Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମହାରାଷ୍ଟ୍ର : ଭାରସାମ୍ୟ ହରାଇ ୩୦ ଫୁଟ ଖାଇକୁ ଖସିଲା ବସ୍, ୫ ଜଣଙ୍କ ମୃତ୍ୟୁ, ୩୫ ଆହତ
  • ||
  • କାର୍ଯ୍ୟରେ ଅବହେଳା ପାଇଁ ନିଲମ୍ବିତ ହେଲେ ଗୁଣୁପୁର ତହସିଲଦାର
  • ||
  • ଚେନ୍ନାଇ ସୁପରକିଙ୍ଗ୍ସକୁ ବଡ ଝଟକା, ଆହତ କାରଣରୁ ଆଇପିଏଲ୍‌ର ବାକି ମ୍ୟାଚ୍‌ରୁ ବାଦ୍ ପଡିଲେ ଡ୍ଵେନ ବ୍ରାଭୋ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୯୩୧ କରୋନା ସଂକ୍ରମିତ ଚିହ୍ନଟ
  • ||
  • ୧୨କୋଟି ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗ, ବିଭାଗ ପକ୍ଷରୁ ଛାନ୍‌ଭିନ୍‌ ଆରମ୍ଭ
  • ||
  • ବିଜାପୁରରେ ଏନ୍‌କାଉଣ୍ଟର : ଜଣେ ନକ୍ସଲ ନିହତ, ୨ ଯବାନ ଆହତ
  • ||
  • ମାଓବାଦୀଙ୍କ ବର୍ବର କାଣ୍ଡ , ପୋଲିସ ଇନଫର୍ମର ସନ୍ଦେହରେ ଘରୁ ଡାକି ନେଇ ହତ୍ୟା
  • ||

ଆଜି ଠାରୁ ଏୟାର ଓଡିଶାର ପଡୋଶୀ ରାଜ୍ୟକୁ ବିମାନ ସେବା ଆରମ୍ଭ

22/06/2018 at 5:27 AM

ଆଜି ଠାରୁ ଏୟାର ଓଡିଶାର ପଡୋଶୀ ରାଜ୍ୟକୁ ବିମାନ ସେବା ଆରମ୍ଭ । ପ୍ରଥମ କରି ଭୁବନେଶ୍ବରରୁ ରାୟପୁର-ଜଗଦଲପୁର- ବିଶାଖାପାଟଣାକୁ ବିମାନ ସେବା ଆରମ୍ଭ କରିଛି ଏୟାର ଓଡିଶା । ସକାଳ ୬ଟା ୧୦ରେ ଉଡାଣ ଭରିଛି । ଏଥିରେ ଭୁବନେଶ୍ବରରୁ ୯ ଜଣ ଯାତ୍ରୀ ଯାଇଛନ୍ତି । ଟିକେଟ୍ ର ମୁଲ୍ୟ ୪ ହଜାର ୫୦୦ ଟଙ୍କାରୁ ୫ହଜାର ୫୦୦ ଟଙ୍କା ମଧ୍ୟରେ ରହିଛି । ଏହି ବିମାନ ସେଠାରେ ପହଞ୍ଚିବା ପରେ ପୁଣି ଭୁବନେଶ୍ବରରେ ୧ଟା ୪୦ରେ ହାସି ପହଞ୍ଚିବ । ରାଜ୍ୟ ଭିତରେ ସେବା ଆରମ୍ଭ କରିଥିବା ଏୟାର ଓଡିଶା ପ୍ରଥମ ଥର ପାଇଁ ପଡୋଶୀ ରାଜ୍ୟର ପମୁଖ ସହର ଗୁଡିକୁ ସେବା ଆରମ୍ଭ କରିଛି

   Related Posts