Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟଳିଗଲା ମୃତ୍ୟୁ, ଅଳ୍ପକେ ମରଣ ମୁହଁରୁ ବର୍ତ୍ତିଲେ କଲେଜ ଛାତ୍ରୀ ଓ ସ୍କୁଟି ଚାଳକ : ସିସିଟିଭିରେ ଛାତିଥରା ଦୃଶ୍ୟ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୧କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୨୮ କରୋନା ସଂକ୍ରମିତ, ୧୦୪୯୧୦୮ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୬ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୦ ମୃତ
  • ||
  • ହଠାତ ହେଲା ବରଫ ଝଡ, ପବ୍‌ରେ ଫସିଗଲେ ୬୧ ଗ୍ରାହକ : ୩ ଦିନ ପରେ ଉଦ୍ଧାର
  • ||
  • ମା’ ସୁରେଶ୍ୱରୀ ମନ୍ଦିରରୁ ଚୋରି, ନେଇଗଲେ ଦେବୀଙ୍କ ରୁପା ମୁକୁଟ
  • ||
  • ବୁଧବାରଠୁ କମ୍ପିବ ବିଧାନସଭା, ଅଧିବେଶନ ପୂର୍ବରୁ ରଣନୀତି ପ୍ରସ୍ତୁତ କରିବେ ଶାସକ ଓ ବିରୋଧି
  • ||
  • ଆସୁଛି ବାତ୍ୟା ‘ଜଓ୍ୱାଦ’, ୪ ତାରିଖରେ କରିବ ଲ୍ୟାଣ୍ଡଫଲ
  • ||
  • ଜଗତସିଂହପୁରରେ ‘ସାଗର କବଚ ଓଡି-୨୧’, ସମରାଭ୍ୟାସରେ ସାମିଲ ଭାରତୀୟ ତଟରକ୍ଷୀ ବାହିନୀ ଓ ମେରାଇନ୍ ପୋଲିସ
  • ||

କାହିଁକି ଏହି ପ୍ରସିଦ୍ଧ ଅଭିନେତ୍ରୀଙ୍କୁ ଆଜିବି ଘୃଣା କରନ୍ତି ଅଜୟ ଦେବଗନ ଏବଂ ଅକ୍ଷୟ କୁମାର ? ଜାଣନ୍ତୁ କାରଣ

13/11/2021 at 4:10 PM

ନୂଆଦିଲ୍ଲୀ ୧୩/୧୧: ସଲମାନ ଖାନ ଏବଂ ଶାହାରୁଖଙ୍କ ବ୍ୟତୀତ ଯଦି ବଲିଉଡରେ କାହାର ରାଜ ଚାଲିଥାଏ, ତେବେ ସେ ଅକ୍ଷୟ କୁମାର ଏବଂ ଅଜୟ ଦେବଗନ। ଉଭୟ ୯୦ ଦଶକର ଅନ୍ୟତମ ପ୍ରତିଭାବାନ ଅଭିନେତା ଏବଂ ସେମାନେ ନିଜର ଦମଦାର ଅଭିନୟ ସହିତ ଲୋକଙ୍କ ହୃଦୟ ଜିତିଛନ୍ତି। ଲୋକମାନେ ଏହି ଦୁଇଜଣଙ୍କୁ ବହୁତ ପସନ୍ଦ କରନ୍ତି। କିନ୍ତୁ ବଲିଉଡରେ ଏପରି ଜଣେ ଅଭିନେତ୍ରୀ ଅଛନ୍ତି, ଯାହାଙ୍କୁ ଏହି ଦୁହେଁ ଆଦୌ ପସନ୍ଦ କରନ୍ତି ନାହିଁ। ଏହି ଅଭିନେତ୍ରୀ ହେଉଛନ୍ତି ୯୦ ଦଶକର ସୁନ୍ଦରୀ ରବିନା ଟଣ୍ଡନ। ତେବେ ଚାଲନ୍ତୁ କାହିଁକି ଏହି ଦୁହେଁ ଅଭିନେତା ରବିନାଙ୍କୁ ଏତେ ଘୃଣା କରନ୍ତି।

