Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାରିପଦା : ଦିନ ଦ୍ବିପ୍ରହରରେ ଲୁଟ୍, ମହିଳାଙ୍କ ବେକରୁ ସୁନା ଚେନ୍ ଝାମ୍ପିନେଲେ ଦୁର୍ବୃତ୍ତ
  • ||
  • ବାରିପଦା : ୪୦ ଲକ୍ଷ ଟଙ୍କାର ଧଳା ଜହର ଜବତ, ଜଣେ ଗିରଫ
  • ||
  • ଖୋର୍ଦ୍ଧା : ଅଟୋ ଓ କାର୍ ମୁହାଁମୁହିଁ ଧକ୍କା, ୮ ଆହତ
  • ||
  • ଝାରସୁଗୁଡା : ଜାଲ୍ ନୋଟ୍ କାରବାରର ପର୍ଦ୍ଦାଫାଶ, ୫୭ହଜାର ଟଙ୍କାର ନକଲି ନୋଟ୍ ଜବତ, ରେଳବାଇ କର୍ମଚାରୀ ଗିରଫ
  • ||
  • ପୁରୀ : ମହାପ୍ରଭୁଙ୍କ ଦର୍ଶନ ପାଇଁ ବ୍ୟାରିକେଡ଼ରେ କରିଥିଲେ ଅପେକ୍ଷା, ହଠାତ୍ ଅସୁସ୍ଥ ହୋଇପଡିଲେ ଭକ୍ତ
  • ||
  • ଅନୁଗୋଳ : ଅନନ୍ତ କୋଇଲା ଖଣିରେ ଅଘଟଣ, କୋଇଲା ଲୋଡିଂ ବେଳେ ପୋତିହୋଇଗଲେ ଜଣେ
  • ||
  • ବ୍ରହ୍ମପୁର : ଭିଜିଲାନ୍ସ ପଞ୍ଝାରେ ଆରଆଇ, ଜମି ନିର୍ଦ୍ଧାରଣ ପାଇଁ ୫ ହଜାର ଟଙ୍କା ନେବାବେଳେ ଧରାପଡିଲେ
  • ||
  • ଭୁବନେଶ୍ବର : ଦିନରେ ରଙ୍ଗମିସ୍ତ୍ରୀ, ରାତିରେ ଚୋରୀ, ୫ ବର୍ଷ ଧରି ଖୋଜୁଥିଲା ପୋଲିସ, ଶେଷରେ ଧରାପଡିଲା
  • ||
  • କଟକ : ରମଜାନ ପାଇଁ ସିଏମସିର ଗାଇଡ୍‌ଲାଇନ୍, ନମାଜ ପାଠ ପାଇଁ ୧୦୦ ଲୋକଙ୍କୁ ଅନୁମତି
  • ||
  • ଜଳେଶ୍ବର : ନଦୀ ପଠାରୁ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଠାବ, ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ଆଣିଲେ ବାପଘର
  • ||

ସାମ୍ନାକୁ ଆସିଲା ଫିଲ୍ମ ‘RRR’ ରେ ଅଜୟ ଦେବଗନଙ୍କ ଫାଷ୍ଟ୍ ଲୁକ୍: ଦମଦାର ଅନ୍ଦାଜରେ ନଜର ଆସିଲେ ଅଭିନେତା

2/04/2021 at 4:39 PM

ମୁମ୍ବାଇ ୦୨/୦୪ : ଚଳିତ ବର୍ଷର ସବୁଠାରୁ ବହୁ ପ୍ରତିକ୍ଷିତ ବଲିଉଡ ଫିଲ୍ମ ‘ଆରଆରଆର’ର ନିର୍ମାତା ଅଜୟ ଦେବଗନଙ୍କ ଜନ୍ମଦିନ ଅବସରରେ ତାଙ୍କ ଚରିତ୍ରର ଫାଷ୍ଟ୍ ଲୁକ୍ ସେୟାର କରିଛନ୍ତି। ରାମ ଚରଣ, ଜୁନିୟର ଏନଟିଆର ଓ ଆଲିଆ ଭଟ୍ଟଙ୍କ ଫିଲ୍ମରେ ଅଜୟ ଦେବଗନଙ୍କ ଫାଷ୍ଟ ଲୁକ ରିଲିଜ କରିଛନ୍ତି | ନିର୍ମାତା ସୋସିଆଲ ମିଡ଼ିଆରେ ମୋସନ ପୋଷ୍ଟ ସେୟାର କରି ଲେଖିଛନ୍ତି, LOAD… AIM… SHOOT…’

ଅଜୟ ଦେବଗନଙ୍କ ସହ ଅଲି ଭଟ୍ଟ ମଧ୍ୟ ଏହି ଫିଲ୍ମ ଜରିଆରେ ତେଲୁଗୁ ଫିଲ୍ମ ଇଣ୍ଡଷ୍ଟ୍ରିରେ ଡେବ୍ୟୁ କରୁଛନ୍ତି। ଏହି ମୋସନ ପୋଷ୍ଟରରେ ଅଜୟ ଦେବଗନ ଯୁଦ୍ଧ ମଇଦାନରେ ନିଜ ଆଖପାଖ ଲୋକଙ୍କ ସହ ଛିଡା ହୋଇଥିବା ନଜର ଆସିଛନ୍ତି।

କିଛି ଦିନ ପୂର୍ବରୁ ‘ଆରଆରଆର’ ଫିଲ୍ମର ନିର୍ମାତା ଆଲିଆ ଭଟ୍ଟଙ୍କ ଫାଷ୍ଟ ଲୁକ ରିଲିଜ କରିଥିଲେ। ଫିଲ୍ମ ଏକ ଫିକ୍ଶନାଲ୍ କାହାଣୀ ଉପରେ ଆଧାରିତ ଯାହା ଦେଶ ସ୍ୱାଧୀନତା ହେବା ପୂର୍ବରୁ ଅର୍ଥାତ ୧୯୨୦ ଦଶକ ଉପରେ ଆଧାରିତ କାହାଣୀ। ଫିଲ୍ମ ଦୁଇ ସ୍ୱାଧୀନତା ସଂଗ୍ରାମୀ ଅଲୁରୀ ସୀତାରାମ ରାଜୁ କୋମରମ ଭୀମଙ୍କ ଚରିତ୍ର ଉପରେ ଆଧାରିତ। ଏହି ମଲ୍ଟି ଷ୍ଟାର ଫିଲ୍ମକୁ ଦର୍ଶକ ଅପେକ୍ଷା କରି ବସିଛନ୍ତି।  ଆରଆରଆର ୨୦୨୧ ଅକ୍ଟୋବର ୧୩ ତାରିଖରେ ସିନେମାହଲରେ ରିଲିଜ ହେବ। ଫିଲ୍ମ ବ୍ଳକବଷ୍ଟର ହେବ ବୋଲି ନିର୍ମାତା ଦାବି କରିଛନ୍ତି।

   Related Posts