Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମୁଛି କରୋନା ପ୍ରଭାବ: ୨୪ ଘଣ୍ଟାରେ ସୁସ୍ଥ ହୋଇ ଘରକୁ ଫେରିଲେ ୬୪୮ ସଂକ୍ରମିତ
  • ||
  • ଲଭ୍‌ ଜିହାଦ ଉପରେ ଅଧ୍ୟାଦେଶ ପାରିତ କଲା ୟୁପି କ୍ୟାବିନେଟ୍‌, ଧୋକା-ଧମକ ଦେଇ ଧର୍ମ ପରିବର୍ତ୍ତନ କରାଇଲେ ୧୦ ବର୍ଷ ଜେଲ୍‌
  • ||
  • ଅତ୍ୟଧିକ କାମର ବୋଝ ସହିନପାରି ଆଖି ବୁଜିଲେ ବାପା: ଉପର ଅଧିକାରୀଙ୍କ ବିରୋଧରେ ସଂଗୀନ ଅଭିଯୋଗ ଆଣିଲେ ଝିଅ, କହିଲେ…
  • ||
  • Snack Video ସମେତ ପୁଣି ୪୩ଟି ମୋବାଇଲ୍‌ ଆପ୍‌ ବ୍ୟାନ୍‌ କଲେ ଭାରତ ସରକାର
  • ||
  • ୨ ବାରହା ଶିକାରୀ ଗରିଫ: ମାଂସ ଭାଗବଣ୍ଟା ବେଳେ ମାଡି ବସିଲେ ବନ ବିଭାଗର କର୍ମଚାରୀ
  • ||
  • କରୋନାରେ ଜୀବନ ହାରିଥିବା ଠିକାଦାରଙ୍କୁ ଆର୍ଥିକ ସହାୟତା ଦେଲା ଠିକାଦାର ସଂଘ
  • ||
  • ୧୦ ଡଲାରରୁ କମ୍‌ ମୂଲ୍ୟରେ ମିଳିବ ଋଷ କରୋନା ଭ୍ୟାକ୍‌ସିନ Sputnik V, ଜାନୁଆରୀରୁ ଆରମ୍ଭ ହେବ ଡେଲିଭରି
  • ||
  • ହାଇଓ୍ବା ଧକ୍କାରେ ଜଣେ ଶିଶୁଙ୍କ ସମେତ ୬ ଜଣଙ୍କ ମୃତ୍ୟୁ: ଚାଲି ଚାଲି ଯିବା ବେଳେ ପଛରୁ ମାଡିଗଲା
  • ||
  • ଭୁବନେଶ୍ୱର : ପୁରୀ ହାଜତ ମୃତ୍ୟୁ ଘଟଣାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ
  • ||
  • ଯୋଜନାବଦ୍ଧ ଲୁଟ୍ : ସାଙ୍ଗଙ୍କୁ ଲଗାଇ ଡକାୟତି କରାଇଥିଲା IIFL କର୍ମଚାରୀ ଲାଲା ଅମ୍ରିତ ରାୟ
  • ||

ଆପଣଙ୍କ ପିଲାଙ୍କୁ ସୁପର ଫାଷ୍ଟ କରିବାକୁ ଚାହୁଁଛନ୍ତି କି ? ତେବେ ଖାଇବାକୁ ଦିଅନ୍ତୁ ଏହି ୪ଟି ଜିନିଷ

28/09/2019 at 5:17 PM

ଆଜିକାଲି ବିଶୃଙ୍ଖଳିତ ଜୀବନଶୈଳୀ ପାଇଁ ଛୋଟ ଛୋଟ ପିଲାମାନେ ମାନ୍ଦା ହୋଇ ରହୁଛନ୍ତି। ସେମାନଙ୍କ ମଧ୍ୟରେ ଫୂର୍ତ୍ତି ରହୁନାହିଁ। କିଛି ଜିନିଷ କରିବା ପୂର୍ବରୁ ସେମାନଙ୍କ ମଧ୍ୟରେ ବିଶେଷ ଆଗ୍ରହ ରହୁନାହିଁ। ଏପରି ପରିସ୍ଥିତିରେ ପିଲାଙ୍କୁ ଚଞ୍ଚଳ କରିବା ପାଇଁ ତାଙ୍କୁ ଏହି କେତୋଟି ଜିନିଷ ପ୍ରତିଦିନ ଖାଇବାକୁ ଦିଅନ୍ତୁ। ଆସନ୍ତୁ ଜାଣିବା

କଦଳୀ : କଦଳୀରେ ମ୍ୟାଗ୍ନେସିୟମ୍,ଭିଟାମିନ୍ ସି,ଭିଟାମିନ୍ ଏ,ଭିଟାମିନ୍ ବି୬,ପୋଟାସିୟମ୍,ବାଓଟିନ୍,ଫାଇବର ଭଳି ପୋଷକ ତତ୍ତ୍ବ ରହିଥାଏ। ଏହା କ୍ଷଣକରେ ଶକ୍ତି ଦେବା ସହ ପାଚନ କ୍ରିୟାକୁ ମଜବୁତ କରିଥାଏ।

ଅଣ୍ଡା : ଅଣ୍ଡା ଛୋଟ ପିଲାଙ୍କ ହନୁହାଡ଼ ଏବଂ ଆଖିକୁ ମଜବୁତ କରିଥାଏ। ଏଡା ସହିତ ଏହା ପିଲାଙ୍କ ଓଜନ ବଢ଼ାଇବାରେ ମଧ୍ୟ ସହାୟକ ହୋଇଥାଏ।

ଘିଅ : ଫ୍ୟାଟି ଏସିଡ ଯୋଗୁଁ ଏହା ଖୁବ୍ ଶୀଘ୍ର ଏବଂ ସହଜରେ ହଜମ ହୋଇଯାଇଥାଏ। ପିଲାଙ୍କ କାଶ ଏହା ଦ୍ବାରା ଠିକ୍ ହୋଇଯାଇଥାଏ।

ଦହି : ଦହିରେ ଥିବା ଆଣ୍ଟିବ୍ୟାକ୍ଟେରିଆଲ ଗୁଣ ପିଲାଙ୍କୁ ରୋଗମୁକ୍ତ କରିଥାଏ। କେବଳ ଏତିକି ନୁହେଁ ପିଲାଙ୍କୁ ଦହି ଖୁଆଇବା ଦ୍ବାରା ପିଲାଙ୍କ କ୍ଷୁଧା ବଢ଼ିଥାଏ।

   Related Posts