ସତ ମାନିଲେ ଆକାଶ: ପତିଆରା ପାଇଁ କରୁଥିଲେ ଜାଲିଆତି
4/12/2020 at 1:37 PM

ଭୁବନେଶ୍ବର୪/୧୨: ଏସ୍ଆଇଟି ସାମ୍ନାରେ ସତ ମାନିଲେ ଆକାଶ ପାଠକ। ନବୀବୀ ଏବଂ ପତିଆରା ପାଇଁ ଆକାଶ ନିଜକୁ ଟାଟା ମୋର୍ଟସର ଏମ୍ଡି ବୋଲି କହୁଥିଲେ। ଆକାଶ ନିଜ ମୁହଁରେ ସତ ଓଗାଳିଛନ୍ତି। ସେ କହିଛନ୍ତି ଯେ, ମୁଁ ଟାଟା ମୋର୍ଟସର ଏମ୍ଡି ନଥିଲି।
ଟାଟା ମୋର୍ଟସରେ ଚାକିରି କରୁନଥିଲି। ଲୋକଙ୍କୁ ଠକିବାକୁ ଏମିତି ପରିୟଚ ଦେଉଥିଲେ। କିନ୍ତୁ ଅନ୍ୟପଟେ ଆକାଶ ଟାଟାମୋର୍ଟସର ଏମ୍ଡି ଥିବା ବିଧାୟକ ପ୍ରଦୀପ ପାଣିଗ୍ରାହୀ କହିଥିଲେ। ଏସ୍ଆଇଟି ଟିମ୍ ଏମିତି ଗୁଡ଼େଇ ତୁଡ଼େଇ ଆକାଶଙ୍କୁ ପ୍ରଶ୍ନ କରିଛି।
Related Posts
ଏବର୍ଷ ହେବନି ଓଳାଶୁଣୀ ଗୁମ୍ଫା ଯାତ୍ରା
25 January 2021
ବଲାଙ୍ଗୀର ଜିଲ୍ଲାର ଚାଷୀ କରିବେ ଟ୍ରାକ୍ଟର- ବାଇକ୍ ରାଲି
25 January 2021