ରାୟପୁରକୁ ଉଡିଲା ଏୟାର ଓଡିଶା
22/06/2018 at 10:04 AM

ଆଜିଠୁ ଏୟାର ଓଡିଶା ପଡୋଶୀ ରାଜ୍ୟକୁ ବିମାନ ସେବା ଆରମ୍ଭ କରିଛି …. ଭୁବନେଶ୍ୱରରୁ ରାୟପୁର-ଜଗଦଲପୁର ଦେଇ ବିଶାଖା ପାଟଣାକୁ ବିମାନ ସେବା ଆରମ୍ଭ କରିଛି ଏୟାର ଓଡିଶା …ସକାଳ ୬ଟା ୧୦ରେ ଉଡାଣ ଭରିଛି … ଭୁବନେଶ୍ୱରରୁ ୯ଜଣ ଯାତ୍ରୀ ଯାଇଛନ୍ତି … ଟିକେଟ ମୂଲ୍ୟ ୪୫୦୦ ଟଙ୍କାରୁ ୫୫୦୦ ଟଙ୍କା ମଧ୍ୟରେ ରହିଛି …