Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ମୁଣ୍ଡଳୀ ବ୍ୟାରେଜରେ ଫସିଥିବା ହାତୀକୁ ଉଦ୍ଧାର ବେଳେ ଓଲଟିଲା ଓଡ୍ରାଫ୍ ବୋଟ୍
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୩୯ କୋଭିଡ୍ ପଜିଟିଭ୍
  • ||
  • ବିଜେପି ନେତା ଫଡନାଭୀସଙ୍କ ଶରଣରେ କଂଗ୍ରେସ ନେତା, କହିଲେ- ‘ଆମ ପ୍ରାର୍ଥୀଙ୍କୁ ଜିତିବାରେ ସାହାଯ୍ୟ କର’
  • ||
  • ଆସୁଛି ବଡ ବର୍ଷା : ସନ୍ଧ୍ୟାରେ ଲଘୁଚାପରେ ପରିଣତ ହେବ ଘୂର୍ଣ୍ଣିବଳୟ
  • ||
  • ଉପରମୁଣ୍ଡରେ ବର୍ଷା, ବଢୁଛି ହୀରାକୁଦର ଜଳସ୍ତର
  • ||
  • ମହାନଦୀରେ ଭାସିଗଲେ ହାତୀପଲ : ମୁଣ୍ଡଳି ବ୍ରିଜରେ ଲାଖି ରହିଛି ହାତୀ ଛୁଆ
  • ||

ସ୍ୱାମୀ ଅଭିଷେକଙ୍କ ସହ ବଲିଉଡ ନୀଳନୟନା ଐଶ୍ୱର୍ଯ୍ୟା ୮ ବର୍ଷ ପରେ କରିବେ ଅଭିନୟ

11/04/2019 at 4:48 PM

ମୁମ୍ୱାଇ୧୧|୪: ଐଶ୍ୱର୍ଯ୍ୟା ରାୟ ଖୁବ୍‌ଶୀଘ୍ର ତାଙ୍କ ସ୍ୱାମୀ ଅଭିଷେକ ବଚ୍ଚନଙ୍କ ସହ ‘ଗୁଲାବ ଜାମୁନ’ ଫିଲ୍ମରେ ନଜର ଆସିବେ।ଏହା ସହ ଆଗାମୀ ଫିଲ୍ମ ମଣିରତ୍ନମରେ ଶଶ୍ବର ଅମିତାଭ ବଚ୍ଚନଙ୍କ ସହ ଐଶ୍ୱର୍ଯ୍ୟାଙ୍କୁ ପରଦାରେ ଦେଖିବାକୁ ମିଳିବ।

ସୂଚନାଯୋଗ୍ୟ ଯେ, ପୁଣି ଥରେ ହଲିଉଡ ଫିଲ୍ମରେ କମବ୍ୟାକ୍‌ କରିବେ ଐଶ୍‌। ଅନେକ ଦିନ ଗ୍ୟାପ୍‌ ରହିଲା ପରେ ଐଶ୍ୱର୍ଯ୍ୟାଙ୍କୁ ଏକ ହଲିଉଡ୍‌ ଫିଲ୍ମରେ ଅଭିନୟ କରିବା ପାଇଁ ଅଫର୍‌ ଆସିଛି। ହଲିଉଡ୍‌ ପ୍ରୋଜେକ୍ଟକୁ ନେଇ ବେଶ୍ ଉତ୍ସାହିତ ଅଛନ୍ତି ଏହି ଅଭିନେତ୍ରୀ ।

ଏବେ ଯାଏଁ ଐଶ୍ୱର୍ଯ୍ୟା ୫ଟି ହଲିଉଡ୍ ଫିଲ୍ମରେ କାମ କରିସାରିଛନ୍ତି। ଏହା ପୂର୍ବରୁ ଶେଷଥର ପାଇଁ ଏହି ବିଶ୍ୱ ସୁନ୍ଦରୀଙ୍କୁ ୨୦୧୮ ମସିହାରେ ରିଲିଜ ହୋଇଥିବା ‘ଫନ୍ନେ ଖାନ୍‌’ ଫିଲ୍ମରେ ରାଜ୍‌କୁମାର ରାଓ ଓ ଅନୀଲ କପୁରଙ୍କ ସହ ଦେଖିବାକୁ ମିଳିଥିଲା। ବକ୍ସ ଅଫିସ୍‌ରେ ଏହି ଫିଲ୍ମ ବିଶେଷ କିଛି ଆୟ କରିନଥିଲା। ତେବେ ‘ଗୁଲାବ ଜାମୁନ’ ଫିଲ୍ମର ଅଫିସିଆଲ୍‌ ଘୋଷଣା ଚଳିତ ବର୍ଷ ଶେଷ ସୁଦ୍ଧା ହେବ ବୋଲି କୁହାଯାଉଛି।

   Related Posts