ନଭେମ୍ବର ୨ରେ ଖୋଲିବ ଏମ୍‌ସ ହସ୍ପିଟାଲ ଓପିଡି

Published By : Prameya-News7 Bureau | October 29, 2020 IST

 ଭୁବନେଶ୍ବର୨୯/୧୦: ନଭେମ୍ବର ୨ ତାରିଖରେ ଖୋଲିବ ଏମ୍‌ସ ହସ୍ପିଟାଲ ଓପିଡି। କରୋନା କଟକଣା ଯୋଗୁଁ ଜୁଲାଇ ୧୦ ତାରିଖରୁ ବନ୍ଦ ରହିଥିଲା। ଏହା ମଧ୍ୟରେ କଟକଣା ରହିଛି। ନଭେମ୍ବର ୮ ପର୍ଯ୍ୟନ୍ତ ପ୍ରତି ବିଭାଗରେ ମାତ୍ର ୩୦ ରୋଗୀଙ୍କୁ ଡାକ୍ତର ଦେଖିପାରିବେ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.