Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗଞ୍ଜାମ ଦିଗପହଣ୍ଡିରେ ଅପରାଧୀର ଛୁରା ମାଡରେ ଅପରାଧୀ ମୃତ
  • ||
  • ବାଙ୍କୀରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡରେ ଜଣଙ୍କର ମୃତ୍ୟୁ
  • ||
  • କେନ୍ଦୁଝର ନୟାକୋଟରେ ସ୍ତ୍ରୀକୁ ଟାଙ୍ଗିଆରେ ହାଣିଲା ସ୍ବାମୀ
  • ||
  • ଗୁଜୁରାଟରେ ସ୍ତ୍ରୀକୁ ହତ୍ୟା ପରେ ଦୁଇ ସନ୍ତାନ ସହ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲେ ଯୁବକ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୬୯୫ କରୋନା ସଂକ୍ରମିତ
  • ||
  • ଆସୁଛି ଆଉ ଏକ ଲଘୁଚାପ ! ନଭେମ୍ବର ପହିଲାରୁ ପୁଣି ବର୍ଷାର ସମ୍ଭାବନା
  • ||
  • ଆମେରିକୀୟ ନୌସେନା ବିମାନ ଦୁର୍ଘଟଣାଗ୍ରସ୍ତ, ଦୁଇ ପାଇଲଟଙ୍କ ମୃତ୍ୟୁ
  • ||
  • ଭୁଆସୁଣୀ ଛକରେ ସିରିଜ୍ ଦୁର୍ଘଟଣା, ୨ ଗୁରୁତର
  • ||

ଆଜିଠୁ ଦୁଇ ଦିନିଆ କୃଷି ବିକାଶ ସମ୍ମିଳନୀ ଏଗ୍ରି ବିକାଶ-୨୦୧୮

29/06/2018 at 5:43 AM

ଆଜିଠୁ ଦୁଇ ଦିନିଆ କୃଷି ବିକାଶ ସମ୍ମିଳନୀ ଏଗ୍ରି ବିକାଶ-୨୦୧୮ ଶିକ୍ଷା ଓ ଅନୁସନ୍ଧାନ ବିଶ୍ବବିଦ୍ୟାଳୟରେ ଆରମ୍ଭ ହେଉଛି । ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ୍ ଏଗ୍ରିକଲଚର ମାକେର୍ଟି ଓ କେପିଏମ୍ ଜିର ସହଭାଗିତାରେ ପ୍ରଥମ ଥର ପାଇଁ ଏହି କାର୍ଯ୍ୟକ୍ରମ ହେଉଛି ।ଏହି ସମ୍ମିଳନୀରେ ଏକ ହଜାରେରୁ ଅଧିକ କୃଷକ ଯେ।ଗଦେବେ । ସମ୍ମିଳନୀରେ ଓଡ଼ିଶା କୃଷି କ୍ଷେତ୍ରରେ ଆହ୍ବାନ ଓ ସମ୍ଭାବନା ସମ୍ପର୍କରେ ଆଲେ।ଚନା କରାଯିବ । ସେ।ଆ ସହିତ CYSD, ସହଭାଗୀ ବିକାଶ ଅଭିଯାନ ଓ ଅନୁସନ୍ଧାନ ସଙ୍ଗଠନ, ସିଦ୍ଧ ରିସର୍ଚ୍ଚ ଏଣ୍ଡ ଡେଲପମେଣ୍ଟ କନସଲଟାନ୍ସି କାର୍ଯ୍ୟକ୍ରମରେ ସହଯେ।ଗର ହାତ ବଢ଼ାଇଛନ୍ତି । କୃଷି ବିକାଶ ସମ୍ମିଳନୀରେ କେନ୍ଦ୍ର ସରକାରଙ୍କ ୬ଟି ବିଭାଗ ଓ ୩ ଜଣ କେନ୍ଦ୍ରମନ୍ତ୍ରୀ ଯେ।ଗଦେବାର କାର୍ଯ୍ୟକ୍ରମ ରହିଛି । କେନ୍ଦ୍ର କୃଷି, ଏବଂ କୃଷକ ବିକାଶ ମନ୍ତ୍ରଣାଳୟ, ଦକ୍ଷତା ବିକାଶ ଏବଂ ଉଦ୍ୟେ।ଗ ମନ୍ତ୍ରଣାଳୟ, ଖାଦ୍ୟ ପ୍ରକ୍ରିୟାକରଣ ମନ୍ତ୍ରଣାଳୟ, ବାଣିଜ୍ୟ ମନ୍ତ୍ରଣାଳୟ, ତୈଳ ଏବଂ ପ୍ରାକୃତିକ ବାଷ୍ପ ମନ୍ତ୍ରଣାଳୟ ଏବଂ MSME ମନ୍ତ୍ରଣାଳୟ ଏଥିରେ ସାମିଲ ହେ।ଇଛନ୍ତି । କେନ୍ଦ୍ର ପେଟ୍ରେ।ଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର କୃଷି ରାଜ୍ୟ ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ ଓ କେନ୍ଦ୍ର MSME ମନ୍ତ୍ରୀ ଗିରିରାଜଙ୍କ ସମେତ ରାଜ୍ୟ ସମବାୟ ଓ ଖାଦ୍ୟ ଯେ।ଗାଣ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର ଏଥିରେ ଯେ।ଗଦେବେ ।

   Related Posts