ଅଜୟ ଦେବଗନ୍-ରବୀନା ଟଣ୍ଡନ୍-

Mere Dil Ne Chupke Se - Gair (1999) Ajay Devgan | Raveena Tandon | Full  Video Song *HD* - YouTube

ଅଜୟ ଦେବଗନ୍ ଏବଂ ରବିନା ଟଣ୍ଡନ୍ ଅନେକ ସୁପର ହିଟ୍ ଫିଲ୍ମରେ ଏକାଠି କାମ କରିଥିଲେ। ଲୋକମାନେ ମଧ୍ୟ ଏହି ଦୁଇଟି ଯୋଡିକୁ ବହୁତ ପସନ୍ଦ କରୁଥିଲେ। ଫିଲ୍ମ ଦିଲୱାଲେରେ କାମ କରୁଥିବାବେଳେ ଦୁହେଁ ପରସ୍ପରକୁ ଭଲ ପାଇ ବସିଥିଲେ। ଏହା ପରେ ରବିନା ଗଣମାଧ୍ୟମ ଆଗରେ ନିଜର ପ୍ରେମ ବ୍ୟକ୍ତ କରିଥିଲେ। କିନ୍ତୁ ଅଜୟ ଦେବଗନ୍ ସବୁକିଛି ଅସ୍ୱୀକାର କରି ରବିନାଙ୍କୁ ଏକ ସାଇକୋ ବୋଲି କହିଥିଲେ। ସେବେଠାରୁ ଉଭୟଙ୍କ ମଧ୍ୟରେ ଶତ୍ରୁତା ହୋଇଯାଇଥିଲା।

ଅକ୍ଷୟ କୁମାର-ରବିନା ଟଣ୍ଡନ-

Akshay Kumar Raveena Tandon affair| When Akshay Kumar refuted marriage  rumours with Raveena Tandon: It was only an engagement which broke up later

୯୦ ଦଶକରେ ଅକ୍ଷୟ କୁମାରଙ୍କୁ ଦମଦାର ଆକ୍ଟର ସହିତ ପ୍ଲେ ବଏ ବି କୁହାଯାଉଥିଲା ଏବଂ ସେ ବଲିଉଡର ପ୍ରତ୍ୟେକ ଅଭିନେତ୍ରୀଙ୍କୁ ତାଙ୍କ ପ୍ରେମରେ ଫସାଇଥିଲେ। ମୋହରା ଫିଲ୍ମରେ କାମ କରୁଥିବାବେଳେ ବେଳେ ରବିନା ଏବଂ ଅକ୍ଷୟ କୁମାର ପ୍ରେମରେ ପଡିଥିଲେ। କୁହାଯାଏ ଦୁହେଁ ଗୁପ୍ତ ଭାବରେ ନିର୍ବନ୍ଧ ବି କରିସାରିଥିଲେ, କିନ୍ତୁ ଧୀରେ ଧୀରେ ଅକ୍ଷୟ ରବିନାଙ୍କୁ ଧୋକା ଦେବା ଆରମ୍ଭ କଲେ, ଏବଂ ଶିଳ୍ପା ଶେଟ୍ଟୀଙ୍କୁ ଡେଟିଂ କରିବା ଆରମ୍ଭ କରିଥିଲେ।

ଯେତେବେଳେ ରବିନା ଅକ୍ଷୟ ଏବଂ ଶିଳ୍ପା ଶେଟ୍ଟୀଙ୍କ ସମ୍ପର୍କ ବିଷୟରେ ଜାଣିବାକୁ ପାଇଲେ, ସେତେବେଳେ ସେ ଅନେକ ହଙ୍ଗମା ସୃଷ୍ଟି କରିଥିଲେ ଏବଂ ଏହି ଖବର ଗଣମାଧ୍ୟମରେ ପହଞ୍ଚିଯାଇଥିଲା। ଯାହା ପରେ ଅକ୍ଷୟ କୁମାରଙ୍କୁ ବହୁତ ଅପମାନିତ କରାଯାଇଥିଲା, ଯେଉଁଥିପାଇଁ ଆଜି ପର୍ଯ୍ୟନ୍ତ ଅକ୍ଷୟ କୁମାର ରବୀନାଙ୍କୁ ଘୃଣା କରନ୍ତି ।

   Related Posts