Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୫୪ କୋଭିଡ୍ ସଂକ୍ରମିତ, ୩୩୪୦୨୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ମେ’ ରେ ହେବ କଂଗ୍ରେସର ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ, ସିଡବ୍ଲ୍ୟୁସି ବୈଠକ ପରେ ବଡ ଘୋଷଣା କଲା ଦଳ
  • ||
  • ହୁ ହୁ ହୋଇ ବଢୁଛି ତୈଳଦର, ମୁମ୍ବାଇରେ ୯୧ ଟଙ୍କା ଉପରେ ପେଟ୍ରୋଲ ଦାମ୍
  • ||
  • ରାଉରକେଲା : ନିଆଁ ପୁଇଁବା ହେଲା କାଳ, ଦଳିଦେଲା ଦନ୍ତା, ଚାଲିଗଲା ଜୀବନ
  • ||
  • ଝଲସିବ ଅର୍କ କ୍ଷେତ୍ର : ନୂଆ ରୂପ ପାଇବ କୋଣାର୍କ ସୂର୍ଯ୍ୟ ମନ୍ଦିର, ପର୍ଯ୍ୟଟକଙ୍କୁ ମିଳିବ ବିଶ୍ୱସ୍ତରୀୟ ସୁବିଧା
  • ||
  • ଆଜି ବସୁଛି କଂଗ୍ରେସର ସିଡବ୍ଲ୍ୟୁସି ବୈଠକ, ଅଧ୍ୟକ୍ଷ ନିର୍ବାଚନ ନେଇ ହେବ ଆଲୋଚନା !
  • ||
  • ଏଥର ନିଜ ସ୍କୁଲରେ ଛାତ୍ରଛାତ୍ରୀ ଦେବେ ମାଟ୍ରିକ ପରୀକ୍ଷା, ୨ ଘଣ୍ଟାରେ ଲେଖିବାକୁ ପଡିବ ଉତ୍ତର
  • ||
  • ଶୀତ ଖେଳୁଛି ଲୁଚକାଳି : ଆଜି ବଢିବ ଥଣ୍ଡା, କିନ୍ତୁ କାଲି କମିଯିବ
  • ||
  • ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କଲେ ମୁଖ୍ୟ ଶାସନ ସଚିବ
  • ||
  • ଜି.ଉଦୟଗିରି: ମିନିବସରେ ଲାଗିଲା ନିଆଁ
  • ||

ଏୟାରଟେଲ୍ ଲଞ୍ଚ କଲା ଦୀର୍ଘ ଅବଧିର ୨ଟି ପ୍ଲାନ୍ : ଗ୍ରାହକଙ୍କୁ ହେବ ଏହି ସବୁ ଫାଇଦା

28/01/2019 at 3:07 PM

ନୂଆଦିଲ୍ଲୀ ୨୮/୧: ରିଲାଏନ୍ସ ଜିଓର ଦୀର୍ଘ ଅବଧିର ପ୍ଲାନ୍ ପରେ ଏବେ ଏୟାରଟେଲ୍ ନିଜ ଗ୍ରାହକଙ୍କ ପାଇଁ ଦୀର୍ଘ ଅବଧିର ପ୍ଲାନ୍ ଲଞ୍ଚ କରିଛି। ଏୟାରଟେଲ୍ ଗ୍ରାହକଙ୍କୁ ଏହି ନୂଆ ପ୍ରିପେଡ ପ୍ଲାନର ଯଥେଷ୍ଟ ଫାଇଦା ମିଳିବ। କମ୍ପାନୀ ୫୯୭ଟଙ୍କାର ପ୍ଲାନ୍ ଲଞ୍ଚ କରିଛି ଯାହାର ବୈଧତା ୧୬୮ଦିନ। ଏଥିରେ ଗ୍ରାହକଙ୍କୁ ଅନଲିମିଟେଡ ଭଏସ୍ କଲିଙ୍ଗ ସହ ୧୦ଜିବି ଡାଟା ଦିଆଯିବ। ଏହା ସହିତ ନ୍ୟାସନାଲ ରୋମିଙ୍ଗରେ ଫ୍ରି ଭଏସ୍ କଲିଙ୍ଗ୍ ଏବଂ ପ୍ରତିଦିନ ୧୦୦ଟି ଏସଏମଏସ୍ ମିଳିବ।

ଏୟାରଟେଲର ଦ୍ବିତୀୟ ପ୍ଲାନ୍ ହେଉଛି ୯୯୮ଟଙ୍କା। ଏଥିରେ ଗ୍ରାହକଙ୍କୁ ୩୩୬ଦିନର ବୈଧତା ମିଳିବ। ଏହା ସହିତ ଅନଲିମିଟେଡ ଭଏସ୍ କଲିଙ୍ଗ୍ ସହ ୧୨ଜିବି ଡାଟା ମିଳିବ। ଏହି ପ୍ଲାନରେ ଗ୍ରାହକଙ୍କୁ ନ୍ୟାସନାଲ ରୋମିଙ୍ଗରେ ଫ୍ରି ଭଏସ୍ କଲିଙ୍ଗ୍ ସହ ପ୍ରତି ମାସରେ ୩୦୦ଟି ଏସଏମଏସ୍ ମିଳିବ।  

   Related Posts