି l

ରବିବାର ସକାଳେ ମନ୍ଦିରର ପୂଜକ ଚୋରି ହୋଇଥିବା ଟ୍ରଷ୍ଟ ବୋର୍ଡ ସଭାପତିଙ୍କୁ ଏନେଇ ଜଣାଇଥିଲେ । ଗୋପ ଆଇଆଇସି କାଳନ୍ଦୀ ବେହେରା ସକାଳୁ ଆସି ତଦନ୍ତ କରିବା ସହିତ ସିସିଟିଭି ଫୁଟେଜକୁ ଯାଞ୍ଚ କରିଛନ୍ତି l ସିସିଟିଭି ଫୁଟେଜରେ ଆଧାରରେ ଦୁର୍ବୃତ୍ତଙ୍କୁ ଧରାଯିବ ବୋଲି ଆଇଆଇସି କହିଛନ୍ତି।

   Related Posts