Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୦ ମହଲା କୋଠାରେ ଭୀଷଣ ଅଗ୍ନିକାଣ୍ଡ, ୧୫ ଆହତ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୩ ଲକ୍ଷ ୩୭ ହଜାରରୁ ଅଧିକ କରୋନା ପଜିଟିଭ୍, ୪୮୮ ମୃତ
  • ||
  • ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୧୪କୁ ବୃଦ୍ଧି
  • ||
  • ରାଜ୍ୟରେ ୯ ହଜାର ତଳକୁ ଖସିଲା ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୮୮୪୫ କୋଭିଡ୍ ପଜିଟିଭ୍, ୧୧୯୬୧୪୦ରେ ପହଞ୍ଚିଲା ସଂଖ୍ୟା
  • ||
  • ଭୁବନେଶ୍ବର : ଓଭରବ୍ରିଜ୍‌ରୁ ୩୦ଫୁଟ ତଳକୁ ଖସିଲା କାର୍, ଦୁର୍ଘଟଣାରେ ଗାଡି ଭାଙ୍ଗିରୁଜି ଚୁରମାର୍
  • ||
  • ଶନିବାର ଏହି ସବୁ ଜିଲ୍ଲାରେ ବର୍ଷା : ବଢିବ ତାପମାତ୍ରା, କମିବ ଶୀତ
  • ||
  • ଭୟଙ୍କର ଦୁର୍ଘଟଣା : ମହାନଦୀ ପୋଲରେ ବୋଲେରୋକୁ ପିଟିଲା ଟ୍ରକ୍, ୫ ମୃତ
  • ||

ଚାଷୀଙ୍କ ଆୟରେ ଶେଷ ସ୍ଥାନରେ ଓଡ଼ିଶା, ଲୋକସଭାରେ କଂଗ୍ରେସ ସାଂସଦଙ୍କ ପ୍ରଶ୍ନର ଉତ୍ତର ରଖିଲେ କୃଷିମନ୍ତ୍ରୀ

30/11/2021 at 6:16 PM

ଭୁବନେଶ୍ୱର, ୩୦/୧୧:  ସରକାରଙ୍କ ଯୋଜନା କେବଳ ଭାଷଣରେ ରହିଛି ଚାଷୀମାନଙ୍କ ପାଖରେ ପହଞ୍ଚି ପାରୁନାହିଁ। ଆଜି ଯାଏଁ ଗୋଟିଏ ମଧ୍ୟ ମେଗା ଇରିଗେସନ୍‌ ପ୍ରୋଜେକ୍ଟ ବା ବୃହତ ଉଠା ଜଳସେଚନ ପ୍ରକଳ୍ପ ରାଜ୍ୟ ସରକାର ଆଣି ନାହାନ୍ତି। ଆଜି ଚାଷୀଙ୍କ ଆୟ ଝାଡ଼ଖଣ୍ଡ ଉପରେ ରହିଛି । ଓଡ଼ିଶା ପାଇଁ ଯାହା ଦୁଃଖ ଦାୟକ।

“ଆମେ ସବୁ ବେଳେ ଚାଷୀମାନଙ୍କ ପାଇଁ ଲଢ଼ିଛୁ । କୃଷକ ପାଇଁ କାମ ହେଉ ନାହିଁ, କେବଳ ଲାଞ୍ଚ କାରବାର ହେଉଛି। ଗାଁରେ ଋଣ ବୋଝ ସହି ନପାରି ଚାଷୀ ଆତ୍ମହତ୍ୟା କରୁଛି । କିନ୍ତୁ ତାର ଡାଟା ମଧ୍ୟ କେନ୍ଦ୍ର କି ରାଜ୍ୟ ସରକାର ପାଖରେ ନାହିଁ”। ଚାଷୀଙ୍କ ଆୟର ରିପୋର୍ଟ ଦେଖି ରାଜ୍ୟ ସରକାରଙ୍କ ଉପରେ ଏପରି ବର୍ଷିଛନ୍ତି କଂଗ୍ରେସ ସାଂସଦ ସପ୍ତଗିରି ଉଲାକା  ।

   Related Posts