Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭଦ୍ରକ : ଷଣ୍ଢ ବୋଝେଇ ପିକଅପ୍ ଭ୍ୟାନ୍ ଅଟକ ରଖିଲେ ଗ୍ରାମବାସୀ, ଗୋଟିଏ ଷଣ୍ଢ ମୃତ, ୨ଟି ଉଦ୍ଧାର
  • ||
  • ୧୦ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୦୬୪୯ ପଜିଟିଭ୍
  • ||
  • ମାଡି ଆସୁଛି ବାତ୍ୟା ‘ତଉକ୍ତେ’, ଓଡିଶା ଉପରେ କଣ ରହିବ ପ୍ରଭାବ
  • ||
  • ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ୧୨ ବିରୋଧି ଦଳ, ମାଗଣା ଟିକା ସହ ବେରୋଜଗାରୀଙ୍କୁ ଭତ୍ତା ଦେବାକୁ ରଖିଲେ ଦାବି
  • ||
  • ପଶ୍ଚିମ ଓଡିଶାରେ କରୋନା ପରିଚାଳନା ଦାୟିତ୍ୱ ନେବ ଡବ୍ଲ୍ୟୁଓଡିସି, ୧୦ ଜିଲ୍ଲାକୁ ଦେଲା ୨୫ କୋଟି ଟଙ୍କା
  • ||
  • ଅମାନିଆଙ୍କୁ ସାବାଡ୍ କରିବାକୁ ଯାଇଥିଲେ, ତହସିଲଦାରଙ୍କୁ ବାଟୁଳି ମାଡ କଲେ ଲୋକେ
  • ||
  • କବର ଦେବାକୁ ଘରେ ନଥିଲେ କେହି ପୁରୁଷ, ପିପିଇ କିଟ୍ ପିନ୍ଧି ମୁସଲିମ୍ ବୃଦ୍ଧଙ୍କ ଶେଷକୃତ୍ୟ ସମ୍ପନ୍ନ କଲେ ବିଡିଓ
  • ||
  • ପୃଥିବୀରେ ହେବ ଉଲକା ବର୍ଷା, ଏହି ଦିନ ଆକାଶରେ ଦେଖିବାକୁ ମିଳିବ ଦୁର୍ଲଭ ଦୃଶ୍ୟ…
  • ||

ବହୁଚର୍ଚ୍ଚିତ ଅଗଷ୍ଟା ୱେଷ୍ଟଲ୍ୟାଣ୍ଡ ହେଲିକପ୍ଟର ଦୁର୍ନୀତି ମାମଲା ; ଦୁଇ ଅଭିଯୁକ୍ତ ରାଜୀବ ସକ୍ସେନା ଓ ଦୀପକ ତଲଓ୍ବାରଙ୍କୁ ଅଣାଗଲା ଭାରତ

31/01/2019 at 8:33 AM

ନୂଆଦିଲ୍ଲୀ ୩୧|୧:  ବହୁଚର୍ଚ୍ଚିତ ଅଗଷ୍ଟା ୱେଷ୍ଟଲ୍ୟାଣ୍ଡ ଭିଭିଆଇପି ହେଲିକପ୍ଟର ଦୁର୍ନୀତି ମାମଲାରେ ଭାରତକୁ ଡବଲ ସଫଳତା । କ୍ରିଶ୍ଚେନ୍ ମିଶେଲ ପରେ ଏବେ ଆଉ ଦୁଇ ଅଭିଯୁକ୍ତ ରାଜୀବ ସକ୍ସେନା ଓ ଦୀପକ ତଲଓ୍ବାରଙ୍କୁ ପ୍ରତ୍ୟର୍ପିତ କରିଛି ୟୁଏଇ ।

ମିଳିଥିବା ସୂଚନା ଅନୁସାରେ ଆଇଜି ର୍ୟାଙ୍କର ଜଣେ ଅଧିକାରୀଙ୍କ ନେତୃତ୍ବରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଏକ ଟିମ୍, ବୈଦେଶିକ ମନ୍ତ୍ରାଳୟର ବରିଷ୍ଠ ଅଫିସର ଓ ର ଅଧିକାରୀଙ୍କ ଏକ ଟିମ୍ ଉଭୟଙ୍କୁ ନେଇ ଭାରତରେ ପହଞ୍ଚିଛନ୍ତି । ବିଳମ୍ବିତ ରାତିରେ ସେମାନଙ୍କୁ ଭାରତ ଅଣାଯାଇଥିବା ବେଳେ ଆଜି ସେମାନଙ୍କୁ କୋର୍ଟରେ ହାଜର କରାଯିବ । ପରେ ରିମାଣ୍ଡରେ ଆଣି ସେମାନଙ୍କ ଠାରୁ ସତ ଓଗାଳିବାର ପ୍ରୟାସ କରିବ ତଦନ୍ତକାରୀ ଟିମ୍ । ପୂର୍ବରୁ ଗତବର୍ଷ ଅକ୍ଟୋବର ୬ରେ ଅଭିଯୁକ୍ତ ରାଜୀବ ସକ୍ସେନା ବିରୋଧରେ ଦିଲ୍ଲୀର ଏକ ଅଦାଲତ ଜାମିନବିହୀନ ଗିରଫ ପରୱାନା ଜାରି କରିଥିଲେ । 

   Related Posts