Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୁଜିବ ଓ ରଶିଦଙ୍କ ଘାତକ ବୋଲିଂ, ସ୍କଟଲାଣ୍ଡକୁ ୧୩୦ ରନରେ ହରାଇଲା ଆଫଗାନିସ୍ତାନ
  • ||
  • ଇଣ୍ଡିଆନ ପ୍ରିମିୟର ଲିଗ୍ (IPL)ରେ ସାମିଲ ହେଲେ ଆଉ ୨ଟି ନୂଆ ଟିମ । ୨ ଟିମ ଅହମ୍ମଦାବାଦ ଏବଂ ଲକ୍ଷ୍ନୌ ଆସନ୍ତାବର୍ଷ ହେବାକୁ ଥିବା ଆଇପିଏଲରେ ଅଂଶଗ୍ରହଣ କରିବେ ।
  • ||
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୩୬୦ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୧୮୦ ଡିସଚାର୍ଜ
  • ||
  • ସତ ହେଲା ଧୋନୀଙ୍କ ଭବିଷ୍ୟବାଣୀ, ୫ ବର୍ଷ ତଳେ କହିଥିଲେ- ଦିନେ ଏମିତି ହେବ…
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୨୫ କୋଭିଡ୍ ପଜିଟିଭ୍
  • ||
  • ପଡୋଶୀ ଘରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ, ହତ୍ୟା ନା ଆତ୍ମହତ୍ୟା ?
  • ||
  • ୨ ପରିବାର ମଧ୍ୟରେ ରକ୍ତାକ୍ତ ସଙ୍ଘର୍ଷ : ୮ ଗୁରୁତର, ବୁଲିଲା ଟାଙ୍ଗିଆ ଓ କଟୁରୀ
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାର : ଧବଳେଶ୍ୱର ପୀଠରେ ୧୪୪ ଧାରା, ମନ୍ଦିର ଖାଁ ଖାଁ
  • ||
  • ୫ ଦିନ ଯାଏଁ ଖସିବନି ପାରଦ, ୨୮ରୁ କାଁ ଭାଁ ବର୍ଷା
  • ||

ଏୟାର୍ ଇଣ୍ଡିଆର ବଡ ଘୋଷଣା: ୨୪ ରୁ ୩୦ ଯାଏଁ ଭାରତ-ବ୍ରିଟେନ ବିମାନ ରଦ୍ଦ

21/04/2021 at 12:40 PM

ନୂଆଦିଲ୍ଲୀ ୨୧/୦୪ : ବ୍ରିଟେନ ଯିବା ଉପରେ ପ୍ରତିବନ୍ଧକ ଲାଗୁ ହୋଇଛି। ଏୟାର୍ ଇଣ୍ଡିଆ ବ୍ରିଟେନ ଯାତ୍ରା ରଦ୍ଦ କରିଛି। କମ୍ପାନୀ ତରଫରୁ ମିଳିଥିବା ସୂଚନା ଅନୁଯାୟୀ, ଏପ୍ରିଲ ୨୪ ରୁ ୩୦ ଯାଏଁ ବ୍ରିଟେନ ବିମାନ ରଦ୍ଦ କରାଯାଇଛି। ବୁଧବାର ଦିନ କମ୍ପାନୀ ଏ ସୂଚନା ଦେଇଛି। କମ୍ପାନୀ କହିଛି ଯେ ଏହି ସମୟ ମଧ୍ୟରେ ସପ୍ତାହକୁ ଦିନେ ଫ୍ଲାଇଟ ସଞ୍ଚାଳିତ କରିବାକୁ ଯୋଜନା ହେଉଛି। ଅଧିକ ସୂଚନା ପାଇଁ ୱେବସାଇଟ ଓ ସୋସିଆଲ ମିଡ଼ିଆ ଚାନେଲରେ ଅପଡେଟ ରହିବାକୁ କହିଛି।

ଏୟାର ଇଣ୍ଡିଆ ବ୍ରିଟେନ ଓ ଭାରତ ମଧ୍ୟରେ ୨୪ ରୁ ୩୦ ତାରିଖ ଯାଏଁ ସମସ୍ତ ବିମାନ ରଦ୍ଦ କରିଛି। ନୂଆ ସମୟ ଓ ରିଫଣ୍ଡକୁ ନେଇ ଆଗକୁ ସୂଚନା ଦିଆଯିବ ବୋଲି କମ୍ପାନୀ କହିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଏୟାର ଇଣ୍ଡିଆ ୨୪ ରୁ ୩୦ ଯାଏଁ ଦିଲ୍ଲୀ ଓ ମୁମ୍ବାଇରୁ ବ୍ରିଟେନ ଯିବା ପାଇଁ ସପ୍ତାହକୁ ଦିନେ ବିମାନ ଚଲାଇବାକୁ ଯୋଜନା କରୁଛି। ଖାସ୍ କଥା ହେଲା ବ୍ରିଟେନ ବିମାନ ଯାତ୍ରାକୁ ନେଇ ପ୍ରତିବନ୍ଧକ ଘୋଷଣା କରିଥିଲା। 

କମ୍ପାନୀ କହିଥିଲା ଯେ ଯେଉଁ ଯାତ୍ରୀମାନେ ଭାରତରୁ ବ୍ରିଟେନ ଯାତ୍ରା କରିବାକୁ ଥିଲେ ବ୍ରିଟେନ ତରଫରୁ ପ୍ରତିବନ୍ଧକ ଘୋଷଣା ଯୋଗୁଁ ୨୪ ରୁ ୩୦ ଯାଏଁ ବ୍ରିଟେନ ଯାଉଥିବା ଓ ଆସୁଥିବା ବିମାନ ରଦ୍ଦ କରାଯାଇଛି।

   Related Posts