Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୮ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୨ଶହ ଅତିକ୍ରମ କଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୧୭୯୩ କରୋନା ସଂକ୍ରମିତ, ୨୭୭୮୮୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • କେନ୍ଦ୍ରାପଡାରେ ଘରେ ପଶି ଲୁଟିଲେ, କଟୁରୀରେ ହାଣି ଖସିଗଲେ, ସ୍ବାମୀ-ସ୍ତ୍ରୀ ଗୁରୁତର
  • ||
  • ବାଲେଶ୍ବର ମୁଖ୍ୟ ଯୋଗାଣ ଅଧିକାରୀଙ୍କ ଅଫିସ୍‌ରୁ ଜବତ ହେଲା ୯ଟି ଟଙ୍କା ଭର୍ତ୍ତି ଲଫାପା, ବାନ୍ଧିନେଲା ଭିଜିଲାନ୍ସ
  • ||
  • ପାଟଣାରେ ଭାରସାମ୍ୟ ହରାଇ ପଥରରେ ପିଟି ହେଲା ବାଇକ୍, ଘଟଣାସ୍ଥଳରେ ଚାଳକଙ୍କ ମୃତ୍ୟୁ
  • ||
  • ବାଲିଅନ୍ତାରେ ଜୁଆ ଆଡ୍ଡା ଉପରେ ଚଢାଉ, ୩ ଗିରଫ
  • ||
  • ଚାନ୍ଦବାଲିରେ ଟ୍ରେନ୍ ଲାଇନ୍‌ରୁ ମିଳିଲା ନାବାଳକଙ୍କ ମୃତଦେହ
  • ||
  • ପୁରୀରେ ୪ ବ୍ରାଉନସୁଗାର ବେପାରୀ ଗିରଫ, ୫.୩୨ ଗ୍ରାମ୍ ବ୍ରାଉନସୁଗାର ଜବତ
  • ||
  • ଅନୁଗୋଳରେ କଣ୍ଟେନର-ଟ୍ରକ୍ ମୁହାଁମୁହିଁ ଧକ୍କା, ଟ୍ରକ୍ ଚାଳକ ମୃତ
  • ||
  • ଷ୍ଟାଫ୍‌ନର୍ସ ମୌସୁମୀ ମିଶ୍ରଙ୍କ ସନ୍ଦେହଜନକ ମୃତ୍ୟୁ, ସହକର୍ମୀ କହିଲେ, ‘ତାଙ୍କୁ ହତ୍ୟା କରାଯାଛି’
  • ||

ପାକିସ୍ତାନକୁ ଝଲକ ଦେଖାଇଲା ଭାରତୀୟ ସେନା : ବାଲାକୋଟ ଷ୍ଟ୍ରାଇକର ଏକ ପ୍ରମୋଶନ ଭିଡିଓର ଲଞ୍ଚ

4/10/2019 at 1:27 PM

ନୂଆଦିଲ୍ଲୀ ୪/୧୦: ଯଦି ପାକିସ୍ତାନ ପୁଣି ଭାରତ ସୀମାରେ ପ୍ରବେଶ କରି ପୁଲୱାମା ଭଳି ଆକ୍ରମଣ କରେ, ତେବେ ପାକିସ୍ତାନକୁ ଜବାବ ଦେବା ଲାଗି ପୁଣି ବାଲାକୋଟ ଭଳି ଆକ୍ରମଣ କରାଯିବ । ଏଭଳି ସ୍ପଷ୍ଟ ବାଣୀ ଶୁଣାଇନ୍ତି ନୂଆ ବାୟୁସେନା ମୁଖ୍ୟ ରାକେଶ କୁମାର ସିଂହ ଭାଦୋରିଆ। ଆଜି ପ୍ରଥମ କରି ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରିଥିଲେ ରାକେଶ ସିଂହ ଭାଦୋରିଆ।

ଆଉ ଏହି ସମୟରେ ବାଲାକୋଟ ଅପରେସନ ବାବଦରେ ଏକ ପ୍ରମୋଶନ ଭିଡିଓର ଲଞ୍ଚ କରାଯାଇଥିଲା। ଯେଉଁଥିରେ ଭାରତ ବାୟୁସେନା କିଭଳି ପ୍ରରାକ୍ରମ ପ୍ରଦର୍ଶନ କରିଥିଲା ସେନେଇ ଏହି ଭିଡିଓରେ ସ୍ଥାନ ଦିଆଯାଇଛି । ଏଥିରେ ଦର୍ଶାଯାଇଛି, ବାୟୁସେନାର ବିମାନ କେମିତି ତୁରନ୍ତ ଆକ୍ସନକୁ ଆସୁଛି। ଏବଂ ଶତ୍ରୁ ସ୍ଥାନରେ ମିସାଇଲ ମାଡ଼ କରୁଛି। ଏଥିସହିତ ରାଡାର ମୁଭ କରୁଛି। ତେବେ ଭିଡିଓରେ ଦର୍ଶାଯାଇଥିବା ଭିଡିଓ ପ୍ରକୃତ ବାଲାକୋଟ ଆଟାକର କି ନୁହେଁ ତାହା ସ୍ପଷ୍ଟ କରାଯାଇନାହିଁ।

ବାୟୁସେନା ମୁଖ୍ୟ ଏହି ଅବସରରେ କହିଛନ୍ତି ଯେ ରାଫେଲ ଓ ଏସ ୪୦୦ ସିଷ୍ଟମ ବାୟୁସେନାର ଶକ୍ତି ବଢ଼ାଇବ।

   Related Posts