Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଟଣା : ବ୍ଲକ୍ କାର୍ଯ୍ୟାଳୟରେ ପସି ଟେଣ୍ଡରଧାରୀଙ୍କ ଡିଡି ଚିରିବା ଘଟଣା, ଯୁବ ନେତା କରୁଣା ସାଗର ଖଟୁଆ ଗିରଫ
  • ||
  • କରଞ୍ଜିଆ : ନିଆଁ ଲାଗି ଫାଟିଗଲା ଗ୍ୟାସ୍ ସିଲିଣ୍ଡର, ଅଳ୍ପକେ ବର୍ତ୍ତିଲା ପୁରା ପରିବାର
  • ||
  • ଟାଙ୍ଗୀ : ଜୁଆ ଆଡ୍ଡା ଉପରେ ପୋଲିସର ଚଢାଉ, ୮ ଜୁଆଡି ଗିରଫ
  • ||
  • ଭୁବନେଶ୍ବର : ୧୯ ଜିଲ୍ଲା ପାଇଁ ବଜ୍ରପାତ ସତର୍କ ସୂଚନା ଜାରି
  • ||
  • ଭୁବନେଶ୍ବର : ଟୋକିଓ ଅଲିମ୍ପିକ୍ସ : ଓଡିଆ ଖେଳାଳି ବୀରେନ୍ଦ୍ର ଲାକ୍ରାଙ୍କୁ ପୁରୁଷ ହକି ଦଳର ଉପଅଧିନାୟକ ଦାୟିତ୍ବ
  • ||
  • ଗଞ୍ଜାମ : ଟିକା ପ୍ରମାଣପତ୍ର ଲଗାଇବେ ଦୋକାନୀ, ନଚେତ ଖୋଲିପାରିବେନି ଦୋକାନ
  • ||
  • ଭୁବନେଶ୍ବର : ବିଳମ୍ବ ହୋଇପାରେ ପଞ୍ଚାୟତ ନିର୍ବାଚନ- ରାଜ୍ୟ ନିର୍ବାଚନ କମିଶନ ସଚିବ
  • ||
  • ପୁରୀ : ଯୁବଶିଳ୍ପୀଙ୍କ କମାଲ୍, ଆଇସକ୍ରିମ୍ କାଠିରେ ନିର୍ମାଣ କଲେ ମହାପ୍ରଭୁଙ୍କ ଗଜାନନ ବେଶ
  • ||
  • ତେଲକୋଇ : ଦନ୍ତାହାତୀ ଉପଦ୍ରବ, ଗାଁରେ ପସି ଭାଙ୍ଗିଲା ଘର, ଟେକି ନେଲା ଚାଉଳ ବସ୍ତା
  • ||
  • ଖୋର୍ଦ୍ଧା : ଗୋରୁ ଭର୍ତ୍ତି କଣ୍ଟେନର ଜବତ, ୨୦ରୁ ଅଧିକ ଗୋରୁ ଉଦ୍ଧାର, ଜଣେ ଗିରଫ
  • ||

ସୁପରଭିଲେନ୍ ଭାବେ ନଜର ଆସିବେ ଅଜୟ ଦେବଗନ୍ : ହୀରୋଠୁ ବି ଦମ୍‌ଦାର ହେବ ଭୂମିକା

2/09/2020 at 12:31 PM

ମୁମ୍ବାଇ ୨/୯: ବଲିଉଡ ଅଭିନେତା ଅଜୟ ଦେବଗନ ଅନେକ ସୁପରହିଟ୍ ଫିଲ୍ମରେ କାମ କରିଛନ୍ତି। ଏବେ ଶୁଣିବାକୁ ମିଳୁଛି ଯେ ସେ ଏକ ଫିଲ୍ମରେ ସୁପର ଭିଲେନ୍ ଭୂମିକାରେ ଅଭିନୟ କରିବେ। କୁହାଯାଉଛି ଯେ ଏକ ବଡ଼ ପ୍ରଡକ୍ସନ୍ ହାଉସ୍ ସହ ଅଜୟ ଦେବଗନଙ୍କ କଥାବାର୍ତ୍ତା ଚାଲିଛି। ଏକ ବଡ଼ ବଜେଟର ଫିଲ୍ମ ନିର୍ମାଣ ହେବାକୁ ଯାଉଛି। ଏହି ଫିଲ୍ମ ସୁପରହୀରୋ ଉପରେ ଆଧାରିତ ହେବ।

ଏହି ସୁପରହୀରୋ ସାମନାରେ ଭିଲେନ୍ ମଧ୍ୟ ଦମଦାର ଏବଂ ଏଥିପାଇଁ ଅଜୟ ଦେବଗନଙ୍କୁ ଏହି ଫିଲ୍ମ ଅଫର ହୋଇଛି। ଅଜୟ ଏହି ଫିଲ୍ମ ସାଇନ୍ କରି ନେଇଛନ୍ତି। ଅଜୟଙ୍କ ଭୂମିକା ହୀରୋଠୁ ମଧ୍ୟ ବଡ଼ ହେବ,ଏଥିପାଇଁ ଏହି ଫିଲ୍ମ ଅଜୟ ସାଇନ୍ କରିଛନ୍ତି।ଏହି ଫିଲ୍ମ କିଛି ଦିନ ପରେ ଘୋଷଣା ହେବ।

ଏବେ ଅଜୟ ଦେବଗନ ନିଜ ପ୍ରଡକ୍ସନ ହାଉସ୍ ତରଫରୁ ୨ଟି ସ୍କ୍ରିପ୍ଟରେ କାମ କରୁଛନ୍ତି। ଏଥିପାଇଁ ସେ ନିଜ ଆଗାମୀ ଫିଲ୍ମର ପୋଷ୍ଟ-ପ୍ରଡକ୍ସନ କାମରେ ବ୍ୟସ୍ତ ଅଛନ୍ତି। ଗତ ଥର ଅଜୟ ଦେବଗନ ଫିଲ୍ମ ତାନାଜୀ ଦ ଅନସଙ୍ଗ୍ ଓ୍ବାରିୟରରେ ନଜର ଆସିଥିଲେ। ଏଥିରେ ତାଙ୍କ ବିପକ୍ଷରେ କାଜୋଲ୍ କାମ କରିଥିଲେ।

   Related Posts