Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କାମେଶ୍ୱର ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୫୮ କୋଭିଡ୍ ପଜିଟିଭ୍
  • ||
  • ନବୀନ @ ୭୬, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ
  • ||
  • ୭୬ ବର୍ଷରେ ପାଦ ଦେଲେ ନବୀନ, କରୋନା ମହାମାରୀ ପାଇଁ ପାଳିବେନି ଜନ୍ମଦିନ
  • ||
  • ଶାରଦୀୟ ଦୁର୍ଗାପୂଜା ଶେଷ, ଶନିବାର ଧରାପୃଷ୍ଠରୁ ବିଦାୟ ନେବେ ମା
  • ||
  • ହାଟରୁ ଫେରୁଥିବା ବେଳେ ବୃଦ୍ଧାଙ୍କୁ ଗଣଦୁଷ୍କର୍ମ, ଘରେ ଛାଡିଦେବେ କହି ଇଜ୍ଜତ ଲୁଟିଲେ ୮ ସଇତାନ
  • ||
  • କଟକ : କଟକରେ ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ରାକେଶ ଆହତ
  • ||

ମହିଳା ଦିବସ ଅବସରରେ ଏୟାର ଇଣ୍ଡିଆ ସମସ୍ତ ମହିଳା କ୍ରୁ ସଦସ୍ୟଙ୍କ ସହ ୫୨ଟି ବିମାନ ଚଳାଚଳ କରିବ

8/03/2020 at 10:04 AM

ନୂଆଦିଲ୍ଲୀ ୮।୩: ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଏୟାର ଇଣ୍ଡିଆ ରବିବାର ଦିନ ସମସ୍ତ ମହିଳା କ୍ରୁ ସଦସ୍ୟ ୫୨ଟି ବିମାନ ଚଳାଚଳର ସଞ୍ଚାଳନ କରିବେ । ଏୟାରଲାଇନ୍ ମୁଖପାତ୍ର ଏହି ସୂଚନା ଦେଇଛନ୍ତି। ମୁଖପାତ୍ର କହିଛନ୍ତି ଯେ, ମହିଳା ଦିବସରେ ସମସ୍ତ ମହିଳା କ୍ରୁ ସଦସ୍ୟଙ୍କ ସହ ୫୨ଟି ବିମାନ ଚଳାଚଳ କରାଯିବ ।

ଜାତୀୟ ବିମାନ ଚଳାଚଳ କମ୍ପାନୀ ଦ୍ବାରା ଶନିବାର ଦିନ ଜାରି କରାଯାଇଥିବା ଏକ ବିଜ୍ଞପ୍ତି ଅନୁଯାୟୀ କମ୍ପାନୀ ଦିଲ୍ଲୀରୁ ସାନ୍ ଫ୍ରାନ୍ସିସ୍କୋ ପର୍ଯ୍ୟନ୍ତ ଆନ୍ତର୍ଜାତୀୟ ତଥା ଘରୋଇ ରୁଟରେ ସମସ୍ତ ମହିଳା କ୍ରୁ ସଦସ୍ୟଙ୍କୁ ନେଇ ବିମାନ ଉଡାଣ କରିବ ।

ବିଜ୍ଞପ୍ତିରେ କୁହାଯାଇଛି ଯେ, ଏୟାର ଇଣ୍ଡିଆର ମହିଳା କ୍ରୁ ସଦସ୍ୟମାନେ ସମସ୍ତ ପ୍ରକାର ବିମାନ ଚଳାଉଛନ୍ତି । ଆମର ସାମାଜିକ-ସାଂସ୍କୃତିକ ନୈତିକତା ସହ ସମନ୍ବୟ ରକ୍ଷା କରି ନାରୀ ଶକ୍ତିଙ୍କୁ ଶତ ନମସ୍କାର |

   Related Posts